Movie prime

ବିଟ ଜୁସର ଲାଭ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହେଇଯିବେ ଦେଖନ୍ତୁ କଣ କୁହନ୍ତି ଡାକ୍ତର କଣ ହୁଏ ଏହା ସେବନ କଲେ Health Tips

 
Special report
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାକୁ ଲାଗିଛି।ଏହା ବିଷୟରେ ସମସ୍ତେ ଅବହତ।ଏଥିପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଆବଶ୍ୟକ ଅଟେ।କାରଣ ବର୍ତ୍ତମାନ ସମୟରେ ଲୋକମାନେ ବାହାର ଜିନିଷ ବହୁତ ଖାଉଛନ୍ତି।ଏବଂ ଶରୀର ପାଇଁ ଏହା ହାନିକାରକ ହୋଇଥାଏ।କିନ୍ତୁ ଲୋକମାନେ ତାହା ଜାଣି ପାରନ୍ତି ନାହିଁ।ଆଉ ଯେଉଁ ଲୋକମାନେ ଜାଣି ମଧ୍ୟ ଭୁଲ କରିଥାନ୍ତି।
କରୋନା ରେ ଅସଂଖ୍ୟକ ଲୋକ ମାନଙ୍କର ମୃତ୍ୟୁ ହୋଇଗଲା। ହେଲେ ବି କିଛି କିଛି ଲୋକ ବୁଝି ପାରିଲେ ନାହିଁ।ଆଉ କିଛି ଲୋକ ଏହାକୁ ବହୁତ ଭୟ କରିଲେ।ଯଦି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ତାହେଲେ ସମସ୍ତେ କରୋନା ସଂକ୍ରମଣ ସହିତ ଲଢି ପାରିବେ।ଆଉ ନିଜକୁ ସୁରକ୍ଷିତ ରଖି ପାରିବେ।କିଛି ରୋଗ ଛୁଇଁ ପାରିବେ ନାହିଁ।ଏଥିପାଇଁ ଏକ ପରିବା ରହିଛି ଯାହା ବହୁତ ସାହାର୍ଯ୍ୟ କରିବ।
ଏଥିପାଇଁ ବିଟ ହେଉଛି ଉତ୍ତମ ପରିବା।ଯେଉଁଥିରେ ଲୋକ ମାନଙ୍କର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାର୍ଯ୍ୟ କରିବ।ବିଟ ର ଯୁସ୍ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ତେଣୁ ଆମେ କରୋନା ସଂକ୍ରମଣ ସହିତ ଲଢେଇ କରିପାରିବା ବିଟ ହେଉଛି ଏକ ଉତ୍ତମ ପରିବା ଯାହାକି ବହୁତ ସାହାର୍ଯ୍ୟ କରିବ।ଏହା ଓଜନ ନିୟନ୍ତ୍ରଣ କରିଥାଏ।
ରକ୍ତଚାପ ମଧ୍ୟ ନିୟନ୍ତ୍ରଣାଧୀନ ରଖିଥାଏ। କ୍ୟାନସର କୁ କମେଇବାରେ ମଧ୍ୟ ସାହାର୍ଯ୍ୟ କରୁଥାଏ।ଏଥିରେ ବହୁ ମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।ଏହା ଦ୍ବାରା ସ୍କିଁନ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ। କେଶ୍ ଝଡିବାରେ ମଧ୍ୟ ମୁକ୍ତି ଦେଇଥାଏ।ଅଧିକ ଚୁଟି ଝଡୁଥିଲେ ବିଟ ର ଯୁସ୍ ପିଇ ପାରିବେ। ଏହି ଯୁସ୍ ସମସ୍ତଙ୍କ ପାଇଁ ବହୁତ ଭଲ ହୋଇଥାଏ।ଫଳରେ ଏଥିରୁ ମୁକ୍ତି ପାଇ ପାରିବେ।