Movie prime

Nonveg ଖାଇବା ଡାଇବେଟିସ ର ମୂଳ କାରଣ ଦେଖନ୍ତୁ କାହିଁକି

 
Special report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଛନ୍ତି ସବୁ ଲୋକଙ୍କୁ ଆଇଁଷ ଖାଇବାକୁ ବେଶ ଭଲ ଲାଗିଥାଏ। ଆଉ ଅଧା ଲୋକ ଆଇଁଷକୁ ଛାଡ଼ି ରହିପାରନ୍ତିନାହିଁ। କିନ୍ତୁ କିଛି ଲୋକ ଅଛନ୍ତି ଆଇଁଷକୁ ଛୁଅନ୍ତି ନାହିଁ କି ପସନ୍ଦ କରନ୍ତି ନାହିଁ ଖାଇବାକୁ। ବନ୍ଧୁଗଣ ଆଜି ଗଣମାଧ୍ୟମ ଆଗରେ ଜଣେ ମହିଳା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଇଁଷ ହେଉଛି ଡାଇବେଟିସର ମୁଖ୍ୟ କାରଣ ଅଟେ। ଆଉ ମଧ୍ୟ କହିଛନ୍ତି ଜୀବଜନ୍ତୁଙ୍କୁ ମାରିକି ଖାଇବା ଅର୍ଥ ପେଟକୁ ମଶାଣୀ ବନେଇବା ସହିତ ସମାନ। 
ଜୀବଜନ୍ତୁ ମାନଙ୍କୁ ହ-ତ୍ୟା କରି ଆଇଁଷ ଖାଇବାଟା ହେଉଛି ବହୁତ ବଡ ପାପ ତା ଠାରୁ ବଡ ଆଉ ପାପା କିଛି ନାହିଁ। ପୂର୍ଣ୍ଣମୀ ହଉ କି କୌଣସି ପୂଜା ବର୍ତ ହେଉ କୋଉ ଦିନ ବି ଆମିଷ ଖାଇବା କଥା ନୁହେଁ ବୋଲି କହିଛନ୍ତି ମହିଳା ଜଣକ। ଯେତେବେଳେ ଜଣେ ମଣିଷ ମରିଯାଉଛି ଆମେ ମାନେ ତା'ର ଅନ୍ତିମ ସଂସ୍କାର କରିଛେ କାହିଁକି ନା ତା ଆତ୍ମାକୁ ଶାନ୍ତି ଦେବା ପାଇଁ। କିନ୍ତୁ ଆମେ ମାନେ ଯୋଉ ଜୀବଜନ୍ତୁଙ୍କୁ ହ-ତ୍ୟା କରି ଖାଉଛେ ସେଇଟା ଠିକ୍ ନୁହେଁ। 
କାରଣ ଆମେ ମାନେ ନିଜେ ହିଁ ନିଜ ପେଟକୁ ମଶାଣୀ ବନଉଛେ ବୋଲି କହିଛନ୍ତି ମହିଳା ଜଣକ।ଆଜିକାଲି ସମାଜରେ ମଣିଷ ମାନଙ୍କର ଖାଦ୍ୟକୁ ନେଇ କୌଣସି ହେଲେ ଚିନ୍ତାଅର୍ଥ ନାହିଁ। ମଣିଷ ମାନେ ପୁଣ୍ୟ କରିବା ନା'ରେ ପାପା କରି ଚାଲିଛନ୍ତି ବୋଲି କହିଛନ୍ତି ମହିଳା ଜଣକ। କାର୍ତ୍ତିକ ପୂର୍ଣ୍ଣିମାରେ ମାସ ଯାକ ଆଇଁଷ ଖାଇବେ ନାହିଁ ଆଉ ଛଡ଼ାଖାଇ ଦିନ ମାସକ ଯାକର ଆଇଁଷ ଖାଇବେ ଏଇଟା ଠିକ୍ ନୁହେଁ। ମାଛ ମାଂସ ଛାଡ଼ିଦେବା କଥା କାହିଁକି ନା ଜୀବ ହ-ତ୍ୟା ହେଉଛି ବହୁତ ବଡ ପାପ। 
ଆଉ ଜଣେ ଡାଇବେଟିସ ଡକ୍ଟର କଳ୍ପନା ଦାସ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଜୀବନରେ ଲୋକ ମାନେ ଆଇଁଷ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗରେ ପୀଡିତ ହେଉଛନ୍ତି। ଡାଇବେଟିସ, ବ୍ଲୋଡପ୍ରେସର, ହୃଦ୍ ଜନିତ ରୋଗ, କିଡ଼ିନି ଫେଲ ଏହିସବୁ ରୋଗ ହେବାର କାରଣ ହେଉଛି ଖାଲି ବାହାର ଖାଦ୍ୟ ଖାଇବା। ଏବଂ କଳ୍ପନା ଦାସ କହିଛନ୍ତି ରାସ୍ତା କଡ଼ରେ ଠିଆ ହୋଇ ଆମିଷ ଖାଇବା ଦ୍ବାରା ଶରୀର ଅନେକ କ୍ଷତି ହୋଇଥାଏ।