Movie prime

ଆଲିଙ୍ଗନ ଥେରପି ଘଣ୍ଟାକୁ ୭୦୦୦ ଦେଖନ୍ତୁ ଏହି ଥେରାପି ଦ୍ଵାରା ଶ-ରୀରକୁ କେଉଁ କେଉଁ ଲାଭ ମିଳେ

 
Hug therapy

ସାଧାରଣ ଭାବରେ ଯଦି ଜଣେ ବ୍ୟକ୍ତି ଅସୁସ୍ଥ ଅନୁଭବ କରନ୍ତି କିମ୍ବା ମାନସିକ ସ୍ତରରେ ଅବସାଦ ରେ ରହିଥାନ୍ତି ତାହେଲେ ଘର ପରିବାର ଲୋକେ ସାଙ୍ଗସାଥୀ କିମ୍ବା ପ୍ରିୟ ଜନଙ୍କୁ ଖୋଜି ଥାନ୍ତି।

ସେମାନଙ୍କ ସହିତ ବସିବା କିମ୍ବା କଥା ହେବା ଦ୍ବାରା ହୁଏତ ଆଶ୍ୱସ୍ତି ମିଳିପାରିବ ଏକଥା ମନକୁ ମଧ୍ୟ ଆସିଥାଏ। ଆଉ ଏଭଳି ସ୍ଥିତିରେ ଯଦି ଆପଣମାନେ ଅଛନ୍ତି ଏବଂ ଆପଣଙ୍କୁ ଜଣେ ଆଲିଙ୍ଗନ କରିବେ ଯାହାଫଳରେ ଆପଣ ଆଶ୍ୱସ୍ତି ପାଇ ପାରିବେ।

ମାନସିକ ସ୍ତରରେ ଶାନ୍ତି ପାଇପାରିବେ। ତେଣୁ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ହେବ।ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ ଅଟେ।ଆପଣଙ୍କୁ ଶାନ୍ତ କରିବାକୁ ଯାଇ ଜଣେ ବ୍ୟକ୍ତି ଆପଣଙ୍କୁ ଆଲିଙ୍ଗଲ କରିବେ।
ଏବଂ ଆପଣଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ।ଆଲିଙ୍ଗଲ ଥିେରାପି ତେଣୁ ଆପଣଙ୍କୁ ଏଥିପାଇଁ ଏକ ଘଣ୍ଟାକୁ ୭ ହଜାର ଟଙ୍କା ଦେବାକୁ ପଡିବ।
ଏହି କଥାଶୁଣି ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ଏହାର ବସ୍ତବିକତା ମଧ୍ୟ ସେତିକି ସତ।ଆପଣକୁ ଶାନ୍ତ କରିବା ପାଇଁ,ଆପଣଙ୍କ ମନକୁ ସ୍ଥିର କରିବା ପାଇଁ ଆପଣକୁ ଜଣେ ଆଲିଙ୍ଗଲ କରିବେ।
ଏବଂ ଏଥିପାଇଁ ଆପଣଙ୍କୁ ଘଣ୍ଟା ପ୍ରତି ଭାରତୀୟ ମୁଦ୍ରାରେ ୭ ହଜାର ଟଙ୍କା ଦେବାକୁ ପଡିବ।ନିକଟରେ ଏଭଳି ଏକ ବ୍ୟବସାୟ ଆରମ୍ଭ କରିଛନ୍ତି ୩୦ ବର୍ଷୀୟ ଜଣେ ଯୁବକ।ଇଂଲଣ୍ଡ ରେ ଗତ ମେ ମାସ ରେ ଏଭଳି ବ୍ୟବସାୟ ଆରମ୍ଭ କରିଛନ୍ତି।
ଯୁବକ ଜଣଙ୍କ ଆଲିଙ୍ଗଲ ଥିେରାପି କରି ପଇସା ରୋଜଗାର କରୁଛନ୍ତି।ତେବେ ଟଙ୍କା ରୋଜଗାର କରିବାର ଅନେକ ବାଟ ରହିଛି। କିଏ ନିଜର ବ୍ୟବସାୟ କରେ ଆଉ କିଏ ସରକାରୀ ବା ବେସରକାରୀ ଚାକିରୀ କରୁଥାଏ।
କିଏ ଦୋକାନ କରି ଟଙ୍କା ଉପାର୍ଜନ କରିଥାନ୍ତି।ତେବେ ପୁଣି କିଛି ଲୋକ ଚାଷ କରି ଟଙ୍କା ରୋଜଗାର କରିଥାନ୍ତି।ବର୍ତ୍ତମାନ ଏହି ଭିଡିଓ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।