Movie prime

ଆସିଲା ପ୍ରବଳ ବର୍ଷା ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା ଦେଖନ୍ତୁ କେଉଁ କେଉଁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା

 
Vg
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସକ୍ରିୟ ରହିଛି ୩ଟି ଘୂର୍ଣ୍ଣିବଳୟ। ୩ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଚେତାବନୀ ଦେଲା ପାଣିପାଗ ବିଭାଗ। କିଛି ଘଣ୍ଟା ମଧ୍ୟରେ ପ୍ରଳୟ ରଚିବ ଘୂର୍ଣ୍ଣିବଳୟ। ଘରୁ ବାହାରିବାକୁ ପାଣିପାଗ ବିଭାଗ କରିଛି ବାରଣ। ପୁଣି ଫେରିଛି ବର୍ଷା। ଗତ ୨ ରୁ ୩ ଦିନ ହେବ ପାଗରେ ପରିବର୍ତ୍ତନ ହେଇଥିବା ବେଳେ ସ୍ଥାନେ ସ୍ଥାନେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଥିଲା। 
Vv
ମାତ୍ର ପୁଣି ଦେଖା ଦେଇଛି ବର୍ଷା। ଗତକାଲି ଅପରାହ୍ନ ସମୟରୁ ବର୍ଷା ଆରମ୍ଭ ହେଇଯାଇଛି। ଆଉ ଆଜି ଆହୁରି ଜୋରେ ବର୍ଷା ହେବାକୁ ଯାଉଛି। ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସାଙ୍ଗକୁ ବିଜୁଳି ଘଡଘଡି ମାରିବ। ମାତ୍ର ହାଇ ଆଲର୍ଟରେ ରହିଛି ୯ ଜିଲ୍ଲା। ଏହି ୯ଟି ଜିଲ୍ଲାକୁ ବାରମ୍ଵାର ଲୋକ ମନଙ୍କୁ ସତର୍କ କରାଉଛି ପାଣିପାଗ ବିଭାଗ। ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। 
Gg
ପାଣିପାଗ ବିଭାଗ ସୁରକ୍ଷିତ ଜାଗାକୁ ଯିବା ପାଇଁ ବାରମ୍ଵାର ପରାମର୍ଶ ମଧ୍ୟ ଦିଆଯାଇଛି। ତେବେ ସମୟ ବଢିବା ସାଙ୍ଗକୁ ପାଗରେ ପରିବର୍ତ୍ତନ ମଧ୍ୟ ହେଉଛି। ଆକାଶରେ ଦେଖିବାକୁ ମିଳିଛି କଳାହାଣ୍ଡିଆ ମେଘ। ଚାରିଆଡେ ମେଘୁଆ ପାଗ କରିଥିବା ବେଳେ କିଛିକିଛି ସ୍ଥାନରେ ଝିପଝିପ ବର୍ଷା ପକଉଥିବା ଦେଖିବାକୁ ମିଳିଛି। ତେବେ ଆସନ୍ତା ୩ ଦିନ ଯାଏଁ ଏଭଳି ବର୍ଷା ଲାଗି ରହିବ। କାରଣ ଓଡ଼ିଶାର ଚତୁପାର୍ଶ୍ଵରେ ତିନି ତିନିଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। 
ଦକ୍ଷିଣ ବାଂଲାଦେଶ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ ବାଂଲାଦେଶ ଉପରେ ଅବସ୍ଥିତ ରହିଛି। ଏହା ପ୍ରଭାବରେ ଆଜିଠୁ ବଢିବ ବର୍ଷାର ପରିମାଣ। ଆଜି ପ୍ରବଳ ବର୍ଷା ନେଇ ୯ ଜିଲ୍ଲା ଓ ୧୫ ତାରିଖରେ ୫ ଜିଲ୍ଲାକୁ ୟେଲୋ ୱାରିଂ ଜାରି କରାଯାଇଛି। ୧୮ ତାରିଖ ପରେ କମିବ ବର୍ଷାର ପରିମାଣ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.