Movie prime

ହେଇଯାଆନ୍ତୁ ସାବଧାନ ଅତ୍ୟଧିକ ସେ-କ୍ସ କରୁଥିଲେ କ୍ୟାନସର ନେଇପାରେ ଜୀବନ...!

 
Gg
ବର୍ତ୍ତମାନ ସମୟରେ କର୍କଟ ରୋଗ ହେଉଛି ଏକ ମାରାତ୍ମକ ରୋଗ। ଏହି ରୋଗ ଅନେକ ଲୋକ ମାନଙ୍କର ଜୀବନ ମଧ୍ୟ ନେଇ ସାରିଛି। ସେଭଳି ଏବେ ଆଉ ଏକ କର୍କଟ ରୋଗ ସମ୍ପର୍କରେ ଜାଣିବାକୁ ମିଳିଛି ଯାହାକି ହେଉଛି ଗର୍ଭାଶୟ କର୍କଟ | ଏହି ରୋଗରେ ଏବେ ଅନେକ ଲୋକମାନେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ତେବେ ଏହାର ସଂକ୍ରମଣର କାରଣ କଣ ଆଉ ଏହା ସମ୍ପର୍କରେ ଡ଼ାକ୍ତର କଣ ମତାମତ ଦେଇଛନ୍ତି ଏବେ ଆମେ ଆପଣଙ୍କୁ ସେହ ସମ୍ପର୍କରେ କହିବାକୁ ଯାଉଛୁ।
Uu
ଏହାର କାରଣ ହେଉଛି ମହିଳା ମାନେ ଯଦି ଅନେକ ପୁରୁଷ ମାନଙ୍କ ସହ ସମ୍ପର୍କ ରଖିବେ, କି ଯଦି ଜଣେ ପୁରୁଷ ଅନେକ ମହିଳାଙ୍କ ସହ ସମ୍ପର୍କ ରଖିବା ପରେ ଜଣେ ମହିଳା ସହ ସମ୍ପର୍କ ରଖୁଛି ତାହେଲେ ସେହି ମହିଳାଙ୍କୁ ସଂକ୍ରମିତ ହେବ। ସେଥିପାଇଁ ଯେଉଁ ଏକ ପତି ବ୍ରତା ଓ ଏକ ପତ୍ନୀ ବ୍ରତା ବୋଲି କୁହା ଯାଏ ତାହା କେବଳ ପୁରାଣରେ ନୁହେଁ ବରଂ ତାହା ବାସ୍ତବରେ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବିଶେଷ ଭାବରେ ଉପଯୋଗୀ ଅଟେ।
Hh
ପୁରାଣ ରେ ଯାହା କୁହା ଯାଉଥିଲା ତାହା ସତ ମଧ୍ୟ ଅଟେ । ଏହି ଗର୍ଭାଶୟ କର୍କଟ ରେ ଆଠ ମିନିଟ୍ ଭିତରେ ହିଁ ଜଣ ଜଣକର ମୃ-ତ୍ୟୁ ହୋଇ ଯାଉଛି। ଏହା ମଧ୍ୟ ଭଲ ହୋଇ ପାରିବ ଯଦି ଆମେ ଠିକ୍ ଭାବରେ ଏହାର ସବୁ ନୀତି ନିୟମ କୁ ମାନିବା। ଯେପରି କି ଛୋଟ ପିଲାଙ୍କୁ ଟୀକାକରଣ ଆଉ ବଡ ଲୋକ ମାନଙ୍କର ସ୍କ୍ରିନିଂ କରାଇ ଦିଆଯାଇ ପାରିବ। ଏସବୁ ଯଦି ଆମେ କରିବୁ ତେବେ ଏହାକୁ ଆମେ ଆମ ରାଜ୍ୟରୁ ହିଁ ପ୍ରଥମେ ଦୂରେଇ ଦେଇ ପାରିବୁ।
ଏଭଳି ଭାବରେ ଡ଼ାକ୍ତର ଜଣକ ଏହାର ନିରାକରଣ ପାଇଁ ଅନେକ କଥା କହିଥିଲେ। ଯାହାକୁ କି ଆପଣ ମାନେ ସମ୍ପୂର୍ଣ୍ଣ ଭିଡିଓ ଦେଖିଲେ ବେଶ ଭଲ ଭାବରେ ଜାଣି ପାରିବେ। ବର୍ତ୍ତମାନ ସମୟରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.