Movie prime

ପିରିୟଡ଼ ସମୟ ରେ ନିଜ ସାଥୀ ସହ ସମ୍ପର୍କ ରଖିଲେ ଯାହା ହୋଇଥାଏ ଜାଣିଲେ ଆପଣ ଙ୍କ ପାଦ ତଳୁ ମାଟି ଖସି ଯିବ

 
Special report
ପି-ରି-ୟ-ଡ଼ ସମୟରେ ଯଦି ଶା-ରୀ-ରି-କ ସଂପର୍କ ରଖାଯାଏ ତାହେଲେ ଗ-ର୍ଭ-ବ-ତୀ ହେବାର ଚାନ୍ସ ରହିଥାଏ କି ନାହିଁ ଅନେକ ଙ୍କ ମନରେ ଏଭଳି ପ୍ରଶ୍ନ ଆସିଥାଏ।
ସାଧାରଣତଃ ଜଣେ ନାରୀର ଯେତେବେଳେ ପି-ରି-ୟ-ଡ଼ ହୋଇଥାଏ ଅଲଗା ଅଲଗା ନାରୀ ମାନକର ଅଲଗା ଅଲଗା ସମୟରେ ହୋଇଥାଏ।
ଆଉ ସେମାନଙ୍କର ବ୍ୟବଧାନ ବି ଅଲଗା ଅଲଗା ହୋଇଥାଏ lକେଉଁ କେଉଁ ନାରୀ ମାନଙ୍କର ପି-ରି-ୟ-ଡ଼ ସାଇକେଲ ୨୮ ଦିନରେ ଆସିଥାଏ।
ଆଉ କେଉଁ ମାନଙ୍କର ୩୦ ଦିନ ନହେଲେ ୩୨ ଦିନ ପରେ ହୋଇଥାଏ।ଏମିତି ସାରା ଗ୍ୟାପ ରେ ନାରୀ ମାନଙ୍କର ପି-ରି-ୟ-ଡ଼ ଆସିଥାଏ।ଯେଉଁଟା କି ସାଧାରଣ ବୋଲି ଧରା ଯାଇଥାଏ।
କିନ୍ତୁ ଗୋଟେ ଗୋଟେ ନାରୀ ଅଛନ୍ତି ଯେଉଁ ମାନଙ୍କର କି ପି-ରି-ୟ-ଡ଼ ସାଇକେଲ ବହୁତ ହିଁ କମ୍ ହୋଇଥାଏ।ଯେମିତି କି ଗୋଟେ ଗୋଟେ ନାରୀ ମାନଙ୍କର ୧୫ ଦିନରେ ଥରେ ନହେଲେ ୨୦ ଦିନରେ ଥରେ କିମ୍ବା ୨୧ ଦିନରେ ଥରେ ପି-ରି-ୟ-ଡ଼ ଆସି ଯାଇଥାଏ।
ତେଣୁ ଏହି ନାରୀ ମାନଙ୍କର ଗ-ର୍ଭ-ବ-ତୀ ହେବାର ଚାନ୍ସେଶ ବହୁତ ରହିଥାଏ।ଯଦି ଗୋଟିଏ ନାରୀର ପି-ରି-ୟ-ଡ଼ ସାଇକେଲ ରେ ବହୁତ ହିଁ କମ୍ ଥାଏ ତାହେଲେ ସେହି ନାରୀ ମାନଙ୍କର ପି-ରି-ୟ-ଡ଼ ସମୟରେ ହିଁ ଶା-ରୀ-ରି-କ ସମ୍ପର୍କ ରଖିବା ବହୁତ ସେଫ୍ ହୋଇଥାଏ।
ସେମାନଙ୍କର ଯଦି ଛୁଆ ଜନ୍ମ କରିବାର ଇଚ୍ଛା ଥିବ ତାହେଲେ ଏମିତି କରିପାରିବେ।ପି-ରି-ୟ-ଡ଼ ଯେତେବେଳେ ହୋଇଥିବ ତୃତୀୟ ଦିନରେ ହିଁ ସମ୍ପର୍କ ରଖନ୍ତୁ।
ସେହିପରି ଗୋଟିଏ ନାରୀର ପି-ରି-ୟ-ଡ଼ ସାଇକେଲ ୨୮ ଦିନ ରହିଛି ତାହେଲେ ସେମାନେ ପି-ରି-ୟ-ଡ଼ ର ୧୦ ଦିନ ଭିତରେ ହିଁ ସମ୍ପର୍କ ରଖିବେ।
ପି-ରି-ୟ-ଡ଼ ସମୟରେ ସେହି ନାରୀ ମାନଙ୍କୁ ରିଲେସନ ରଖିବାର ନାହିଁ।ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।