Movie prime

ହେ ପ୍ରଭୁ ତାକୁ ପଚାରିଦେଲି ବୋଲି. ଏତେ ବଡ କାଣ୍ତ ହୋଇଗଲା ...

 
Uu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଆମର ସମାଜରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଯାହାକୁ କି ଅତି ସହଜରେ ବିଶ୍ବାସ ମଧ୍ୟ କରି ହେବ ନାହିଁ। ଆଜିକାଲି ଯୁବପିଢୀ ମାନେ ପ୍ରେମରେ ପାଗଳ ହୋଇ ଯାଇଛନ୍ତି ସେମାନେ କେତେବେଳେ କଣ ଯେ କରି ବସୁଛନ୍ତି ତାହା ସେମାନେ ନିଜେ ହେଲେ ମଧ୍ୟ ଜାଣି ନାହାଁନ୍ତି। ଆମେ ଏବେ ଆପଣଙ୍କୁ ସେଭଳି ଘଟଣା ସମ୍ପର୍କରେ କହିବାକୁ ଯାଉଛୁ।
Vv
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଖବର ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଯାହାକୁ କି ଲୋକମାନେ ମଧ୍ୟ ଶୁଣି ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି। ନିରଞ୍ଜନ ନାମକ ଜଣେ ଯୁବକ ଟ୍ରେନ୍ ଟ୍ରାକ ରେ ନିଜର ଜୀବନ ହାରୀ ଦେଇଛନ୍ତି। ହେଲେ ଏହା ପଛରେ ଥିବା ପ୍ରକୃତ କାରଣ କଣ ତାହା ବର୍ତମାନ ପର୍ଯ୍ୟନ୍ତ ଭଲ ଭାବରେ ଜଣା ପଡ଼ି ପାରି ନାହିଁ। ପରିବାର ଲୋକଙ୍କ କହିବା ଅନୁସାରେ ସେ ଅଧିକାଂଶ ସମୟରେ ଘରେ ରହୁ ନଥିଲେ।
Hh
ପ୍ରେମିକା ର ଅଜାଣତ ରେ ତାଙ୍କ ଟଙ୍କା କୁ ବେଧଡକ ଭାବରେ ଖର୍ଚ୍ଚ କରି ଚାଲିଥିଲା ଯୁବକ। ଯାହାକୁ ନେଇ ହେଲା ବଚସା। ଆଉ ଏହି ଘଟଣା ଖୁବ୍ ବଡ଼ ଘଟଣା ପାଲଟି ଗଲା। ଯୁବକ ନାମକ ହେଉଛି ନିରଞ୍ଜନ ଯିଏକି ତାଙ୍କର ପ୍ରେମିକା ଘରେ ରହି ଆସୁଥିଲେ। ଏଭଳି କି ତାଙ୍କ ଘରେ ସେ ଖାଉ ଥିଲେ ପିଉ ଥିଲେ। ଆଉ ତାଙ୍କର ଉଦ୍ଦେଶ୍ୟ ଥିଲା କି ତାଙ୍କର ମାଆଙ୍କ ଯତ୍ନ ନେବା। ପ୍ରେମିକା ଜଣକ ମଧ୍ୟ,
ଗୋଆ ରେ ବାର୍ ଡାନ୍ସର ଭାବରେ କାମ କରନ୍ତି। ଆଉ ଅନ୍ୟପକ୍ଷ ରେ ଦୁହିଁଙ୍କ ମଧ୍ୟରେ ପାଞ୍ଚ ରୁ ଛଅ ବର୍ଷ ହେବ ସମ୍ପର୍କ ମଧ୍ୟ ରହିଥିଲା। ତେବେ ଅନ୍ୟପଟେ ଟ୍ରେନ୍ ଟ୍ରାକ ରୁ ମିଳିଛି ଯୁବକ ନିରଞ୍ଜନ ଙ୍କ ଦେହ। ଯୁବତୀଙ୍କ କାରଣରୁ ହିଁ ନିରଞ୍ଜନ ଙ୍କ ମୃ-ତ୍ୟୁ ହୋଇଛି ବୋଲି ତାଙ୍କର ପରିବାର ଲୋକେ ଏହା ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଡୁମୁଡୁମା ର ଏହେଉଛି ଘଟଣା। ଗତକାଲି ବାନ୍ଧବୀ ଙ୍କ ଘର ଲୋକମାନେ ନିରଞ୍ଜନ ଙ୍କ ଘର ଆଗରେ ପାଟି ତୁଣ୍ଡ କରିଥିଲେ।
ଏଭଳି କି ତାଙ୍କୁ ମଧ୍ୟ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ନିରଞ୍ଜନ ଙ୍କ ଭଉଣୀ ଙ୍କ ବାହାଘର ମଧ୍ୟ ହୋଇ ଥାଆନ୍ତା ହେଲେ ଏବେ ଟ୍ରେନ୍ ଟ୍ରାକ ରେ ନିରଞ୍ଜନ ଙ୍କ ମୃ-ତ ଦେହ ମିଳିଛି। ଏହାକୁ ତାଙ୍କର ପରିବାର ଲୋକମାନେ ହ-ତ୍ୟା ବୋଲି ଅଭିଯୋଗ କରି ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ହେଲେ ଯୁବତୀ ଜଣକ ଅର୍ଥାତ ପ୍ରେମିକା କହୁଛନ୍ତି କି ତାଙ୍କର ସବୁ ପଇସା ପ୍ରେମିକା ଠାରୁ ନେଇ ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.