Movie prime
ଭୟଙ୍କର ରୁ ଭୟଙ୍କର ଦାନ୍ତ ରୋଗ ଦୂର ହେବ କେନାଲ ଏହି ଗୋଟିଏ ଉପାୟରେ ଶୀଘ୍ର ଦେଖନ୍ତୁ କେମିତି
 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରାୟ ସମୟରେ ଲୋକ ମାନଙ୍କର ଦାନ୍ତ ଜନିତ ସମସ୍ୟା ଦେଖା ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏକ ଏଭଳି ଔଷଧ ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କର ଦାନ୍ତ ବିନ୍ଧା ସଂପୂର୍ଣ୍ଣ ଭାବେ ଭଲ ହୋଇ ଯିବ। ପ୍ରାୟତଃ ଶୀତ ଦିନରେ ଅଧିକା ଦାନ୍ତ ବିନ୍ଧା ହୋଇ ଥାଏ। ତେବେ ଏହି ଉପାୟ ଟିକୁ ଆପଣ ମାନେ ଆପଣେଇଲେ ଆପଣଙ୍କ ଦାନ୍ତ ବିନ୍ଧା ଯେତେ ପୁରୁଣା ହେଲେ ମଧ୍ୟ ଖୁବ୍ ଶୀଘ୍ର ଭଲ ହୋଇ ଯିବ।
ପ୍ରଥମେ ପିଜୁଳି ପତ୍ର ଆଣି ଏହାକୁ ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ। ଏହାପରେ ୪ ଟି ପିଜୁଳି ପତ୍ର ନେଇ ଏହାକୁ ଛୋଟ ଛୋଟ ଖଣ୍ଡ କରି ନିଅନ୍ତୁ ଆପଣ ଚାହିଁଲେ ମଧ୍ଯ ଏହାକୁ ବାଟି ପାରିବେ। ଏବଂ ଭଲ ଭାବରେ ବାଟି ସେଥିରୁ ରସ ବାହାର କରିଦେବେ । ଏହି ରସରେ ଏକ ତୁଳା ବୁଡାଇ ନିଅନ୍ତୁ ଏବଂ ଚିମୁଟାଏ ହଳଦୀ ମଧ୍ଯ ନିଅନ୍ତୁ ।ଏହାପରେ ସେହି ହଳଦୀ ରେ ତୁଳା କୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।
ଏହାପରେ ଯେଉଁ ଦାନ୍ତ ଆପଣଙ୍କ ବିନ୍ଧୁଛି ସେହି ଦାନ୍ତରେ ତାହାକୁ ୩୦ ମିନିଟ ବା ଅଧ ଘଣ୍ଟା ଚାପି ରଖନ୍ତୁ। ଏହାପରେ ଦେଖିବେ ଆପଣକୁ ବହୁତ ଆରାମ ମିଳିବ। ଯଦି ଆପଣ ପାଇରିଆ ଭଳି ସମସ୍ୟା ଅଛି ତେବେ ଆପଣ ଏଥିରେ ଦୁଇ ଟୋପା ସୋରିଷ ତେଲ ଓ ଲୁଣ ମିଶାଇ ସେହି ମିଶ୍ରଣ କୁ ଆଙ୍ଗୁଳି ସାହାଯ୍ୟରେ ଆପଣଙ୍କ ଦାନ୍ତରେ ଘଷନ୍ତୁ। ଏବଂ ଦେଖିବେ କିଛି ଦିନ ପରେ ତାହା ମଧ୍ୟ ଦୁର ହୋଇ ଯିବ।
ଦ୍ୱିତୀୟ ଟି ହେଉଛି ଏକ ପାତ୍ରରେ ପାଣି ଗରମ କରି ସେଥିରେ ୪ ଟି ପିଜୁଳି ପତ୍ର ପକେଇ ଦିଅନ୍ତୁ ଏବଂ ୪ ରୁ ୫ ଟି ଲବଙ୍ଗ ପକାଇ ପାଣି କୁ ଭଲ ଭାବରେ ଫୁଟାଇ ଦିଅନ୍ତୁ। ଏହାପରେ ଆପଣ ସେହି ପାଣି କୁ ଏକ ଗ୍ଲାସ କୁ ବାହାର କରି ନିଅନ୍ତୁ ଏବଂ ସେଥିରେ ଯଦି ଫିଟିକିରି ଚୂର୍ଣ୍ଣ ଯଦି ତାହା ନଥିବ ତେବେ କିଛି ଲୁଣ ପକାଇ ନିଅନ୍ତୁ ଏହାପରେ ତାହାକୁ କୁଳି କରନ୍ତୁ ଦେଖିବେ ଆପଣଙ୍କୁ ଆରାମ ଲାଗିବ। ଏଭଳି ଖାଇବା ପରେ ଦିନକୁ ଥରେ କରନ୍ତୁ ଏବଂ ସେହି ତୁଳା କୁ ଅଧଘଣ୍ଟା ଦାନ୍ତରେ ଚାପି ରଖନ୍ତୁ। ଦେଖିବେ ଆପଣଙ୍କ ଦାନ୍ତ ସମସ୍ୟା ଦୁର ହୋଇ ଯିବ।