Movie prime

ଦୁର୍ବଳ ଲି-ଙ୍ଗ-ର ସଫଳ ଉପଚାର ଥରେ ଏହି ଉପାୟ କଲେ ପାଇବେ ଶହେ ଗୁଣା ଅଧିକ ଶକ୍ତି

 
Special report
ଦୁର୍ବଳ ଲି-ଙ୍ଗର ଉପଚାର ପାଇଁ ଅନେକ ଉପାୟ ରହିଛି। ସହବାସ ବେଳେ ପାଆନ୍ତୁ ସତ ସିଂହର ବଳ।ପରିବର୍ତ୍ତନ ଶିଳ ସମୟ ସହିତ ତାଳ ଦେଇ ଯୁବ ବର୍ଗ ମାନେ ନିଜ ସ୍ବାସ୍ଥ୍ୟ କୁ ଅଣଦେଖା କରୁଛନ୍ତି।
ଏହାର ମୁଖ୍ୟ କାଗଣ ସେମାନେ ଅଧିକ ସମୟ ସ୍ବାସ୍ଥ୍ୟ କୁ ଦେବା ପରିବର୍ତ୍ତେ ବ୍ୟକ୍ତିଗତ,ବୃତ୍ତିଗତ ଜୀବନରେ ଦେଖା ଦେଉଥିବା ସମସ୍ୟା ର ସମାଧାନ ପାଇଁ ଦେଉଛନ୍ତି।
ଏହାରି ଭିତରେ କିନ୍ତୁ ସେମାନେ ମାନସିକ ଭାବରେ ଦୃଢ଼ ହେବାକୁ ଚେଷ୍ଟା କରୁଥିବା ବେଳେ ଶା-ରୀ-ରି-କ ଭାବରେ ଦୁର୍ବଳ ଅନୁଭବ କରିଥାନ୍ତି।ଆଉ ଏହାର ସିଧା ସଳଖ ପ୍ରଭାବ ପକାଇଥାଏ ଯୌନ ଜୀବନ ଉପରେ।
ବୈବାହିକ ଦମ୍ପତି ପାଇଁ ଏହା ଯେତିକି ସମସ୍ୟା ଆଣିଥାଏ ଅବିବାହିତ ଯୁବକ ଆଉ ଯୁବତୀ ପାଇଁ ମଧ୍ୟ ସେତିକି ବିପଦ ଆଣିଥାଏ। ବିଶେଷ କରି ବିବାହ ପରେ ସେମାନେ ନାନା ସମସ୍ୟା ରେ ପଡିଥାନ୍ତି।
ସ୍ତ୍ରୀ କୁ ସ୍ବାମୀ ଙ୍କୁ ସୁଖ ଦେବାର ନବ ବିବାହିତ ପୁରୁଷ ଟିଏ ସମସ୍ୟା ର ସାମ୍ନା କରିବାକୁ ପଡ଼ିଥାଏ।କିନ୍ତୁ ପରିବର୍ତନ ଶିଳ ସମୟରୁ ଅଧିକ ଉତ୍ତେଜନା ଆଉ କାମ ବାସନା କାରଣରୁ ଯୁବ ବର୍ଗ ପଥ ଭ୍ରଷ୍ଟ ହୋଇ ତାହା ବାରମ୍ବାର କରିଥାନ୍ତି।
ଫଳରେ ଲିଙ୍ଗ ରେ ସିଧିରତା ଆସିଥାଏ।ଏପରିକି ଯଦି କାମ ବାସନା ଚରିତାର୍ଥ ପାଇଁ ବହୁ ନାରୀଙ୍କ ସହ ସମ୍ପର୍କ ରକ୍ଷା କରିବା ପରେ ସ୍ବାସ୍ଥ୍ୟ ର ଯତ୍ନ ନ ନିଆଯାଏ ତେବେ ଗୁରୁତର ସମସ୍ୟା ରେ ପଡ଼ି ପାରନ୍ତି।
ତେଣୁ ବିବାହ ପୂର୍ବରୁ କୌଣସି ଅସୁରକ୍ଷିତ ଯୌ-ନ ସଂପର୍କ ସ୍ଥାପନ ରଖୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ।ପ୍ରଥମେ ନିଜର ଯତ୍ନ ନେବା ଆବଶ୍ୟକ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.