Movie prime

ପନିକିରେ ହାଣିଲେ ବିଜେଡି ଗୁଣ୍ଡା ଦେଖନ୍ତୁ ଚିନ୍ତାରେ ହିରୋ ଅରିନ୍ଦମ ମହାନ୍ତି

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Bb
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଗତକାଲି ଭାରତୀୟ ଜନତା ପାର୍ଟିର ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ତାଙ୍କ ସାଥୀଙ୍କୁ କିଛି ବିଜେଡ଼ି ଦଳର କର୍ମୀ ଆକ୍ରମଣ କରିଥିଲେ।
Bb
ସେମାନଙ୍କୁ ପ୍ରଥମେ ବାସୁଦେବ ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତରିତ କରାଯାଇ ଥିଲା। ସେଠି ଅବସ୍ଥା ଗୁରୁତର ହେବାରୁ ୪ ଜଣଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ହେଲେ କାଲି ଏପର୍ଯ୍ୟନ୍ତ ଏସସିବିରେ ସେମାନଙ୍କର ଠିକ୍ ଭାବରେ ଚିକିତ୍ସା କରାଯାଉନଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ମୋର୍ଚ୍ଚା ଯୁବ ସମ୍ପାଦକ।
କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀରେ ଗୋଟିଏ ପରେ ଗୋଟିଏ ବୁଥରୁ ଆସିଲା ସଂଘାତିକ ଖବର। ଉତ୍ତେଜନା ଦେଖା ଦେବା ସହିତ ଲୁହଲୁହାଣ ହେଇଛନ୍ତି କର୍ମୀ। ହାରିବା ଭୟରେ ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବିଜେଡି କର୍ମୀ। ବିଜେଡି କର୍ମୀ ସିଧା ପନିକିରେ କରିଥିଲେ ଆ-କ୍ର-ମ-ଣ। ଏଭଳି କିଛି ଘଟଣା ସାଲେପୁର ନିର୍ବାଚନ ମଣ୍ଡଳୀରୁ ଆସିଛି। 
ହିଂସାକାଣ୍ଡରୁ ମରୁ ମରୁ ବଞ୍ଚିଯାଇଛନ୍ତି ୩ ଜଣ ବିଜେପି କର୍ମୀ। ହେଲେ ଦୁଇଜଣ ଗୁରୁତର ହେଇପଡିଛନ୍ତି। ମୁଣ୍ଡ, ହାତ, ଗୋଡରେ ଆଘାତ ଲାଗିଛି। ୧୮୪ ଓ ୧୮୫ ନମ୍ବର ବୁଥରେ ବିଜେଡି କର୍ମୀ କିପରି ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଅରିନ୍ଦମ। ଆଉ ଆହତଙ୍କୁ ନେଇ ମେଡିକାଲରେ ପହଞ୍ଚିଛନ୍ତି। ବିଭିନ୍ନ ବୁଥରେ ବିରୋଧୀଙ୍କ ଏଭଳି ଉତ୍ତେଜନା ଏବଂ ହିଂସାକୁ ଦେଖି ସମସ୍ତେ ଭୟଭୀତ ହେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.