Movie prime

Se-କ୍ସ କରିବାକୁ ଇଛା ନହେଲେ ଜାଣି ଯାଆନ୍ତୁ ଆପଣଙ୍କୁ .....

 
Special report
ଡାକ୍ତର ଦେବବ୍ରତ ସାବତ କହିଛନ୍ତି ଯେ ମନୁଷ୍ୟ ଙ୍କୁ ଯେପରି ଖାଦ୍ୟ ଦରକାର ହୋଇଥାଏ ସେହିଭଳି ସେ-କ୍ସ୍ ମଧ୍ୟ ରହିଥାଏ ହୋଇଥାଏ।ବୟସ ବଢିବା ସହିତ ଯେଉଁ ହରମୋନ ରହିଛି ତାହା ବୃଦ୍ଧି ହୋଇଥାଏ।
ଏବଂ ପରିବର୍ତ୍ତନ ହୋଇଥାଏ।ଆଜିକାଲିର ପିଲାମାନେ କମ୍ପ୍ୟୁଟର ଦ୍ଵାରା ହେଉ,ଲାପଟପ୍ ମାଧ୍ୟମରେ,ୟୁ ଟୁବ୍ ମାଧ୍ୟମରେ ସବୁକିଛି ଜାଣି ଦେଉଛନ୍ତି।କିନ୍ତୁ ୪୦ ବର୍ଷ ବୟସରେ ଆଗ୍ରହ କମି ଯାଇଥାଏ।
ଅନେକ ଝିଅ ମାନେ ଅଛନ୍ତି ଯେଉଁମାନେ ନିଜର କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି।ସେଥିପାଇଁ ବହୁତ ବୟସରେ ବିବାହ କରୁଛନ୍ତି।ହରମୋନ ଲେବଲ୍ ସେତେବେଳେ କମି ଯାଇଥାଏ।ତେଣୁ ସେକ୍ସ୍ କରିବାକୁ ଆଉ ଆଗ୍ରହ ହୋଇ ନଥାଏ।
ଆଜିକାଲି କାମ କରିବା ବହୁତ କଷ୍ଟ ହୋଇଗଲାଣି।ତେଣୁ କାମ କରିବା ବେଳେ ସେ ତାଙ୍କ ଶରୀରର କେୟାର ନେଉ ନାହାନ୍ତି।କାମରେ ରହିଲେ ଆଉ କୌଣସି ବିଷୟରେ ଭାବୁ ନାହାନ୍ତି।ମାନସିକ ଚିନ୍ତାରେ ମଧ୍ୟ ରହୁଛନ୍ତି।
ୟଙ୍ଗ ମେଲ ମାନେ ସେ-କ୍ସ୍ କରିବାକୁ ଆଗ୍ରହ କମି ଯାଉଛି ବୋଲି ଡାକ୍ତର ଙ୍କୁ କହିଥାନ୍ତି।ଯେତେବେଳେ ୪୫ ବର୍ଷ ହୋଇଯାଇଥାଏ ସେତେବେଳେ ହରମୋନ ଲେବଲ ଶରୀରରେ ଯେତିକି ରହିବା କଥା ସେହି ହରମୋନ ଲେବଲ ଟା
ସେତିକି ମେଣ୍ଟେନ୍ ହେଉନାହିଁ ତାହା କମି ଯାଉଛି। ମେଦ ବହୁଲତା ଡାଇବେଟିସ ରହୁଛି।ହାର୍ଟ ର ମଧ୍ୟ ସମସ୍ୟା ଦେଖା ଦେଉଛି।ବହୁତ କମ ବୟସ ରୁ ମଧ୍ୟ ହେଉଛି।
ଯେଉଁ ହରମୋନ ଲେବଲ ୫୬ ବୟସରେ କମିବା କଥା ତାହା ୪୫ ବର୍ଷ ରୁ କମୀ ଯାଉଛି।ଏଥିପାଇଁ ଟ୍ରିଟମେଣ୍ଟ ମଧ୍ୟ କରାଯାଉଛି।ଠିକ୍ ରେ ରେଷ୍ଟ ନେବେ।ବ୍ୟାୟାମ କରିବା ନିହାତି ଆବଶ୍ୟକ।ଘର ଖାଦ୍ୟ ଖାଇବା।ଯେଉଁମାନେ ମେଡିସିନ ଖାଉଛନ୍ତି ସେମାନେ ଡାକ୍ତର ଙ୍କ ପରାମର୍ଶ ନେଇ ଖାଇବା ଉଚିତ।
ଦର୍ଶକ ମାନେ ଏହି ଭିଡିଓ ଦେଖିବା ପରେ ନିଜର ମନ୍ତବ୍ୟ ଦେଇଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.