Movie prime

ହେଇଯାଆନ୍ତୁ ସତର୍କ ଓଡ଼ିଶା ମୁହାଁ ବାତ୍ୟା ୧୫ରେ ରଚିବ ତାଣ୍ତବ ସତର୍କ କଲେ ମୋହନ

 
Hh
ବର୍ତ୍ତମାନ ସମୟରେ ରାତ୍ରୀ ତାପମାତ୍ରା ଯେଉଁ ସବୁ ବଢ଼ି ଥିଲା ତାହା ଏବେ ସବୁ ସାଧାରଣ ହୋଇ ଗଲାଣି। ତାପମାତ୍ରା ଏବେ ବଦଳିବାର ମଧ୍ୟ ସମ୍ଭାବନା ନାହିଁ। ଦିନ ତାପମାତ୍ରା ଗୋଟେ କିମ୍ବା ଦୁଇ ଡିଗ୍ରୀ କମିବାର ସମ୍ଭାବନା ରହିଛି। ହେଲେ ରାତ୍ରୀ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଶେଷ ୨୪ ଘଣ୍ଟା ମଧ୍ୟରେ ସବୁଠାରୁ କମ୍ ଅର୍ଥାତ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ରାଉରକେଲା ଠାରେ।
Hh
ଯାହାକି ହେଉଛି ୧୦.୨ ଡ଼ିଗ୍ରୀ ସେଲସୀୟସ। ସେଭକି କିଛି କିଛି ଜାଗାରେ କୁହୁଡି ମଧ୍ୟ ହେଉଛି ଯେମିତିକି କୋରାପୁଟ, ରାଉରକେଲା , ଫୁଲବାଣୀ, ଭବାନୀପାଟଣା ଠାରେ। ଆଗକୁ ମଧ୍ୟ ଏହି କୁହୁଡି ବଢିବାର ସମ୍ଭାବନା ରହିଛି। କେତେକ ସ୍ଥାନ ଗୁଡିକ ମଧ୍ୟ କୁହୁଡ଼ିରେ ଆଚ୍ଛାଦିତ ହେବା ପାଇଁ ଯାଉଛି। ଯେମିତି କି ସୁନ୍ଦରଗଡ଼ ଜିଲ୍ଲାରେ। ତାହା ସହ ଦିନ ସମୟରେ କୋରାପୁଟ ,ଫୁଲବାଣୀ , ଭବାନୀପାଟଣା ରେ କୁହୁଡି ରହି ପାରେ।
Gg
ଆଗାମୀ ୫ ରୁ ୭ ଦିନ ପାଇଁ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।୫ ରୁ ୬ ଡିଗ୍ରୀ ତାପମାତ୍ରା ହ୍ରାସ ହୋଇଥିବା ନେଇ ପାଣିପାଗ ବିଭାଗ ତରଫରୁ ଏହା ସୁଚନା ମିଳିଥିଲା। ଦିନ ତାପମାତ୍ରା କମିଥିବା ବେଳେ ରାତ୍ରୀ ତାପମାତ୍ରା ବର୍ତ୍ତମାନ ସମୟରେ କମିବାର କୌଣସି ହେଲେ ମଧ୍ୟ ସମ୍ଭାବନା ନାହିଁ। ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ଏବେ ଶୀତର ପ୍ରକୋପ ଜାରି ରହିଛି।
ଯାହାକୁ ନେଇ ଚାରିଆଡେ ଶୀତ ର ଲହରୀ ଖେଳି ଯାଇଛି। ଏହା ପ୍ରାୟ ପ୍ରତ୍ୟେକ ସହରରେ ଦେଖିବାକୁ ମିଳିଛି। ଲୋକମାନେ ମଧ୍ୟ ନୂଆ ନୂଆ ଶୀତର ମଜା ନେଉଛନ୍ତି। ତେବେ ଆପଣ ଙ୍କ ଅଞ୍ଚଳରେ ଶୀତ ର ପ୍ରକୋପ କେମିତି ରହିଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.