ଓଜନ କମାନ୍ତୁ ସୁସ୍ଥ ରୁହନ୍ତୁ ଦେଖନ୍ତୁ ଏହି ଚମତ୍କାରି ଉପାୟ ର ପ୍ରୟୋଗ କେମିତି କରିବେ ଓଜନ ହ୍ରାସ Heath Tips
Wed, 13 Jul 2022

ଆଜି କାଲି ପ୍ରାୟତଃ ସମସ୍ତଙ୍କ ପାଖରେ ଏବଂ ସବୁ ଜାଗାରେ ମୋଟାପା ବା ମୋଟାପଣ ଦେଖିବାକୁ ମିଳୁଛି। ଏମିତି କିଛି ଲୋକ ଅଛନ୍ତି ବହୁତ ଦିନଠାରୁ ପତଳା ହେବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ହେଇ ପାରୁନାହାନ୍ତି ।
ଲୋକମାନେ ମୋଟ ଅତି ସହଜରେ ହୋଇ ଯାଆନ୍ତି କିନ୍ତୁ ପତଳା ହେବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡେ ତେବେ ଆମେ ମାନେ ଏହି ପରିସ୍ଥିତି କଣ କଲେ ଆମେ ସୁଫଳ ହେବା ତାହା ନେଇ ଚିନ୍ତା ରେ ପଡ଼ିଥାଉ
ତେବେ ଏହି କ୍ଷେତ୍ରରେ ଯଦି ଆମେ ଆୟୁର୍ବେଦିକ୍ ଚିକିତ୍ସା ଅବଲମ୍ବନ କରିବା ତାହାଲେ ଆପଣମାନେ ମୋଟା ରୁ ପତଳ ନିଶ୍ଚିନ୍ତ ହୋଇପାରିବେ। ଆଜିକାଲି ଜୀବନ ଏତେମାତ୍ରାରେ ବ୍ୟସ୍ତ ହେଇଯାଇଛି ଆମ ପାଖରେ ଜିମ୍ ଯିବା ପାଇଁ ସମୟ ନାହିଁ ।
ପ୍ରଥମତଃ ମୋଟରୁ ପତଳା ହେବାପାଇଁ ହେଲେ ଆମକୁ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ହେବ । ଅତ୍ୟଧିକ ଖାଦ୍ୟ ତଥା କେମିକାଲ ଜନିତ ଖାଦ୍ୟ ପଦାର୍ଥ ସେବନ ଦ୍ଵାରା ଓଜନ ବଢ଼ି ଥାଏ । ଏହା ମଧ୍ୟରେ ଖରାପ ଜୀବନ ଶୈଳୀ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା କେମିତି ଆମେ ଘରୋଇ ଉପଚାର ପ୍ରୟୋଗ କରି ଶୀଘ୍ର ପତଳା ହୋଇ ପାରିବା । ଆମ ରୋଷେଇ ଘରେ ଏମିତି କିଛି ଜିନିଷ ଅଛି ଯାହା ବ୍ୟବହାର କରିବା ଦ୍ଵାରା ଆମେ ମୋଟା ପାଣ ବା ଓଜନ କମାଇ ପାଇବା । ଆମର ଆୟର୍ବେଦିକ ରେ ଅନେକ ପ୍ରକାର ଜଡ଼ିବୁଟି ରହିଛି ଯାହା ମଧ୍ୟରେ ହଳଦୀ ଅନ୍ୟ ତମ ।
ଏହା ହେଉଛି ଆମ ଖାଦ୍ୟର ମୁଖ୍ୟ ଅଂଶ ଏହି ହଳଦୀ ଆମକୁ ମୋଟାରୁ ପତଳା ହେବାରେ ସାହାଯ୍ୟ କରିପାରେ । ନଖଉସୁମ୍ ପାଣିରେ କିଛି ହଳଦୀ ମିଶାଇ ଯଦି ଜଣେ ନିୟମିତ ଭାବରେ ପିଇବ ତେବେ ବହୁତ୍ ଶୀଘ୍ର ଓଜନ କମିବ ବୋଲି ଆୟର୍ବେଦିକ ଶାସ୍ତ୍ର ରେ ରହିଛି । ତେବେ ଏହା ଦ୍ବାରା ଶୀଘ୍ର ଉପଶମ ସହ ଓଜନ କମିବାର ବିଭିନ୍ନ କ୍ଷେତ୍ରରେ ଦେଖା ଯାଉଛି।