Movie prime

ଶୀତଦିନରେ ଚର୍ମ ପାଇଁ ସୋରିଷ ତେଲ ଦେଖନ୍ତୁ କେମିତି ଲାଭଦାୟକ

 
Mustard
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋରିଷ ତେଲର ଚାହିଦା ସମ୍ପର୍କ ରେ ତ ନିଶ୍ଚିତ ଭାବରେ ଜାଣିଥିବେ। ଘରେ ଘରେ ସୋରିଷ ତେଲର ବ୍ୟବହାର ଓ ଚାହିଦା କଥା ମଧ୍ୟ ସମସ୍ତେ ଜାଣିଛନ୍ତି।
ବିନା ସୋରିଷ ତେଲରେ ରୋଷେଇ ମଧ୍ଯ ସମ୍ଭବପର ହୋଇ ନଥାଏ। ସୁସ୍ୱାଦୁ ଖାଦ୍ୟ ଖାଇବାକୁ ହେଲେ ପ୍ରଥମେ ତ ସୋରିଷ ତେଲର ଦରକାର ପଡ଼ିଥାଏ। ଖାଲି ସ୍ଵାଦ ପାଇଁ ନୁହେଁ ସ୍ବାସ୍ଥ୍ୟ ପାଇଁ ମଧ୍ଯ ଏହା ବେଶ୍ ଉପକାରୀ ହୋଇଥାଏ।
ସ୍ୱାସ୍ଥ୍ୟ ର ଏକାଧିକ ଉପକାର କରିଥାଏ ଏହି ସୋରିଷ ତେଲ। ସୋରିଷ ତେଲ ବ୍ୟବହାର କଲେ ସୌନ୍ଦର୍ୟ୍ଯ ବୃଦ୍ଧି ହୋଇଥାଏ।
ମୁଲତାନୀ ମାଟି ସହ ସୋରିଷ ତେଲ ମିଶାଇ ଲଗାଇବା ଦ୍ବାରା ଏହା ମୁହଁ ପାଇଁ ବେଶ ଉପଯୋଗୀ ମଧ୍ୟ ହୋଇଥାଏ।
ସୋରିଷ ତେଲରେ ଅନେକ ଔଷଧୀୟ ତତ୍ତ୍ଵ ମଧ୍ଯ ରହିଥାଏ। ସୋରିଷ ତେଲରେ ମଧ୍ଯ ରୋଷେଇ କରିବା ଦ୍ୱାରା ତାହା ଆମ ଶରୀର ପାଇଁ ମଧ୍ୟ ହିତକାରୀ ହୋଇଥାଏ।
ଏହି ସୋରିଷ ତେଲ ମଧ୍ଯ ଆମ ଚର୍ମ ପାଇଁ ଖୁବ୍ ହିତକର ହୋଇଥାଏ। ସୋରିଷ ତେଲକୁ ପ୍ରତ୍ୟେକ ଦିନ ଚର୍ମରେ ଲଗାଇଲେ ଅନେକ ଚର୍ମ ଜନିତ ସମସ୍ୟା ସବୁ ମଧ୍ୟ ଦୁର ହୋଇଥାଏ।
ଦେହ ହାତରେ ମଧ୍ୟ ଲଗାଇବା ଦ୍ବାରା ଆମର ଥଣ୍ଡା ଜନିତ ସମସ୍ୟା ମଧ୍ଯ ଦୁର ହୋଇଥାଏ। ସୋରିଷ ଶାଗ ମଧ୍ୟ ଆମ ଦେହରେ ଆଣ୍ଟିଅକ୍ସିଡେଣ୍ଟ ଭଳି କାମ କରିଥାଏ। ସେଥି ପାଇଁ ସେହି ସାଗ ମଧ୍ଯ ବହୁତ ଉପଯୋଗୀ।
ସୋରିଷ ଶାଗକୁ ମଧ୍ଯ ଯଦି ଆମେ ପ୍ରତ୍ୟେକ ଦିନ ଖାଦ୍ୟରେ ଖାଇବା ତେବେ ତାହା ଆମ ଶରୀର ପାଇଁ ମଧ୍ଯ ବହୁତ ଉପଯୋଗୀ ହୋଇଥାଏ।
ପ୍ରତ୍ୟେକ ଦିନ ସୋରିଷ ଶାଗ ଖାଇଲେ ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଏହା ଫଳପ୍ରଦ ହୋଇଥାଏ। ଏହି ତେଲ ଓ ହଳଦୀ ର ମିଶ୍ରଣ ରେ ତ୍ଵଚା ଉଜ୍ଜ୍ୱଳ ତ ହୋଇ ଥାଏ। ଏହାସହ ଅନେକ ଚର୍ମଗତ ସମସ୍ୟା ମଧ୍ୟ ଏହାଦ୍ବାରା ଦୂରୀଭୂତ ହୋଇଥାଏ।