Movie prime

ସ୍ତ୍ରୀ କୁ ଲ-ଙ୍ଗ-ଳା କରି ଏମିତି କାଣ୍ତ କଲା ଶେଷରେ ଚଉଠି ରାତି ରେ ଅଚାନକ ହେଇଗଲା ଏମିତି..

 
Gg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବର୍ତ୍ତମାନ ଅନେକ ପ୍ରକାରର ଘଟଣା ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି। କିଏ କେତେବେଳେ ଆ-ତ୍ମ-ହ-ତ୍ୟା କରି ଦେଉଛି ତ ଆଉ କାହାକୁ ହ-ତ୍ୟା କରି ଦେଉଛନ୍ତି।ବର୍ତ୍ତମାନ ଯେଉଁ ଘଟଣା ଦେଖିବାକୁ ମିଳିଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଚଉଠି ରାତି ରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡ଼ା।
Hh
ସ୍ବାମୀ ଖଟ ଉପରେ ବସି ନିଜ ସ୍ତ୍ରୀ ଙ୍କୁ ଅପେକ୍ଷା କରିଥିଲେ।କିଛି ସମୟ ପରେ ବିବାହିତ ମହିଳା ଜଣଙ୍କ ଆସିଥିଲେ।ହେଲେ ହଠାତ୍ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।ଏହାପରେ ସକାଳୁ ସକାଳୁ ସ୍ତ୍ରୀ ର ମୃ-ତ-ଦେ-ହ ଘର ଭିତରୁ ବାହାରି ଥିଲା।ମହିଳା ଙ୍କ ନାମ ହେଉଛି ଅନାମିକା।ଅନାମିକା ନିଜ ବାହାଘର କୁ ନେଇ ବେଶ ଖୁସି ଥିଲେ।ଅନାମିକା ଙ୍କ ବାପା ଏକ ଭଲ ପୁଅଟି ତାଙ୍କ ପାଇଁ ଦେଖିଥିଲେ।ଏବଂ ଅନାମିକା ଙ୍କୁ ମଧ୍ୟ ପସନ୍ଦ ଆସିଥିଲେ।
Gh
ଆଉ ସ୍ବାମୀ ଙ୍କ ନାମ ହେଉଛି ଅତୁଲ।ଅତୁଲ ମଧ୍ୟ ବାହାଘରର ବେଶ୍ ଖୁସି ଥିଲେ। ଜୁଲାଇ ୧୪ ତାରିଖ ରେ ଦୁଇ ଜଣଙ୍କର ବିବାହ ହୋଇଥିଲା।ପରିବାର ଲୋକେ ସମସ୍ତେ ବହୁତ ଖୁସି ଥିଲେ।ଅନାମିକା ଙ୍କୁ ଶାଶୁଘର ଲୋକେ ପ୍ରଥମେ ପ୍ରଥମେ ବହୁତ ଭଲ ପାଉଥିଲେ। ଚଉଠି ରାତିରେ ଅତୁଲ ଅନାମିକା ଙ୍କୁ ୧୭ ଲକ୍ଷ ଟଙ୍କା ର ଗୋଟିଏ କାର ଯୌତୁକ ରେ ମାଗିଥିଲେ।ଏହା ଶୁଣି ଅନାମିକା ଙ୍କ ମନ ସେଇଠି ହିଁ ଭାଙ୍ଗି ଯାଇଥିଲା।
ଅନାମିକା ଏହା ଭାବିଥିଲେ ସେ ଯାହାଙ୍କୁ ବିବାହ କରୁଛନ୍ତି ସେ ବହୁତ ଭଲ ମଣିଷ। କାର କୁ ନେଇ ଅନାମିକା ଙ୍କୁ ଅତୁଲ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ।ଏବଂ ୨୮ ତାରିଖ ଦିନ ଅତୁଲ ଙ୍କ ପରିବାର ଲୋକେ ସେହି କାର ପାଇଁ ଅନାମିକା ଙ୍କୁ ଜୀବନ ରୁ ମାରୀ ଦେଇଛନ୍ତି।

Around The Web