Movie prime

ନିଜ ଲିଭର ଦେଇ ବଞ୍ଚେଇଲା ବାପା ର ଜୀବନ, ଏଭଳି ଝିଅ ଭାଗ୍ୟ ରେ ଥିଲେ ମିଳେ, ଝିଅ ପାଇଁ ଗୋଟେ ଲାଇକ କରିବେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ସବୁ ଦେଶର, ରାଜ୍ୟର ଏବଂ ସମସ୍ତ ଅଞ୍ଚଳର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ସୋସିଆଲ ମିଡିଆରେ ଏଭଳି ଏକ ଖବର ଏବେ ଭାଇରାଲ ହେଉଥିବାର ଦେଖିପାରିବେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏମିତି ଏକ ଖବର ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । 
ଗୋଟିଏ ଝିଅ ସବୁବେଳେ ତା ନିଜ ବିଷୟରେ ଭାବିବା ପୂର୍ବରୁ ପରିବାରର କଥା ଭାବିଥାଏ । ଆଉ ଗୋଟେ ଝିଅକୁ କୁହାଯାଏ ଦୁହିତା ଦୁଇ କୂଳକୁ ହିତା । ଝିଅମାନେ ହେଉଛନ୍ତି ଘରର ଲକ୍ଷ୍ମୀ ।
ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଶୁଣିଲେ ଆପଣ ବି ଖୁସି ହୋଇଯିବେ । ଏହି ଝିଅଟି ସବୁ ଝିଅଙ୍କ ପାଇଁ ଉଦାହରଣ ପାଲଟିଛି । ଏହି ଝିଅଟି ତାର ବାପାଙ୍କୁ ନୂଆ ଜୀବନ ଦେଇଛି । ଆଉ ପାଲଟିଛନ୍ତି ଭାରତରେ ବିରଳ ।
ବାପାଙ୍କୁ ନୂଆ ଜୀବନ ଦେଇଛି ଏହି ୧୭ ବର୍ଷୀୟ ଝିଅଟି । ଏହି ଝିଅର ଭାବକୁ ଦେଖି ନିୟମ ବଦଳାଇଲେ ହାଇକୋର୍ଟ । ଏହି ଝିଅଟି ହେଉଛି ଭାରତର ସର୍ବ କନିଷ୍ଠ ଅର୍ଗାନ ଡୋନର । ଏହି ଘଟଣା ହେଉଛି କେରଳ ରାଜ୍ୟର ଥିରୁ ଅନନ୍ତପୁରମରେ ।
ଏହି ଝିଅଟିର ନାମ ହେଉଛି ଦେବନନ୍ଦା । ତାଙ୍କ କାମକୁ ସମସ୍ତେ ଏବେ ବାଃ ବାଃ କହିଛନ୍ତି । ଏହାସହ କହିଛନ୍ତି ଭାଗ୍ୟରେ ଥିଲେ ଏଭଳି ଝିଅ ମିଳେ । ଦେବନନ୍ଦା ଏବେ ପାଲଟିଛନ୍ତି ଭାରତର ସର୍ବ କନିଷ୍ଠ ଅର୍ଗାନ୍ ଡୋନର। 
ସେ ଏବେ ଦ୍ଵାଦଶ ଶ୍ରେଣୀର ଛାତ୍ରୀ ଅଟନ୍ତି। ତାଙ୍କ ବାପା ଗୁରୁତର ଲିଭର ରୋଗରେ ଲଢ଼ୁଥିବାର ଦେଖି ଲିଭର ଟ୍ରାନ୍ସପେଟ ପାଇଁ ଝିଅ ଦେବନନ୍ଦା ଆଗେଇ ଆସିଥିଲେ । ତାଙ୍କ ବାପାଙ୍କର କଷ୍ଟ ଆଉ ତାଙ୍କୁ ନିଜ ଲିଭର ଦେବାର ଯେଉଁ ସଂକଳ୍ପ ସେ କରିଥିଲେ ତାହା ଏବେ ସଫଳ ହୋଇଛି ।
ତାଙ୍କ ବାପା ପାଇଛନ୍ତି ନୂଆ ଜୀବନ । ଆଉ ତାଙ୍କ ବାପା ନିଜକୁ ବହୁତ ଧନ୍ୟ ମନେ କରୁଛନ୍ତି ତାଙ୍କୁ ଭଗବାନ ଝିଅଟିଏ ଦେଇଛନ୍ତି ବୋଲି ।
ଏବେ ଏହି ଖବର ସୋସିଆଲ ମିଡିଆରେ ବହୁତ ପରିମାଣରେ ଚର୍ଚ୍ଚା ହେଉଛି । ଏବେ ଦେବନନ୍ଦା ସବୁ ଝିଅଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।