Movie prime

କେମିତି ଆସିଲା ସଞ୍ଜୟ ଫୋନ୍ କୁ ଟ୍ରେନି ଡାକ୍ତରଙ୍କ ଫଟୋ ଦେଖନ୍ତୁ ଆସିଲା ମୁଣ୍ଡ ବୁଲେଇଦେଲା ଭଳି ଖବର

 
Ff
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହିଳା ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ସହିତ ତଣ୍ଟୀ ଚିପି ହ-ତ୍ୟା କରିବା ପରେ ଡାକ୍ତରଙ୍କ ମୃ-ତ-ଦେ-ହକୁ ଦେଖି ସଞ୍ଜୟ ଭୟଭୀତ ହେଇଯାଇଥିଲା। ସଞ୍ଜୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା କରିବା ପରେ କିଛି ନ ହେଇଥିବା ଭଳି ବ୍ୟବାହର କରି ଘଟଣାସ୍ଥଳରୁ ସେ ଚାଲି ଯାଇଥିଲା। ହେଲେ ସଞ୍ଜୟ ଜାଣିନଥିଲା ଯେ ସମସ୍ତେ ଘଟଣା ସିସିଟିଭି ଫୁଟେଜରେ ରେକର୍ଡ ହେଇଯାଇଥିଲା। ଏମିତିକି ସଞ୍ଜୟ ମ-ଦ ନିଶାରେ ଭୁଲି ଯାଇଥିଲା ଯେ ସେମିନାର ହଲର ଏକ କୋଣରେ ଥିବା ସିସିଟିଭି ତୃତୀୟ ମହଲା ସିଡି ସହ ସେମିନାର ହଲ ଯାଏଁ ସମସ୍ତ ଘଟଣା ରେକର୍ଡ ହେଉଥିଲା ବୋଲି। ସେଥିପାଇଁ ସଞ୍ଜୟ ମହିଳା ଟ୍ରେନି ଡାକ୍ତରଙ୍କ ସହିତ ଦୁ-ଷ୍କ-ର୍ମ ଓ ହ-ତ୍ୟା କରିସାରିବା ପରେ କିଛି ନହେଲା ପରି ବ୍ୟବହାର କରି ସେଠାରୁ ଚାଲିଯାଇଥିଲା। 
Rr
ଆଉ ତାପରେ ସଞ୍ଜୟ ସିଧା ଚାଲି ଯାଇଥିଲା ତାକୁ ମିଳିଥିବା ଏକ ଛୋଟ ବିଶ୍ରାମ ଗୃହକୁ। ବେଡ଼ରୁମକୁ ଯାଇ ନିଶ୍ଚିନ୍ତ ହେଇ ଶୋଇ ପଡ଼ିଥିଲା ଅଭିଯୁକ୍ତ ସଞ୍ଜୟ। ସଞ୍ଜୟ ଏତେ ବଡ କାଣ୍ଡ କରି ମଧ୍ୟ ତା ମନରେ ଟିକେ ହେଲେ ବି ଅନୁତାପ ନଥିଲା। ବରଂ ସେ ଏମିତି ଅଭିନୟ କରୁଥିଲା ଯେମିତି କିଛି ହେଇନଥିଲା। ଆଉ ତା'ପରେ ସଞ୍ଜୟ ଭୋର ୫ଟାରୁ ଉଠି ଆରଜିକର ହସ୍ପିଟାଲ କ୍ୟାମ୍ପସ ପାଖରେ ଥିବା ପୋଲିସ ଅଧିକାରୀ ଅନୁପ ଦତ୍ତଙ୍କ ପାଖରେ ଯାଇ ପହଞ୍ଚିଥିଲା। ସଞ୍ଜୟ ଚାହା ପାଣି ପିଇ ଘଟଣା ସଂପର୍କରେ କହିବାକୁ ଆରମ୍ଭ କଲାବେଳେ ସକାକୁ ସକାଳୁ ହସ୍ପିଟାଲ ଭିତରକୁ ଲୋକ ମାନେ ଦୌଡ଼ି ଦୌଡ଼ି ଯାଉଥିବାର ଦେଖି ନୀରବ ହେଇଯାଇଥିଲା ସଞ୍ଜୟ। 
Ty
ସଞ୍ଜୟ ଚାହା ପିଇବାକୁ ଅଧାରେ ଛାଡ଼ିଦେଇ ତା ରେଷ୍ଟ ରୁମକୁ ଫେରି ଯାଇଥିଲା। ଆଉ ଘଟଣାସ୍ଥଳ ବିଷୟରେ ମେଡିକାଲ କର୍ମଚାରୀଙ୍କ ସହିତ ରୋଗୀଙ୍କ ସମ୍ପର୍କୀୟଙ୍କୁ ବି ପଚାରି ବୁଝୁଥିଲା ସଞ୍ଜୟ। ହେଲେ ଘଟଣାସ୍ଥଳକୁ ଯିବା ପାଇଁ ଡରୁଥିଲା ସଞ୍ଜୟ। ସଞ୍ଜୟ ନିଜ ଦୋଷକୁ ଲୁଚେଇବା ପାଇଁ ନିଜ ବିଶ୍ରାମ ଗୃହରେ ଶୋଇ ଯାଇଥିଲା। ଆଉ ସେହି ଶୋଇଥିବା ଅବସ୍ଥାରେ କୋଲକାତା ପୋଲିସ ସଞ୍ଜୟକୁ ଉଠେଇ ଆଣିଥିଲେ। ତେବେ ସିବିଆଇ ମୁଖ୍ୟ ଆରୋପୀ ସଞ୍ଜୟକୁ ହେପାଜତକୁ ନେବା ପରେ ଜେରା କରିବା ପରେ ବାଧ୍ୟ ହେଇ ସବୁ ସତ ମାନିଛି। ଖାଲି ସେତିକି ନୁହେଁ ସିବିଆଇ ଜେରାରୁ ବର୍ତ୍ତିବାକୁ କୋର୍ଟରେ ଏକ ଭିନ୍ନ ତଥ୍ୟ ରଖିଛି ସଞ୍ଜୟ। 
ସେପଟେ ଦୁ-ଷ୍କ-ର୍ମ-କା-ରୀ ସଞ୍ଜୟ ଫୋନରୁ ମିଳିଛି ମହିଳା ଡାକ୍ତରଙ୍କ ଫୋଟ। ଆଉ ସେହି ଫୋଟ ଅଗଷ୍ଟ ୮ରେ ଉଠା ଯାଇଥିବା ଜଣାପଡିଛି। ତେବେ ସେହି ଅଗଷ୍ଟ ୮ରେ ହିଁ ସଞ୍ଜୟ ଛୁଟି ସାରି ହସ୍ପିଟାଲକୁ ଆସି ଡ୍ୟୁଟିରେ ଯୋଗ ଦେଇଥିଲା। ଆଉ ତାପରେ ସଞ୍ଜୟ ବନ୍ଧୁର ସମ୍ପର୍କୀୟ ଛାତି ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ସେ ବି ତାଙ୍କ ସାଙ୍ଗ ସହିତ ସମ୍ପର୍କୀୟକୁ ଭେଟିବା ପାଇଁ ବେଡ଼ ପାଖକୁ ଯାଇଥିଲା। ଆଉ ସେହି ଠାରେ ସଞ୍ଜୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦେଖି ତାଙ୍କର କିଛି ଫୋଟ ଲୁଚେଇ ଉଠେଇଥିବାର ସତ ଘଟଣା ସିବିଆଇ ସଞ୍ଜୟ ଫୋନରୁ ହସ୍ତଗତ କରିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.