Movie prime

ଓଡ଼ିଶା କୁ ମାଡି ଆସୁଛି ନୂଆ ଭାଇରସ, ଲାଲ ଲାଲ ହୋଇ ଚେହେରା ଖରାପ କରି ଦେଉଚି ଏହି ରୋଗ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ କି ଆମ ସମାଜ ଯେତେ ମାତ୍ରାରେ ଉନ୍ନତ ହେବାରେ ଲାଗୁଛି। ଦିନକୁ ଦିନ ସେତେ ମାତ୍ରାରେ ନୁଆ ନୁଆ ରୋଗ ଗୁଡିକ ବ୍ୟାପିବାରେ ଲାଗିଛି।
ଏବେ ଏଭଳି ସବୁ ଭାଇରସ୍ ବ୍ୟାପିବା ରେ ଲାଗିଛି କି ଯାହାର ନାମ ଆପଣ ମାନେ ପୂର୍ବରୁ କେବେ ହେଲେ ମଧ୍ୟ ଶୁଣି ନଥିବେ। ବର୍ତ୍ତମାନ ସମୟରେ ଦିନକୁ ଦିନ ଏହି ଭାଇରସ ମାନଙ୍କ ପରିମାଣ ମଧ୍ଯ ଖୁବ୍ ବଢ଼ିବାରେ ଲାଗିଛି। ଏବଂ ଏହା ସାରା ବିଶ୍ବ ରେ ବ୍ୟାପୁଛି।
Special report
ଏହି ଭାଇରସ କୁ ବୈଜ୍ଞାନିକ ମାନେ ମିରସ ଭାଇରସ୍ ବୋଲି କହିଛନ୍ତି। ଏହି ଭାଇରସ ମଧ୍ଯ ପୃଥିବୀର ସମସ୍ତ ସମୁଦ୍ର କୁ ସଂକ୍ରମିତ କରୁଛି ବୋଲି କୁହା ଯାଇଛି। ଏହି ଭାଇରସ ଦ୍ବାରା ହର୍ପସ୍ ନାମକ ଏକ ରୋଗ ହେଉଛି ବୋଲି ମଧ୍ୟ ଏହା କୁହା ଯାଉଛି।
ଏହି ଜୀବାଣୁ କୁ ବୈଜ୍ଞାନିକ ମାନେ ଆବିଷ୍କାର କରିଛନ୍ତି। ଏହା ପୂର୍ବରୁ କେବେ ହେଲେ ମଧ୍ୟ ଦେଖିବାକୁ ମିଳି ନଥିଲା। ଏହି ମିରସ ଭାଇରସ୍ ର ମଧ୍ୟ ଇଟାଲୀ ଭାଷାରେ ଏହାର ଅର୍ଥ ଭିନ୍ନ ଅଟେ।
ଏହି ଜୀବାଣୁ ମହାସାଗରରେ ପ୍ଲାନକଟନ୍ ସଂକ୍ରମିତ କରିଛନ୍ତି। ଆର୍କଟିକ୍ ମହାସାଗର ଓ ଆଣ୍ଟାର୍କଟିକ ମହା ସାଗର ସବୁଠାରୁ ଏହି ଭାଇରସ ଗୁଡିକ ଉପସ୍ଥିତ ଅଛନ୍ତି।
Special report
ଏହା ଅସୁସ୍ଥ ଥିବା ଲୋକ ମାନଙ୍କୁ ବହୁ ମାତ୍ରାରେ ସଂକ୍ରମିତ ହୋଇଥାଏ। ଏହି ମିରସଭାଇରସ୍ ନିକଟରେ ମଧ୍ଯ ଜେନେଟିକ୍ ପଦାର୍ଥ ଭରି ରହିଛି।ମିରୋଭାଇରସ୍ ହେଉଛି DuploDNAvirus ଏବଂ VariDNAvirus ମଧ୍ୟରେ ଏକ ହାଇବ୍ରିଡ୍ ଜୀବାଣୁ ଅଟେ।
 ଫ୍ରେଞ୍ଚ ନ୍ୟାସନାଲ ସେଣ୍ଟର ଫର ସାଇଣ୍ଟିଫିକ୍ ରିସର୍ଚ୍ଚ ବା ସିଏନ୍ଆରଏସ୍ ଏକ ବୈଜ୍ଞାନିକ ଡେଲମୋଣ୍ଟ କହିଛନ୍ତି ଯେ ଏହି ଭାଇରସ ହେଉଛି ଭିନ୍ନ ଏକ ଭାଇରସ ଅଟେ। ଏହା ପୂର୍ବରୁ ଏପରି ଭାଇରସ୍ ମଧ୍ୟ ଦେଖା ଯାଇ ନାହିଁ।
ଏହା ଦୁଇଟି ବୃହତ ଜୀବାଣୁ ଗୋଷ୍ଠୀର ଏକ କ୍ରସବ୍ରିଡ୍ | ଗୋଟିଏ ପାର୍ଶ୍ୱରେ ହର୍ପସ୍ ଜୀବାଣୁ ଏବଂ ଅନ୍ୟ ପଟେ ଏହି ବିଶାଳ ଜୀବାଣୁ।ଏହି ଭିନ୍ନ ଜୀବାଣୁ ବିଷୟରେ ରିପୋର୍ଟ ୧୯ ଏପ୍ରିଲ ୨୦୨୩ ରେ ପ୍ରକୃତି ପତ୍ରିକାରେ ପ୍ରକାଶିତ ହୋଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.