Movie prime

ପିରିୟଡ଼ ସମୟ ରେ ଆମକୁ ବହୁତ୍ କଷ୍ଟ ହୁଏ, ଆମେ ୩ ଦିନ ତ ଖଟ ରୁ ଉଠି ପାରୁନା..

 
Special report
ସମାଜସେବୀ ବିନ୍ଦୁଜା ପି-ରି-ୟ-ଡ଼ ବିଷୟରେ ସାକ୍ଷାତକାର ରେ କହିଛନ୍ତି ଯେ ପି-ରି-ୟ-ଡ଼ ଯେତେବେଳେ ହୋଇଥାଏ ସେତେବେଳେ ମହିଳା ମାନେ ବହୁତ କଷ୍ଟ ପାଇଥାନ୍ତି।ତିନି ଦିନ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ଜଣେ ମହିଳା ସେହି ତିନି ଦିନ ବହୁତ ଦୁର୍ବଳ ହୋଇ ଯାଇଥାନ୍ତି।ପି-ରି୬ୟ-ଡ଼ ଏକ ନାଚୁରାଲ ପ୍ରୋସେଶ ଏହା ସତ କିନ୍ତୁ ଝିଅମାନେ ସାତ ଦିନ ବହୁତ କଷ୍ଟ ପାଇଥାନ୍ତି।ପ୍ରଥମ ତିନି ଦିନ ଉଠି ହୁଏ ନାହିଁ।
କାମ କରିବାକୁ ଇଛା ହୁଏ ନାହିଁ।ପି-ରି-ୟ-ଡ଼ ଯେତେବେଳେ ହୋଇଥାଏ ସେତେବେଳେ ସମସ୍ତେ ରେଷ୍ଟ ନେବା ନିହାତି ଦରକାର।ଏହି ସମୟରେ କାହାକୁ ଛୁଇଁବା କଥା ନୁହେଁ,ରେଷ୍ଟ୍ ମିଳେ ନାହିଁ ଏସବୁ ଆଗରୁ ରହି ଆସିଛି।କିନ୍ତୁ ବର୍ତମାନ ପରିବର୍ତ୍ତନ ହେବାରେ ଲାଗିଛି।
Special report
କିନ୍ତୁ ପି-ରି-ୟ-ଡ଼ ସମୟରେ ଜଣେ ମହିଳା ବହୁତ କଷ୍ଟ ପାଇଥାଏ।ଯଦି ମହିଳା ମାନଙ୍କୁ ଏହି ସମୟରେ ଦୁଇ ଦିନ ଟେଷ୍ଟ ମିଳିବ ତାହେଲେ ବହୁତ ଭଲ ବୋଲି ବିନ୍ଦୂଜା କହିଛନ୍ତି।
ଅନେକ ମହିଳା ମାନେ ଅଛନ୍ତି ଯେଉଁମାନେ ବାହାରକୁ ଯାଇ କାମ କରିଥାନ୍ତି।ସେମାନେ ବେଶୀ କଷ୍ଟ ପାଇଥାନ୍ତି।କାରଣ ସେହି ମହିଳାମାନେ ବାହାରୁ କାମ କରି ଆସିଥାନ୍ତି ପୁଣିଥରେ ଘରେ ଆସି କାମ କରିଥାନ୍ତି।
ସେମାନଙ୍କୁ ଦୁଇ ଦିନ କାମରେ ଛୁଟି ମିଳିବା ନିହାତି ଆବଶ୍ୟକ।ସମାଜସେବୀ ବିନ୍ଦୁଜା ଆହୁରି କହିଛନ୍ତି ଯେ ଆଗରୁ ଲୋକମାନେ ଏହା ଉପରେ ବହୁତ ବାରଣ କରୁଥିଲେ।ଘରର କିଛି ଜିନିଷ ଛୁଇଁବାକୁ ଦେଇ ନଥାନ୍ତି।
ବର୍ତମାନ ମଧ୍ୟ କିଛି ଜାଗାରେ ଏଭଳି ଘଟଣା ଦେଖିବାକୁ ମିଳୁଛି।କିନ୍ତୁ ଅନେକ ସ୍ଥାନରେ ଏହା ସବୁ ପରିବର୍ତ୍ତନ ହୋଇଗଲାଣି।ମହିଳା ମାନଙ୍କର ଯେତେବେଳେ ପି-ରି-ୟ-ଡ଼ ହେଉଛି ତାଙ୍କ ଘରେ ଥିବା
 ସଦସ୍ୟ ସେମାନଙ୍କୁ ସାହାର୍ଯ୍ୟ କରୁଛନ୍ତି ଆଉ ସବୁ କାମରେ ତାଙ୍କ ସହିତ ରହୁଛନ୍ତି।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.