Movie prime

ଯେତେବେଳେ ବି ଔଷଧ ଖାଉଛନ୍ତି ଏହି କିଛି କଥା କୁ ଧ୍ୟାନ ରେ ରଖନ୍ତୁ, ଏମିତି ଭୂଲ କେବେ ବି କରନ୍ତୁ ନାହିଁ

 
Special Report
ରୋଗ ହେଉଛି ମଣିଷର ପରମ ଶତ୍ରୁ।ଆଜିକାଲି ଲାଇଫ ଷ୍ଟାଇଲ ଏତେ ବଦଳି ଗଲାଣି ଯେ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ସ୍ଵାସ୍ଥ୍ୟଗତ ସମସ୍ୟା ନିହାତି ଭାବରେ ଦେଖା ଦେଉଛି।
ଆଉ ଟିକେ କଣ ହେଲେ ସମସ୍ତେ ମେଡିସିନ ଉପରେ ନିର୍ଭର କରୁଛନ୍ତି।ଏମିତି ରେ ସମସ୍ତେ ମେଡିସିନ ତ ଖାଉଛନ୍ତି କିନ୍ତୁ ଏହା କିପରି ଖାଇବା ଉଚିତ ତାହା କେହି ଜାଣି ନାହାଁନ୍ତି।ମେଡିସିନ ଖାଇବାର ମଧ୍ୟ କିଛି ନା କିଛି ଉପାୟ ରହିଛି।
ମନ ଇଚ୍ଛା ଏମିତି ମେଡିସିନ ଖାଇଲେ ହୁଏତ ରୋଗ ଶୀଘ୍ର ଭଲ ହେବ ନାହିଁ।ତେଣୁ ମେଡିସିନ ଖାଇବାର କିଛି ଉପାୟ ରହିଛି।ଆଜିକାଲି ରୋଗ ଯେମିତି ସାଙ୍ଗ ହୋଇଗଲାଣି।
ସେ ପେଟ ଖରାପ ହେଉ କୁ ଥଣ୍ଡା ଜ୍ବର ହେଉ ସବୁଥିରେ ଔଷଧ ର ଆବଶ୍ୟକତା ପଡ଼ୁଚି।ଅନେକ ଥର ଔଷଧ ର ସାଇଟ୍ ଇଫେ କ୍ଟ ମଧ୍ୟ ଦେଖିବାକୁ ମିଳିଥାଏ।କିନ୍ତୁ କେବେ ଔଷଧ ର ପ୍ରଭାବ ଦେଖା ଯାଏ ନାହିଁ।
ଅନୁସନ୍ଧାନ କାରୀ ଙ୍କ କହିବା କଥା ଯେ ଯେତେବେଳେ ବି ମଣିଷ କୌଣସି ଔଷଧ ଖାଇଥାଏ ତେବେ ତାହା ରକ୍ତ ରେ ମିଶିବା ପରେ ନିଜର ପ୍ରଭାବ ଦେଖାଇଥାଏ।କୌଣସି ବି ଔଷଧ କୁ ରକ୍ତ ରେ ମିଶିବା ପାଇଁ ପେଟ ଆଉ ଅନ୍ତ ନଳୀ ଦେଇ ଯାଇଥାଏ।
ଏହି ପୁରା ପ୍ରକ୍ରିୟା ରେ କେତେ ସମୟ ଲାଗିବ ଏହା ସବୁ ଔଷଧ ନେବା ସମୟରେ ରୋଗୀ ର ବସିବା ଓ ଶୋଇବା ଉପରେ ହିଁ ନିର୍ଭର କରିଥାଏ।ଯାହାକୁ ହୁଏତ ବହୁତ ଜଣ ଜାଣି ନାହାଁନ୍ତି।
ଔଷଧ ଖାଇଥବା ସମୟରେ ସିଧା ବସିବା ଅପେକ୍ଷା ଡାହାଣ କଡ କୁ ମାରି ତଳକୁ ନଇଁ କି ବସିବା ଠିକ୍ ହେବ।ଔଷଧ କୁ ଯେତେବେଳେ ଡାହାଣ ଆଡ଼କୁ ନଇଁ କୁ ନିଆଯାଏ
ତେବେ ତାହା ଭିତର ସିଧା ଭିତରକୁ ଯାଇଥାଏ ଓ ଅତିଶୀଘ୍ର ମିଶି ଯାଇ ତାର ପ୍ରଭାବ ଦେଖାଇଥାଏ।ସିଧା ବସିବା ତୁଳନାରେ ବାମ ପଟ କୁ ନଇଁ କି ବସିବା ଦ୍ଵାରା ଔଷଧ ର ପ୍ରଭାବ ପାଞ୍ଚ ଗୁଣ ଧୀର ହୋଇ ଯାଇଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.