Movie prime

ଦେଖନ୍ତୁ କେମିତି ଖୁବ ଶୀଘ୍ର ଓଜନ ହ୍ରାସ କରିବାରେ ହେବେ ସକ୍ଷମ ଦେଖନ୍ତୁ ( Fat To Fit )

 
Special report
କମ୍ ଦିନରେ ଓଜନ ବଢାଇବାର ସହଜ ଏବଂ ଘରୋଇ ଉପଚାର ରହିଛି।ଲୋକମାନେ ପତଳା ହେବା ପାଇଁ ମେଡିସିନ ଖାଇଥାନ୍ତି।କିନ୍ତୁ ତାହା କରିବା ଭଲ ହୋଇନଥାଏ।ସେଥିପାଇଁ ଘରୋଇ ଉପଚାର କରିଲେ ଭଲ ହେବ।ଓଜନ କମେଇବା ଯେପରି କଷ୍ଟ ହୋଇଥାଏ ଠିକ୍ ସେହିପରି ଓଜନ ବଢ଼ାଇବା ମଧ୍ୟ ବହୁତ କଷ୍ଟସାଧ୍ୟ ହୋଇଥାଏ।ବେଳେବେଳେ ଓଜନ ବଢ଼ାଇବା ପାଇଁ ଲୋକମାନେ ବହୁତ ଖାଇବା ଖାଇଥାନ୍ତି।କିନ୍ତୁ ଓଜନ ବଢ଼ି ନଥାଏ।
ତେଣୁ ଏଥିପାଇଁ କିଛି ଘରୋଇ ଉପଚାର ରହିଛି ଯାହାକି ଓଜନ ବଢ଼ାଇବାରେ ସାହାର୍ଯ୍ୟ କରିବ।ପ୍ରଥମଟି ହେଲା ବାନାନା ସେକ ର ଯୁସ୍ ସେବନ କରବେ।ଓଜନ ବଢ଼ିବାକୁ ହେଲେ ପ୍ରତିଦିନ ଦୁଇ ଗ୍ଲାସ୍ କ୍ଷୀର ପିଇବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ।ଏହା ସହିତ ଦୁଇଟି କଦଳୀ ଖାଇବା ନିହାତି ଆବଶ୍ୟକ ହୋଇଥାଏ।କିନ୍ତୁ ଏହାକୁ ଅଲଗା ଅଲଗା ଖାଇଲେ ତାହା କିଛି ପ୍ରଭାବ ଦେଖାଇ ନଥାଏ। ତେଣୁ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରି ସେବନ କରନ୍ତୁ।
ଏହା ଓଜନ ବଢ଼ାଇବାରେ କାମ ଦେବ।ସେଥିରେ ଗୋଟେ ଗ୍ଲାସ୍ କ୍ଷୀର,ଦୁଇଟି କଦଳୀ,ଗୁଜୁରାତି ଏବଂ ଏକ ଚାମଚ ଦେଶୀ ଘିଅ ମିଶେଇବେ।ଏହାକୁ ଗ୍ରାଇଣ୍ଡିଂ କରି ସେକ୍ ପ୍ରସ୍ତୁତ କରନ୍ତୁ।ଏହି ସେକ୍ କୁ ସକାଳ ଖାଇବା ପୂର୍ବରୁ ସେବନ କରନ୍ତୁ।ଏଥିରୁ ୫୦୦ କ୍ୟାଲୋରୀ ଶକ୍ତି ମିଳିଥାଏ।ଏଥିରେ ଗୁଆ ଘିଅ ପକାଇଲେ ଅଧିକ ଲାଭ ଦେଇଥାଏ।କାରଣ ଏହା ଓଜନ ବଢ଼ାଇବା ସହିତ ଶରୀର କୁ ଶକ୍ତି ପ୍ରଦାନ କରିଥାଏ।ଗୁଜୁରାତି ଗୁଣ୍ଡ ହଜମ କ୍ରିୟାରେ ସାହାର୍ଯ୍ୟ କରିଥାଏ ।
ଯାହାଦ୍ଵାରା କଦଳୀ ଆଉ କ୍ଷୀରରେ ରହିଥିବା ସମ୍ପୂର୍ଣ୍ଣ ପୋଷାକ ତଥ୍ୟ ଶରୀରକୁ ମିଳିଥାଏ।ଦ୍ଵିତୀୟରେ ଖଜୁରୀ ସେକ୍।ଏହାକୁ ସେବନ କରିଲେ ମଧ୍ୟ ଓଜନ ବଢ଼ିଥାଏ।ଗୋଟିଏ ଗ୍ଲାସ୍ କ୍ଷୀରରେ ପାଞ୍ଚୋଟି ଖଜୁରୀ ପକାଇ ଦେବେ ରାତିରେ ଏଥିରେ ଅଧା ଚାମଚ ଗୁଜୁରାତି ପକାଇ ଗ୍ରାଇଣ୍ଡିଂ କରିଦେବେ।ଏହାପରେ ଏହାକୁ ସେବନ କରିବେ।ଦେଖିବେ ଆପଣଙ୍କର ଓଜନ ବଢିଯିବ ଏହା ବହୁତ ଭଲ ଘରୋଇ ଉପଚାର।