Movie prime

ଏହାକୁ ଲଗାନ୍ତୁ, ଦାନ୍ତ ବିନ୍ଧା ତୁରନ୍ତ ଭଲ ହେବ, ୧୦୦ ବର୍ଷ ପର୍ଯ୍ୟନ୍ତ ଦାନ୍ତ ଝଡିବ ନାହିଁ, teeth pain remedy

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ରୋଗର ମଧ୍ୟ ନିରାକରଣ ପାଇଁ ଅନେକ ପ୍ରକାରର ଭିଡିଓ ଆସିଥାଏ ।
ଲୋକମାନେ ଅନେକ ପ୍ରକାରର ଭିଡିଓ ଅପଲୋଡ଼ କରିଥାନ୍ତି । ଆପଣମାନେ ତ ଜାଣିଥିବେ କି ଅନେକ ଲୋକଙ୍କର ଦାନ୍ତ ସମସ୍ୟା ରହିଥାଏ । ଦାନ୍ତ ସମସ୍ୟା ଏଭଳି ଏକ ସମସ୍ୟା ଯାହା ମଣିଷକୁ ବହୁତ କଷ୍ଟ ଦିଏ । ଲୋକମାନେ ଏହି କଷ୍ଟ ସହିପାରନ୍ତି ନାହିଁ । 
ଲୋକମାନଙ୍କୁ ଦାନ୍ତ ସମସ୍ୟା ବହୁତ କଷ୍ଟ ଦେଇଥାଏ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦାନ୍ତଗତ ସମସ୍ୟା ଥିଲେ ଏହାର ନିରାକରଣ କରିପାରିବେ ।
ଯେତେ ପୁରୁଣା ଦାନ୍ତ ବିନ୍ଧା, ପାଇରିଆ କି ଦାନ୍ତ ପୋକ ଖାଉଥିଲେ ଏହି ଉପାୟ କରିଲେ ଆପଣ ଏହାଠାରୁ ମୁକ୍ତି ପାଇପାରିବେ । ଏବେ ଏହି ଘରୋଇ ଔଷଧ ବିଷୟରେ ଜାଣିବା ।
ପିଜୁଳି ପତ୍ର ଏହା ତ ପ୍ରାୟ ସମସ୍ତ ଲୋକଙ୍କୁ ମିଳିପାରିବ । ଏବେ ଏହି ଘରୋଇ ଔଷଧ ବିଷୟରେ ଜାଣିବା ।
ଆବଶ୍ୟକୀୟ ସାମଗ୍ରୀ - ପିଜୁଳି ପତ୍ର, ଏକ ତୁଳା ଆଉ ଏକ ଚୁଟକୀ ହଳଦୀ , କିଛି ଲବଙ୍ଗ ।
ପ୍ରଥମେ ପିଜୁଳି ପତ୍ରକୁ ଆଣି ତାକୁ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଆପଣ ପିଜୁଳି ପତ୍ରର ରସ ବାହାର କରନ୍ତୁ ।ଏହାପରେ ତୁଳା ସାହାଯ୍ୟରେ ବୁଡାଇ ଚିମୁଟାଏ ହଳଦୀ ନିଅନ୍ତୁ ।
ତୁଳାରେ ହଳଦୀ ଆଉ ପିଜୁଳି ରସ ଭଲଭାବରେ ବୁଡାଇ ଦିଅନ୍ତୁ । ଏହାକୁ ଦାନ୍ତ ମଝିରେ ଅଧ ଘଣ୍ଟା ରଖି ଦିଅନ୍ତୁ । ଏହାକରିଲେ ଆପଣ ଦାନ୍ତ ବିନ୍ଧାରୁ ମୁକ୍ତି ପାଇବେ ।
ଆଉ ଯଦି ଆପଣଙ୍କର ପାଇରିଆ ହେଇଛି ତାହେଲେ ସେହି ତୁଳାରେ ଠୋପା ସୋରିଷ ତେଲ ଆଉ ଲୁଣ ମିଶାଇ ଦାନ୍ତ ମାଢିରେ ଲଗାନ୍ତୁ ପାଇରିଆ ଦୂର ହୋଇଯିବ ।
ଏକ ଗ୍ଲାସ ପାଣିରେ ୪ଟି ପିଜୁଳି ପତ୍ରକୁ ଆଣି ତାକୁ ଫୁଟାଇ ଦିଅନ୍ତୁ ଆଉ ସେଥିରେ ଦୁଇଟି ଲବଙ୍ଗ ପକାନ୍ତୁ । ଆଉ ସେଥିରେ ଫିଟିକିରି ପାଉଡର ବା ଲୁଣ ପକାନ୍ତୁ ଆଉ ଏହା ସାହାଯ୍ୟରେ ପାଟି କୁଳି କରନ୍ତୁ ।
ଏହାଦ୍ବାରା ଦାନ୍ତ ବିନ୍ଧା ଆଉ ପାଇରିଆ ସମସ୍ୟା ଦୂର ହେବ । ଏହା ପ୍ରଥମେ କରି ତାପରେ ଏହି ପୂର୍ବ ରେମିଡି ଦାନ୍ତରେ ଲଗାନ୍ତୁ ଆଉ ଏହାର ଲାଭ ଉଠାନ୍ତୁ ।