Movie prime

ଆଖିକୁ ଦେଖା ଯାଉନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିଛନ୍ତି ଯୁବତୀ ଦେଖନ୍ତୁ କାନ୍ଦି କାନ୍ଦି କଣ କହିଲେ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ଜାଣିବା ସହ ଅନେକ କିଛି ଖବର ଯାହା ରାଜନୀତିକୁ ନେଇ ଆସୁଛି ତାହା ଜାଣି ପାରୁଥିବେ ।
ଆପଣମାନେ ସମସ୍ତେ ନିର୍ବାଚନକୁ ନେଇ ଆସୁଥିବା ଖବର ସବୁ ଏହି ସୋସିଆଲ ମିଡ଼ିଆ ଦ୍ଵାରା ପାରୁଥିବେ । ଆପଣମାନେ ସମସ୍ତେ ଏବେ ନେତା ମନ୍ତ୍ରୀ ରୋଡ ଶୋ କରିବାକୁ ଆସୁଛନ୍ତି ଏହି ଖବର ତ ଦେଖିଥିବେ ।
Bb
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସହରରେ ରୋଡ ଶୋ କରୁଥିଲେ । ଆଉ ତାଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ ଜମିଥିଲା । ଏହି ରୋଡ ଶୋରେ ଅନେକ ବିଜେଡି କର୍ମୀ ସହିତ ସାଧାରଣ ଜନତା ମଧ୍ୟ ଯୋଗ ଦେଇଥିଲେ ।
ଏବେ ଏହି ରୋଡ ଶୋରେ କିଛି ଏଭଳି କଥା ଦେଖାଯାଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ଲୋକ ଭଲ ପାଇଥାନ୍ତି । ଆଉ ସମସ୍ତ ଭୁବନେଶ୍ୱର ଲୋକମାନେ ସେଠାରେ ଏକତ୍ରିତ ହୋଇଥିଲେ ।
Ff
ଏହି ସାଧାରଣ ଲୋକଙ୍କ ଭିଡ ଭିତରେ ଜଣେ ଯୁବତୀ ଛିଡ଼ା ହୋଇଥିଲେ ଯିଏ ହେଉଛନ୍ତି ଜନ୍ମାନ୍ଧ । ଏହି ଯୁବତୀ ଜଣକ ଜନ୍ମରୁ ଅନ୍ଧ । ତାଙ୍କର ଆଖି ନାହିଁ କିନ୍ତୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଆସିଛନ୍ତି । ସେ ଅନେକ କଥା ମଧ୍ୟ କହିଛନ୍ତି ।
ସାଲିଆ ସାହି ବସ୍ତିରୁ ଏହି ଯୁବତୀ ଜଣକ ଅଟନ୍ତି । ଏହି ଯୁବତୀ ଜଣକ ଜନ୍ମରୁ ଅନ୍ଧ ଆଉ ସେ ସରକାରୀ ସହାୟତା କେବେ ଲୋଡ଼ି ନାହାଁନ୍ତି । ଆଜି ପର୍ଯ୍ୟନ୍ତ ତାଙ୍କୁ କେହି ସାହାଯ୍ୟ କରି ନାହାନ୍ତି । ତାଙ୍କର ସବୁ କାମ ତାଙ୍କ ମା କରିଥାନ୍ତି । 
ଏହି ଯୁବତୀ ଜଣକ କହିଛନ୍ତି ତାଙ୍କ ମାଆ ବାପାଙ୍କ ପରେ ସେ କଣ କରିବେ । ତାଙ୍କୁ କୌଣସି ସରକାରୀ ସହାୟତା ମିଳୁ ନାହିଁ ସେ କିଭଳି ରହିବେ । ଏହି ଯୁବତୀ ଜଣଙ୍କର ମାଆ କହିଛନ୍ତି ସରକାରଙ୍କ ତରଫରୁ ତାଙ୍କୁ ଗୋଟିଏ ଘର ଆଉ କିଛି ସହାୟତା ମିଳିଲେ ସେ ସାରା ଜୀବନ ରହିପାରିବେ ।
ଏହି ଯୁବତୀ ଜଣକ ସରକାରଙ୍କ ତରଫରୁ ଏକ ହଜାର ଟଙ୍କା ସହାୟତା ରାଶି ପାଉଛନ୍ତି । ଏବେ ଏହି ଯୁବତୀ ଜଣଙ୍କୁ ପ୍ରଶାସନ କଣ ସାହାଯ୍ୟ କରୁଛି ତାକୁ ଦେଖିବାକୁ ଅପେକ୍ଷା ରହିଛି । ଏବେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି ।