Movie prime

ହେଇ ଦେଖନ୍ତୁ କଳିଯୁଗର ସାବିତ୍ରୀ..ସ୍ବାମୀ ବଞ୍ଚି ଥାଉଥାଉ ସ୍ତ୍ରୀ ପୋଛିଦେଲା ମଥାରୁ ସିନ୍ଦୁର

 
Gg
ସ୍ବାମୀ ଥାଉ ଥାଉ ବିଧବା ହୋଇଗଲେ ସୁନ୍ଦରୀ ସ୍ତ୍ରୀ। ମୁଣ୍ଡରୁ ସିନ୍ଦୂର ପୋଛି ଦେଲା ଓ ମଙ୍ଗଳସୂତ୍ର କାଢ଼ି ଫୋପାଡି ଦେଲା। ଆଉ ସ୍ବାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ପୂଜା ବିଧବା ହୋଇଗଲା। ଯାହାର କାରଣ ଜାଣିଲେ ଆପଣ କହିବେ, ଛି ଏମିତି ସ୍ତ୍ରୀ କାହାକୁ ନ ମିଳୁ। ସ୍ଵାମୀଙ୍କ ନାମ ମଙ୍ଗରାଜ ହୋଇଥିବା ବେଳେ ସ୍ତ୍ରୀଙ୍କ ନାମ ହେଉଛି ପୂଜା। ପୁଜା ଓ ମଙ୍ଗରାଜ ଦୁହେଁ ଦୁହିଁକୁ ଦଶ ବର୍ଷ ଧରି ପ୍ରେମ କରି ଆସୁଥିଲେ। ଆଉ ସାତ ଜନ୍ମର ସାଥୀ ହେବା ପାଇଁ ,
Gv
ଦୁହେଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏହାପରେ ମଙ୍ଗରାଜ ମନ୍ଦିରରେ ଠାକୁରଙ୍କ ସାମ୍ନା ରେ ପୂଜା ବେକରେ ଫୁଲ ମାଳ ମଥାରେ ସିନ୍ଦୂର ଓ ହାତରେ ଲାଲି ଶଙ୍ଖା ପିନ୍ଧାଇ ବିବାହ କରିଥିଲେ। ଆଉ ମଙ୍ଗରାଜ ଙ୍କୁ ବାହା ହୋଇ ପୁଜା ମଧ୍ୟ ଖୁବ୍ ଖୁସୀ ଥିଲେ। ହସି ହସି ମଙ୍ଗରାଜ ଙ୍କ ପ୍ରେମିକା ରୁ ସ୍ତ୍ରୀ ସାଜିଥିଲେ। ହେଲେ ପୁଜା ଆଉ କାହାର ଜୀବନସାଥୀ ହେବା ପାଇଁ ପ୍ଲାନ୍ କରୁଥିଲା। ନିଜ ଠାରୁ ମଙ୍ଗରାଜ କୁ ଦୂରେଇ ବାପ ଘରକୁ ଚାଲି ଯାଇଥିଲା।
Gg
ଏହାପରେ ସେଠାରେ ନିଜର ବାପା ଭାଇଙ୍କ କଥାରେ ପଡ଼ି ନିଜ ମଥା ରୁ ସିନ୍ଦୁର ପୋଛି ନିଜ ହାତରୁ ଶଙ୍ଖା କାଢି ଅବିବାହିତ ପାଲଟି ଯାଇଥିଲା। ଅନ୍ୟ ଜଣେ ପୁରୁଷ ସହ ମୁଦି ପିନ୍ଧି ନିର୍ବନ୍ଧ ମଧ୍ୟ କରି ନେଇଥିଲା। ଏପଟେ ମଙ୍ଗରାଜ ନିଜର ସ୍ତ୍ରୀ ର ଫେରିବା ବାଟକୁ ଚାହିଁ ରହି ଭୋ ଭୋ ହୋଇ କାନ୍ଦୁ ଥିଲା। ହେଲେ ସ୍ତ୍ରୀ ପୂଜା ନିଜ ସ୍ବାମୀ କଥା ଆଦୌ ମନେ ପକାଉ ନଥିଲା। ନିଜର ନୂଆ ସଂସାର ଗଢିବାରେ ସେ ସମ୍ପୂର୍ଣ୍ଣ ଭାବରେ ବ୍ୟସ୍ତ ଥିଲା।
ହେଲେ ଏହାକୁ ଖଣ୍ଡନ କରିଛନ୍ତି ପୁଜା ଙ୍କ ପରିବାର ଲୋକେ। ପୁଜା ନିଜେ ମଧ୍ୟ ଏଭଳି କରି ନାହାଁନ୍ତି ବୋଲି ମନା କରିଛନ୍ତି। ସେ ମଙ୍ଗରାଜ କୁ ଭଲ ପାଉଥିଲେ ସତ ହେଲେ କେବେ ବାହା ହୋଇ ନଥିଲେ। ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଏହାକୁ ନେଇ ଏବେ ପୂଜା କିଛି ପ୍ରତିକ୍ରିୟା ଦେଇ ନାହାଁନ୍ତି। ଏଭଳି ଘଟଣା ପୁରୀ ଜିଲା ସଦର ବ୍ଳକ ଅନ୍ତର୍ଗତ ବାଙ୍ଗୁରିବା ଗଦାଧରପୁର ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.