Movie prime

ନିର୍ବାଚନ ଡ୍ୟୁଟି ରୁ ASI କୁ ଧରି..ଫେରାର ହୋଇଗଲା କନେଷ୍ଟବଳ

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିର୍ବାଚନ ଡିୟୁଟି ରେ ଥିବା କନେଷ୍ଟବଳ ଏଏସଆଇ ମ୍ୟାଡମ ଙ୍କୁ ନେଇ ଫେରାର ହୋଇଥିବା ଘଟଣା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହି ଦୁଇଜଣ ମେ ଆଠ ତାରିଖରେ ଡ୍ୟୁଟି ରେ ଦୁହେଁ ବାହାରି ଯାଇଥିଲା।
ହେଲେ ତାହା ପରଠାରୁ ସେମାନେ ଆଉ ଘରୁ ବାହାରି ନାହାଁନ୍ତି। ଏନେଇ ତାଙ୍କର ପରିବାର ପକ୍ଷରୁ ମଧ୍ୟ ଏହା ସୁଚନା ମିଳିଛି। ମେ ଆଠ ତାରିଖରେ ଘରୁ ବାହାରି ଥିବା ବେଳେ ସେ ନିଜର କର୍ମସ୍ଥଳରେ ପହଞ୍ଚି ପାରି ନଥିଲେ।
Jh
ଏଏସଆଇ ଓ କନେଷ୍ଟବଳ ଏନେଇ ଅନେକ ଖୋଜାଖୋଜି ମଧ୍ୟ କରିଥିଲେ। ଏଥି ସହ ପରିବାର ଲୋକେ ମଧ୍ୟ ତାଙ୍କୁ ଫୋନ କରିଥିଲେ। ହେଲେ ସେମାନଙ୍କ ଫୋନ ମଧ୍ୟ ସ୍ଵିଚ ଅଫ୍ ଆସିଥିଲା।
ଏହି ଘଟଣାକୁ କେନ୍ଦ୍ର କରି କନେଷ୍ଟବଳ ଓ ଏଏସଆଇ ଙ୍କୁ ନିଲମ୍ବନ କରାଯାଇଛି। କାରଣ ଦୁହେଁ ଡ୍ୟୁଟି ରେ ଥିବା ସମୟରେ କାହାକୁ କିଛି ନଜଣାଇ କେଉଁ ଆଡେ ଚାଲି ଯାଇଥିଲେ। ଏହା ଜଣା ପଡ଼ିଛି କି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ଉଭୟ ଡ୍ୟୁଟି କହି କେଉଁ ଆଡେ଼ ଫେରାର ହୋଇ ଯାଇଥିବା କଥା କୁହା ଯାଇଛି। ଦୁହିଁଙ୍କ ଫୋନ ଯାଞ୍ଚ କରିବା ପରେ ଦୁହିଁଙ୍କ ଲାଷ୍ଟ୍ ଲୋକେଶନ ଦିଲ୍ଲୀ ରେ ଥିବା ଜଣା ପଡିଛି। ଦୁହେଁ ଆର୍ଯ୍ୟ ସମାଜରେ ବିବାହ କରିଛନ୍ତି।
Gg
ଏହି ଘଟଣା ଚାରିଆଡ଼େ ଚର୍ଚ୍ଚାରେ ବିଷୟ ପାଲ ଟି ଥିବା ବେଳେ ଏହି ଘଟଣା ଏବେ ଚାରିଆଡ଼େ ଚହଳ ମଧ୍ୟ ସୃଷ୍ଟି କରିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମଧ୍ୟ ପୋଲିସ ତଦନ୍ତ କରିବା ଆରମ୍ଭ କରି ଦେଇଛି।
ହେଲେ ବର୍ତ୍ତମାନ୍ ସୁଦ୍ଧା ଉଭୟଙ୍କର କୌଣସି ସୂଚନା ମିଳି ପାରି ନାହିଁ। ଗୋଟେ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ଏବେ ଏହି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଏହି ଘଟଣା ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ? ଏହି ଘଟଣା ଆମ ସମାଜ ଉପରେ କି ପ୍ରଭାବ ପକାଉଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।