Movie prime

ଥରେ ଖାଆନ୍ତୁ ଏହି ଜିନିଷ ଥଣ୍ଡା ପାଖ ମାଡ଼ିବ ନାହିଁ ଦେଖନ୍ତୁ କେମିତି ସମ୍ପୂର୍ଣ ଏହି ବିବରଣୀ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବଦଳୁଥିବା ଋତୁ କାରଣରୁ ଆପଣଙ୍କୁ ଥଣ୍ଡା କାଶ ଭଳି ସମସ୍ୟା ଦେଖିବାକୁ ମିଳିଥାଏ।ଯଦି ଆପଣଙ୍କୁ ଥଣ୍ଡା ଏବଂ କାଶ ଭଳି ସମସ୍ୟା ଆରମ୍ଭ ହୋଇ ଥାଏ ତେବେ ଆପଣଙ୍କୁ ବହୁତ ଯନ୍ତ୍ରଣା ହେଇଥାଏ।
ଏବଂ ଆପଣ ବିଭିନ୍ନ ପ୍ରକାର ଏଲୋପଥିକ ଔଷଧ ଖାଇବା ଆରମ୍ଭ କରି ଦିଅନ୍ତି। ଏଲୋ ପାତି ମେଡିସିନ ପ୍ରୟୋଗ କରିବା ପୂର୍ବରୁ ଆପଣ ଯଦି ଆପଣ କିଛି ଘରୋଇ ଉପଚାରର ପ୍ରୟୋଗ କରିବେ ତେବେ ତୁରନ୍ତ ଥଣ୍ଡା ,କାଶ ବା କଫ ଭଳି ସମସ୍ୟା ଦୂର ହୋଇଯିବ।
ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ସହଜ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ବନାଇବା ବହୁତ ସହଜ ଅଟେ। 
ତେବେ ଆସନ୍ତୁ କାଶ ଏବଂ କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆମେ ଏହି ରିମେଡୀକୁ କେମିତି ବନାଇବା। ପ୍ରଥମେ ଆମେ କାଢା ବନାଇବା ଏବଂ ସେଥିରେ ଦୁଇରୁ ତିନି ଗ୍ଲାସ ପାଣି ନିଅନ୍ତୁ ଏଥି ପାଇଁ ଆପଣଙ୍କୁ 3 ଗ୍ଲାସ ପାଣିର ଆବଶ୍ୟକତା ପଡ଼ିବ।
ତିନି ଗ୍ଲାସ ପାଣିକୁ ଆପଣ ଗ୍ଲାସରେ ବସାଇ ତାହାକୁ ଗରମ କରି ଛାଡି ଦିଅନ୍ତୁ ଏବେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ଗୋଲମରିଚ।
ଏଥିପାଇଁ ଆପଣ ଅଧା ଚାମଚ ଗୋଲମରିଚ ନିଅନ୍ତୁ ତା ପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ଜିରା। 
ଏଥିପାଇଁ ଅଧଚାମଚ ଜିରା ନେବା ଏଥିପାଇଁ ଆମକୁ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ଅଦା। ଅଦାକୁ ଆମେ ଛୋଟ ଛୋଟ ପିସ କରି କାଟିଦେବା ଏବଂ ଅଦା ଗୋଲମରିଚ ସହ ଆମେ ତାହା ସଙ୍ଗେ ମିଶାଇବା।
ଏବେ ଆମେ ତିନୋଟି ସାମଗ୍ରୀକୁ ଦର ଛେଚା କରି ବାଟି ଦେବା ଏବଂ ଯେଉଁ ତିନି ଗ୍ଲାସ ପାଣି ଗ୍ଲାସରେ ବସାଇଲେ ତାହା ଫୁଟିଲା ପରେ ଆମେ ବାଟି ରଖିଥିବା। ତିନୋଟି ସାମଗ୍ରୀକୁ ଏଥିରେ ପକାଇଦେବା।
ଏବେ ଆମେ ଏହି ତିନୋଟି ସମଗରିକି 10 ମିନିଟ ପର୍ଯ୍ୟନ୍ତ ବଏଲ କରି ଫୁଟାଇବା ଯେମିତି ଏହି ସମସ୍ତ ସାମଗ୍ରୀର ପୋଷାକ ତତ୍ତ୍ୱ ଏହି ପାଣି ମଧ୍ୟକୁ ଆସିଯିବ। 
ଏହି ସାମଗ୍ରୀ ଆପଣଙ୍କର କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଚମତ୍କାରୀ ହୋଇଥାଏ ଦେଖନ୍ତୁ ପାଣି ଫୁଟି ସରିଲା ପରେ ଏବେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବେ ଆପଣ ଢାଙ୍କିକି ଦଶ ମିନିଟ ପର୍ଯ୍ୟନ୍ତ ରଖିଦିଅନ୍ତୁ।
ଦଶ ମିନିଟ ଏହା ଯେତେବେଳେ ଥଣ୍ଡା ହୋଇଯିବ ଏହାକୁ ଏକ ପତ୍ରକୁ ଛାଣି ଦେବା ଏବେ ଆମେ ଏଥିରେ ଆଉ ଏକ ସାମଗ୍ରୀ ମିଶାଇବା ତାହା ହେଉଛି ଲେମ୍ବୁ ଫାଳେ ଲେମ୍ବୁ ରସ ଆମେ ଏଥିରେ ମିଶାଇ ଦେବା।
ଲେମ୍ବୁରେ ଥିବା ଭିଟାମିନ ଡି ଆପଣଙ୍କ କାଶ ଏବଂ କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ସହାୟକ ହୋଇଥାଏ।