Movie prime

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଆଗରୁ କିଛି ଠିକ ଏମିତି କଥାବାର୍ତ୍ତା ଯାହା ପାଇଁ ସାରା ଓଡ଼ିଶାରେ ଜିତି ପାରିଥିଲେ ମନ

 
Fg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ରାଜନୀତିକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ନବୀନ ସରକାରଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ୨୦୨୪ ମସିହା ନିର୍ବାଚନରେ ବିଜେଡି ଦଳ ହାରି ଯାଇଛି । ଆଉ ବିଜେପି ଦଳ ଜିତି ଯାଇଛି । ଏବେ ଏହାକୁ ନେଇ କିଛି ଖବର ଆସିଛି । 
Bb
ନବୀନ ସରକାର ୨୪ ବର୍ଷ ହେଲା ଶାସନ କରୁଥିଲା ଆଉ ଏବେ ଏହି ଦଳ ହାରି ଯାଇଛି । ସଂଖ୍ୟା ଗରିଷ୍ଠତା ନପାଇ ୨୦୨୪ ମସିହା ଜୁନ ୫ ତାରିଖରେ ରାଜ୍ୟପାଳଙ୍କୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ହାରି ଯିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ । ସେ ୫୦ ବର୍ଷ ଧରି ଓଡ଼ିଶାରେ ଶାସନ କରିଥିଲେ । ସ୍ବାଧୀନତାର ୫୦ ବର୍ଷ ପରେ ବିଜୁ ପଟ୍ଟନାୟକଙ୍କ ସାନ ପୁଅ ନବୀନ ପଟ୍ଟନାୟକ ଶାସନ ଭାର ସମ୍ଭାଳିଥିଲେ । 
Bb
ବିଜୁ ପଟ୍ଟନାୟକଙ୍କ ସାନ ପୁଅ ଲେଖକ ଥିଲେ । ସେ ରାଜନୀତିରେ ପାଦ ଦେଇଥିଲେ । ତାଙ୍କ ବାପାଙ୍କ ପରେ ସେ ଓଡ଼ିଶାର ଭାର ସମ୍ଭାଳିଥିଲେ । ସେ ଦିଲ୍ଲୀରେ ପାଠ ପଢିବା ସହ ସେଠାରେ ରହୁଥିଲେ ସେଥିପାଇଁ ସେ ଓଡ଼ିଆ ଶିଖି ନଥିଲେ । ସେ ୧୯୯୭ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ଅନେକ କଥା କହିଥିଲେ ।
ତାଙ୍କ ଲେଖା ଦୁଇଟି ପୁସ୍ତକ ଆମେରିକାରେ ସ୍ଥାନ ପାଇଛି । ଏହାପରେ ସେ ଓଡ଼ିଶାବାସୀଙ୍କ ଅସୁବିଧା ବିଷୟରେ ଜାଣିଥିଲେ । ଏହାପରେ ସେ ଶାସନ ଭାର ସମ୍ଭାଳିଥିଲେ । ତାଙ୍କର ପ୍ରତିଟି ନିଷ୍ପତି ଠିକ୍ ଥିଲା । ଏଭଳି ଅନେକ କଥା ସେ ଏହି ସାକ୍ଷାତକାରରେ କହିଛନ୍ତି ।