Movie prime

ସ୍ଵାମୀ ସ୍ତ୍ରୀ ଙ୍କ ଝଗଡାରେ କେମିତି ହେବ ସମାଧାନ ଦେଖନ୍ତୁ ଏହି ଭିତିରିଆ କଥା

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ସବୁ ପ୍ରକାରର ନ୍ୟୁଜ ଆପଣ ପାଇପାରିବେ । ଆଉ ପରିବାର ମାତ୍ରକେ ଝଗଡ଼ା ତ ଥାଏ । ଆଉ ଝଗଡ଼ା ସବୁ ପରିବାରରେ ହେଉଛି । ଆଉ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥାଏ । ଆଉ ସବୁ ସମ୍ପର୍କରେ ମଧ୍ୟ ଝଗଡ଼ା ଥାଏ । 
ଯଦି ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ନଥାଏ ତାହେଲେ ପରିବାର ନଷ୍ଟ ହୋଇଥାଏ । ଆଉ ଆଗକାଳରେ ଋଷିମୁନିମାନେ ତାଙ୍କ ସ୍ତ୍ରୀ ମାନଙ୍କୁ ଧର୍ମପତ୍ନୀ କୁହନ୍ତି କିନ୍ତୁ ଆଜିକା ଯୁଗରେ କେବଳ ପତ୍ନୀ ବୋଲି କହୁଛନ୍ତି । ଆଉ ଆଜିକାର ଲୋକମାନେ କେମିତି ଧର୍ମର ଜ୍ଞାନ ଭୁଲି ଯାଇଛନ୍ତି । ପତ୍ନୀମାନେ ତାଙ୍କ ପତିଙ୍କୁ ଭଗବାନ ବୋଲି ମାନିବା ଉଚିତ୍ । ଆଉ ତାଙ୍କ ଭିତରେ ମଧ୍ୟ ଭଲ ସମ୍ପର୍କ ଥିବା ଆବଶ୍ୟକ ।
ଆଉ ପତି ଏବଂ ପତ୍ନୀଙ୍କ ମଧ୍ୟରେ ଉତ୍ତମ ଭାବରେ ବୁଝାମଣା ରହିବା ଉଚିତ୍ । ଆଉ ଉଭୟ ଉଭୟଙ୍କର ଭାବକୁ ବୁଝିବା ଉଚିତ୍ । ଆଉ ପତ୍ନୀ ପତିମାନଙ୍କ ଠାରେ ଭଗବାନଙ୍କୁ ଦେଖିବା ଉଚିତ୍ । ମହାପୁରୁଷମାନେ ଅନେକ ପ୍ରକାରର କଥା ଏହି ପତି ଆଉ ପତ୍ନୀଙ୍କୁ ନେଇ କହିଛନ୍ତି ଯଦି ଲୋକମାନେ ଏହାକୁ ପାଳନ କରିବେ ତାହେଲେ ଉନ୍ନତି ହେବ । ବା ସମ୍ପର୍କ ଭଲରେ ଚାଲିବ ।
ସ୍ବାମୀ ଆଉ ସ୍ତ୍ରୀର ସମ୍ପର୍କକୁ ଭଲଭାବରେ ଗଢ଼ିବାକୁ ହେଲେ ସ୍ୱତନ୍ତ୍ରତା ଆବଶ୍ୟକ ଏବଂ ଉଭୟ ଉଭୟଙ୍କୁ ସମ୍ମାନ ଦେବା ଉଚିତ୍ । ଆଉ ଉଭୟଙ୍କ ମଧ୍ୟରେ ଭଲ ଆଉ ଉତ୍ତମ ସମ୍ପର୍କ ଥିଲେ ପରିବାର ଭଲରେ ଚାଲିବ । ଆଉ ପରିବାର ଭଲରେ ଚାଲିଲେ ସମସ୍ତେ ଖୁସିରେ ରହିବେ । ଆଉ ସ୍ବାମୀ ଏବଂ ସ୍ତ୍ରୀ ଉଭୟ ଉଭୟଙ୍କ ସହିତ ଭଲରେ ଘର ସଂସାର କରିବେ । ଆହୁରି ଏମିତି ଅନେକ କଥା ସ୍ବାମୀ ଆଉ ସ୍ତ୍ରୀର ସମ୍ପର୍କକୁ ନେଇ ଏହି ଭିଡିଓରେ କୁହାଯାଉଛି ।