Movie prime

କେତେ ଥର ସମ୍ପର୍କ ପରେ ଜଣେ ଯୁବତୀ ହୁଏ ଗର୍ଭବତୀ? ଜାଣିବା ଆସନ୍ତୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଏହା ଜାଣିଥିବେ କି ପ୍ରାୟତଃ ସମୟରେ ଏହା ପ୍ରଶ୍ନ କରାଯାଇ ଥାଏ କି ଜଣେ ମହିଳା ପ୍ରଥମ ଥର ସମ୍ବନ୍ଧ ରଖିବା ପରେ ଗ-ର୍ଭ-ବ-ତୀ ହୋଇ ପାରିଥାଏ କି? ତେବେ ଏହାର ଉତ୍ତର ହେଉଛି ହଁ।
ଆପଣ ମାନେ ଜାଣିଥିବେ କି ଆମ ଦେଶରେ ଅନେକ ଲୋକ ଏହି ଯୌ-ନ ସମ୍ପର୍କ ରଖିବା ସମ୍ପର୍କରେ ପରିପକ୍ଵ ଥିବା ବେଳେ। କିଛି ଲୋକ ଏହି ସମ୍ପର୍କରେ ଭଲ ଭାବରେ ଜାଣି ମଧ୍ୟ ନଥାନ୍ତି।
ସେଥିପାଇଁ ଆଜି ଆମେ ଆପଣଙ୍କର ମନରେ ଥିବା ସମସ୍ତ ଆଶଙ୍କା ଦୁର କରିବାକୁ ଯାଉଛୁ।ଯାହା ଦ୍ୱାରା ଆପଣ ମାନେ ଜାଣି ପାରିବେ କି ପ୍ରଥମ ଥର ସମ୍ବନ୍ଧ ରଖିବା ପରେ ମଧ୍ଯ ଜଣେ ମହିଳା ଗ-ର୍ଭ-ବ-ତୀ ହୋଇ ପାରେ।
Special Report
ସମ୍ବନ୍ଧ ରଖିବାର ଦ୍ଵିତୀୟ ଦିନରେ ମଧ୍ୟ ଜଣେ ମହିଳା ଗ-ର୍ଭ-ବ-ତୀ ହୋଇ ପାରିବ। ଯେତେବେଳେ ଅଣ୍ଡାଦାନ ସମୟରେ, ଡିମ୍ବାଣୁ ଏକ ପରିପକ୍ୱ ଅଣ୍ଡା ଛାଡିଥାଏ।
ଆଉ ଯେତେବେଳେ ପୁରୁଷ ତାର ଶୁକ୍ରାଣୁକୁ ମହିଳାଙ୍କ ଯୋନୀରେ ଛାଡିଦିଏ, ଏହି ସମୟ ମଧ୍ୟରେ ଅଣ୍ଡା ଗର୍ଭାଶୟକୁ ଯିବା ବାଟରେ ଫଲୋପିଆନ୍ ଟ୍ୟୁବ୍ ଆଡକୁ ଯାଏ ଯାହା ଫଳରେ କି ମହିଳା ମାନେ ସମ୍ବନ୍ଧ ରଖିବାର ଖୁବ କମ ଦିନରେ ହିଁ
 ଗ-ର୍ଭ-ବ-ତୀ ହୋଇ ପାରନ୍ତି। ଆପଣ ମାନେ ଜାଣିଥିବେ କି ଜଣେ ମହିଳା ସେତେବେଳେ ଗ-ର୍ଭ-ବ-ତୀ ହୋଇଥାଏ ଯେତେବେଳେ ମହିଳା ଅଣ୍ଡା ଏକ ପୁରୁଷର ଶୁକ୍ରାଣୁ ସହ ମିଶିଥାଏ।
Special Report
ଆଉ ପୁରୁଷ ର ଏହି ଶୁକ୍ରାଣୁ ମହିଳା ଶରୀରରେ ଥିବା ଫାଲୋପିଆନ୍ ଟ୍ୟୁବରେ ପହଞ୍ଚିବା ପାଇଁ ୪୫ ମିନିଟ୍ ରୁ ୧୨ ଘଣ୍ଟା ଲାଗେ। ଆଉ ଏହି ସମୟରେ ମହିଳା ମଧ୍ୟ ୭ ଦିନ ମଧ୍ୟରେ ଗ-ର୍ଭ-ବ-ତୀ ହୋଇ ପାରେ।
ମାତ୍ର କେତେକ କ୍ଷେତ୍ରରେ ପରିପକ୍ୱ ଅଣ୍ଡା ଛାଡ଼ିଲେ ଏହା ଖୁବ କମ ସମୟ ମଧ୍ୟ ଲାଗିଥାଏ। ଯାହା ଦ୍ୱାରା କି ଜଣେ ମହିଳା ଖୁବ୍ ଶୀଘ୍ର ଗ-ର୍ଭ-ବ-ତୀ ହୋଇ ଯାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.