Movie prime

ମ-ଦ ପିଉଛନ୍ତି କି ନିହାତି ଜାଣନ୍ତୁ ଏହି କଥା ନହେଲେ ପରେ ହଇରାଣ ହେବେ ଦେଖନ୍ତୁ ଏହି ଜରୁରୀ ସୂଚନା

 
Viral news

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଏହି ସମାଜ ଦେଶ ଆଉ ରାଜ୍ୟ ଆଉ ଏଠାରେ ବାସ କରୁଥିବା ଲୋକମାନଙ୍କ କଥା ବା ବ୍ୟବହାର ବା ଆଚରଣ ରହଣୀ ଖାଦ୍ୟପେୟ ସବୁ ବିଷୟରେ ଜାଣିଥିବେ ।

ବା ଦେଖୁଥିବେ ମଧ୍ୟ । ଆଉ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଆମ ସମାଜ ପାଇଁ କଳଙ୍କିତ ଅଟନ୍ତି । ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଆମ ସମାଜ ପାଇଁ ଲଜ୍ୟାସ୍ପଦ ସୃଷ୍ଟି କରନ୍ତି ।

ସମାଜରେ ଆମ ବାସ କରୁଛେ ଆମର ପରିବାର ଅଛି ମାନେ ଝଗଡ଼ା ବି ଅଛି । ଆଉ ଝଗଡ଼ାର କାରଣ ବି ଅନେକ ଅଛି । କିନ୍ତୁ କିଛି ଝଗଡ଼ା ଲୋକମାନେ ମଦ ପିଉଥିବାରୁ ତାଙ୍କ ଘରେ ଝଗଡ଼ା ହୋଇଥାଏ ।
ଆଉ ଲୋକମାନେ ମଦ ପିଇ ନଷ୍ଟ ହୋଇଯାଆନ୍ତି । ସବୁବେଳେ ନିଶାରେ ରୁହନ୍ତି । ଆଉ ସମାଜ ଆଉ ତାଙ୍କ ପରିବାର ତାଙ୍କ ପାଇଁ ବଦନାମ୍ ହୁଅନ୍ତି । ମଦ ପିଉଥିବା ଲୋକମାନଙ୍କର ନିଜ ଉପରେ କଣ୍ଟ୍ରୋଲ ନଥାଏ ।
ସେମାନେ ବାହା ହୋଇ ଯଦି ପରିବାର କରନ୍ତି ଆଉ ଏମିତି ଅଧିକ ପରିମାଣରେ ମଦ ପିଅନ୍ତି ତାହେଲେ ତାଙ୍କ ପରିବାର ନଷ୍ଟ ହୋଇଯାଏ । ଆଉ ଆଜିକାଲି ଆପଣମାନେ ଦେଖିବେ ବହୁତ କମ୍ ବୟସରୁ ଅର୍ଥାତ୍ ୧୪ କି ୧୫ ବର୍ଷର ପିଲାମାନେ ମଦ ପିଇ ନିଜ କ୍ୟାରିଅର ଆଉ ନିଜ ଶରୀରକୁ ଖରାପ କରୁଛନ୍ତି ।
ଆଉ ଏଭଳି ସନ୍ତାନକୁ ଜନ୍ମ ଦେଇ ଆଜି ମା ବାପା ବି ଚିନ୍ତାରେ ଅଛନ୍ତି କି କଣ ହେବ ତାଙ୍କ ସନ୍ତାନର । ଆଉ ଏମିତି ଅନେକ ଘଟଣା ଆପଣମାନେ ଏବେ ସୋସାଇଟରେ ଦେଖୁଥିବେ । 
ଆଉ ଆପଣ ଯଦି ମଦ ପିଉଛନ୍ତି ତାହେଲେ ଆପଣଙ୍କର ବୟସ କେତେ ଆଉ କେଉଁ ବୟସରେ ଏହାକୁ କେତେ ପରିମାଣର ପିଇବା ଉଚିତ୍ ଏହି ବିଷୟରେ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ୧୫ ରୁ ୩୯ ବର୍ଷ ମଧ୍ୟରେ ଯୁବପିଢୀ ମଦ୍ୟପାନ କରିବା ଦ୍ଵାରା ବିଶେଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା । ୪୦ ବର୍ଷ ପରେ କମ୍ ପରିମାଣର ମଦ୍ୟପାନ କରିଲେ ଏହା ଲାଭକାରୀ ହୋଇଥାଏ । 
ଲାନସେନର ରିପୋର୍ଟ ଅନୁସାରେ, ୪୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଦିନକୁ ୧୦ ମିଲିଲିଟର ବା ଦୁଇ ଚାମଚ ୱାଇନ୍ ପିଇପାରିବେ । ଆଉ ବିୟରର ପରିମାଣ ୧୦୦ ମିଲିଲିଟରରୁ ଅଧିକ ହେବା ଉଚିତ୍ ନୁହେଁ । ଅତ୍ୟଧିକ ମଦ୍ୟପାନ କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ ।