Movie prime

କରୋନା ଠାରୁ ଭୟାନକ ରୋଗ ଆସୁଚି ବିଶ୍ଵ କୁ, disease X ନାମ ରେ ଏହି ରୋଗ ୨୦୨୪ ସୁଦ୍ଧା ଖେଳାଇବ ଆତଙ୍କ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ କରୋନା ରୋଗ କିଭଳି ସାରା ବିଶ୍ଵ ରେ ଚହଳ ସୃଷ୍ଟି କରିଥିଲା।ଅନେକ ଲୋକ ଏଥିରେ ମୃ-ତ୍ୟୁ ବରଣ କଲେ।ଏହାର କେବେ ଉତ୍ପତ୍ତି ହେଲା ତାହା କେହି ବି ଜାଣି ନାହାନ୍ତି।ଏହା ଏକ ମାରାତ୍ମକ ରୋଗ ଅଟେ।
Special report
ଏବେ ଆଉ ଏକ ରୋଗ ଆଗକୁ ଆସୁଛି।ସେହି ରୋଗ ଟି ର ନାମ ହେଉଛି ଡିଜିଜ ଏକ୍ସ।ଏହା କରୋନା ଠାରୁ ମଧ୍ୟ ଆହୁରି ଭୟଙ୍କର ହେବ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ଜଣାଇ ସାରିଲାଣି।ଏଥିପାଇଁ ଏବେ ଠୁ ଲୋକ ମାନଙ୍କୁ ସଚେତନ କରା ଗଲାଣି।
ନିକଟ ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହିଛି ଯେ ଏହି ରୋଗ ଟି ଖୁବ୍ ଶୀଘ୍ର ପୃଥିବୀ ପୃଷ୍ଠ କୁ ଆସି ବାକୁ ଯାଉଛି।ଆଉ କିଛି ଦିନ ଭିତରେ ଏହାର ଏକ ଭିଡିଓ ଆସି ବାକୁ ଯାଉଛି।ଯାହାକୁ ନେଇ ଏବେ ଠାରୁ ଚର୍ଚ୍ଚା ହେଲାଣି।ଇଂଲଣ୍ଡ ର ବୈଜ୍ଞାନିକ ମାନେ ଏହା ଉପରେ ପରୀକ୍ଷା ନିରୀକ୍ଷା ଜାରି କରିଛନ୍ତି।
କରୋନା ଭଳି ଏହା ମଧ୍ୟ କେତେବେଳେ କେଉଁ ଠାରୁ ଉତ୍ପତ୍ତି ହେବ ତାହା ଜଣା ପଡି ନାହି।ଏବେ ଭୁତାଣୁ ର ମ୍ୟୁଟେଶନ ଯୋଗୁଁ ନୂଆ ମହାମାରୀ ବ୍ୟାପି ବାର ଆବଶ୍ୟକତା ରହିଛି। ଡିଜିଜ ଏକସ୍ ଆସିବ ପୂର୍ବ ରୁ ଏହା ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି।
Special report
ଏଥିରେ ୨୫ ପ୍ରକାର ର ଭୂତାଣୁ ଉପରେ ପରୀକ୍ଷଣ କରା ଯାଇଛି।ପଶୁ ମାନଙ୍କ ଠାରେ ଥିବା ଭୁତାଣୁ ଉପରେ ଅଧିକ ଫୋକସ କରା ଯାଉଛି।ଜଳ ବାୟୁ ପରିବର୍ତ୍ତନ ଯୋଗୁଁ ଏହା ହେଉଚି ବୋଲି କୁହା ଯାଉଛି।
ଏହା ଏକ ମାରାତ୍ମକ ରୋଗ।ଯାହାକି ଦିନ କୁ ଦିନ ବଢ଼ିବାରେ ଲାଗିଛି।ଏହା ଦ୍ବାରା ଅନେକ ଲୋକ ଆକ୍ରାନ୍ତ ହେବେ ବୋଲି ଏବେଠାରୁ ବୈଜ୍ଞାନିକ ମାନେ କହିଲେଣି।ଏହା କରୋନା ଠାରୁ ଅଧିକ ଆତଙ୍କ ସୃଷ୍ଟି କରିବ ବୋଲି କୁହା ଯାଇଚି।ଏଥିରେ ଅନେକ ଲୋକ ମୃ-ତ୍ୟୁ ବରଣ କରିବେ।
ଏହି ରୋଗ ର କାରଣ ଏ ଯାଏଁ ଜଣା ପଡି ନାହିଁ।ଏବେ ଏହି ଭୂତାଣୁ ଉପରେ ପରୀକ୍ଷା ନିରୀକ୍ଷା ଚାଲିଛି।ଏହାର କାରଣ ଖୁବ୍ ଶୀଘ୍ର ଜଣା ପଡ଼ିବ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ କହିଛି।ଲୋକ ଙ୍କୁ ଏବେ ଠାରୁ ସଚେତନ କରା ଗଲାଣି।ସେମାନେ ନିଜ ଯତ୍ନ ନେବା ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ ବୋଲି କୁହା ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.