Movie prime

ଏହି କାରଣରୁ ଉପୁଡେ କେଶ ଦେଖନ୍ତୁ କେମିତି ହେବେ ସାବଧାନ

 
Special Report
ଆପଣମାନେ ଘରେ ସାମ୍ପୁ, ସାବୁନ୍ ଅନେକ ପ୍ରଡକ୍ଟ ବ୍ୟବହାର କରୁଥିବେ।କିନ୍ତୁ ସେହି ସାବୁନ୍ ଆଉ ସାମ୍ପୁ କିପରି ତିଆରି ହୋଇଥାଏ ତାହା ପଢ଼ିବା ଭୁଲି ଯାଉଥିବେ।ଅନେକ ଏସିଡ ଦ୍ଵାରା ସାମ୍ପୁ ଆଉ ସାବୁନ ତିଆରି ହୋଇଥାଏ।କେବଳ ଗୋଟିଏ କସ୍ମେଟିକ୍ ରେ ବ୍ୟବହାର କରିବା ପାଇଁ ଏସିଡ ମିଶା ଯାଇଥାଏ।ଯେଉଁ କସ୍ମେଟିକ୍ ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ଆପଣମାନେ ଅସୁବିଧାରେ ପଡି ପାରନ୍ତି।କିନ୍ତୁ ଅନେକ ଲୋକ ଜାଣି ପାରୁ ନାହାଁନ୍ତି।
ନେଚର୍ ପ୍ରୋ କମ୍ପାନୀର ଫାଉଣ୍ଡର ମିଷ୍ଟର୍ ମୋହିତ ମହାପାତ୍ର ଏହି ବିଷୟରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ସେ ଆଗରୁ ଅନେକ ସାରା ପ୍ରଡକ୍ଟ ବ୍ୟବହାର କରୁଥିଲେ।ସେତେବେଳେ ସେ ସବୁ ପ୍ରଡକ୍ଟ କୁ ସର୍ଚ୍ଚ କରିଥିଲେ।କିନ୍ତୁ ସେ ଯେତେବେଳେ ଜାଣିଲେ ଯେ ଗୋଟିଏ ସାମ୍ପୁ ଆଉ ସାବୁନ ତିଆରି କରିବା ପାଇଁ ଯାହା ବ୍ୟବହାର କରୁଛନ୍ତି ତାହା ଲୋକ ମାନଙ୍କୁ କ୍ଷତି ପହଞ୍ଚାଇବ।ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ତାହା ଖରାପ ହୋଇ ମଧ୍ୟ ଲୋକ ମାନଙ୍କ ମାଇଣ୍ଡ ୱାଷ୍ କରାଯାଇଛି ଯେ ଏହି ସାମ୍ପୁ ଆଉ ସାବୁନ ଭଲ।ତାହା ବ୍ୟବହାର କରନ୍ତୁ ବୋଲି କୁହାଯାଇଛି।ଏହାପରେ ମିଷ୍ଟର୍ ମୋହିତ ମହାପାତ୍ର ୨୦୨୧ ରେ ରିସର୍ଚ୍ଚ କରିବା ପରେ ଏସବୁ ଜିନିଷ ବୁଝି ପାରିଲେ।ବର୍ତ୍ତମାନ ସେ ୭ ଟି ପ୍ରୋଜେକ୍ଟ ଲଞ୍ଚ କରିଛନ୍ତି। ସେ ବେଶି ପ୍ରଡକ୍ଟ ଲଞ୍ଚ କରିବାକୁ ଚାହିଁ ନଥିଲେ। କମ୍ ପ୍ରଡକ୍ଟ ରେ ଯଦି ଲୋକା ମାନେ ପସନ୍ଦ କରିବେ ତାହେଲେ ଆଗକୁ ଆହୁରି ପ୍ରଡକ୍ଟ ତିଆରି କରିବେ।
ଯେଉଁ ମାନଙ୍କର ଚୁଟି ଝଡୁଛି ତାହା ପ୍ରୋଟିନ ପାଇଁ ହେଉଛି।ଭଲରେ ଖାଦ୍ୟ ଖାଉ ନଥିନେ, ଡାଏଟ୍ କରୁଥିବେ। ସେଥିପାଇଁ ହେୟାର୍ ଲଶ୍ ପାଇଁ ଗୋଟିଏ ପ୍ରଡକ୍ଟ ପ୍ରସ୍ତୁତ କରିଛନ୍ତି।ଦୁଇ ପ୍ରକାରର ଏସିଡ ରହିଛି।ଗୋଟିଏ ହେଉଛି ଯେଉଁଟା ଲ୍ୟାବ ରେ ତିଆରି ହେଉଛି ଆଉ ଗୋଟିଏ ନାଚୁରାଲ୍ ରେ ତିଆରି ହେଉଛି। ତେଣୁ ଯେଉଁ ସାମ୍ପୁ କରାଯାଏ ତାକୁ ଅଷ୍ଟ୍ରେଲିଆ କୁ ପରୀକ୍ଷଣ ପାଇଁ ପଠାଯାଏ।ଏହାପରେ ତାହା ବ୍ୟବହାର କରିପାରିବେ କି ନାହିଁ ପରୀକ୍ଷା କରାଯାଇ କୁହାଯାଏ।