Movie prime

ହୁ ହୁ ହେଇ ମାଡ଼ି ଆସୁଚି ଘୁର୍ଣି ବାତ୍ୟା.. ହେବ ପ୍ରବଳ ବେଗ ରେ ପବନ ଆଉ ବର୍ଷା !

 
Yh
ସାବଧାନ! ପୁଣି ମାଡ଼ି ଆସିବାରେ ଲାଗିଛି ଆଉ ଏକ ଭୟଙ୍କର ହତ୍ୟା। ଘଣ୍ଟା ପ୍ରତି ପବନର ବେଗ ରହିବ ୧୫୦ କିମି ରୁ ୨୧୦ କିମି।୧୯୯୯ ମସିହା ଠାରୁ ବି ଆହୁରି ଭୟଙ୍କର ହୋଇପାରେ ଏହି ବାତ୍ୟା। ମାଡ଼ି ଆସିପାରେ ୧୫ ରୁ ୨୦ ଫୁଟ ଉଚ୍ଚା ର ଜୁଆର। ଆଜି ରାତି କିମ୍ବା କାଲି ସକାଳେ ଏହା କରିପାରେ ଲ୍ୟାଣ୍ଡଫଲ୍।୬ ରୁ ଆଠ ଘଣ୍ଟା ଧରି ଏହି ସ୍ଥାନରେ ହିଁ ପ୍ରଳୟ ରଚିବ ବୋଲି ଜଣା ପଡିଛି। ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ।
Gv v
ଏହି ମାଡ଼ି ଆସୁଥିବା ଶକ୍ତିଶାଳୀ ବାତ୍ୟା ଟି ଖୁବ୍ ତ୍ରୀବ୍ର ଗତିରେ ମଧ୍ୟ ଅଗ୍ରସର ହେବାରେ ଲାଗିଛି। ଏହି ବାତ୍ୟା ପ୍ରଭାବରେ ସବୁ ଅଞ୍ଚଳରେ ଘଟିବାକୁ ଯାଉଛି ବ୍ୟାପକ ଭାବରେ କ୍ଷୟକ୍ଷତି। କିଛି ସହର ମଧ୍ୟ ସଂପୂର୍ଣ୍ଣ ଭାବରେ ପୂରା ଧ୍ଵଂସ ହୋଇଯିବ। ଆଣ୍ଟଲାଣ୍ଟିକ୍ ହରିକେନ ଇତିହାସରେ ଏହା ହେଉଛି ଚତୁର୍ଥ ଶକ୍ତିଶାଳୀ ବାତ୍ୟା। ଯାହାର ନାମ ହେଉଛି ମିଲ୍ଟନ।ମିଲ୍ଟନ ବାତ୍ୟା ପ୍ରବାହ ଯୋଗୁଁ ୧୭୫ ମାଇଲ ରୁ ଅଧିକ ବେଗରେ ପବନ ବହି ପାରେ।
Ff
ଏଥି ସହ ୧୫ ରୁ ୨୦ ଫୁଟ ଉଚ୍ଚ ର ଜୁଆର ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଏହା ପୂର୍ବାନୁମାନ କରାଯାଇଛି। ହରିକେନ୍ ମିଲ୍ଟନ ଆଜି ରାତି କିମ୍ବା କାଲି ସକାଳେ ଫ୍ଲୋରିଡା ପଶ୍ଚିମ ଉପକୂଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ବାତ୍ୟାକୁ ନଜର ରେ ରଖି ବିଭିନ୍ନ ସ୍ଥାନରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଅଛି। ପୂର୍ବରୁ ବାତ୍ୟା ହେଲେନ ଯୋଗୁଁ ଆମେରିକା ର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।
୨୫୦ ରୁ ଅଧିକ ଲୋକ ମାନଙ୍କ ମୃ-ତ୍ୟୁ ହୋଇଥିବା ମଧ୍ୟ ସୁଚନା ମିଳିଥିଲା।ହେଲେନ ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ଯ ଉଦ୍ଧାର କାର୍ଯ୍ୟ ଜାରୀ ରହିଥିବା ବେଳେ ପୁଣି ଏକ ଶକ୍ତିଶାଳୀ ବାତ୍ୟା ମାଡ଼ି ଆସୁଥିବା ଏହା ଆଶଙ୍କା କରାଯାଉଛି। ଯାହାକୁ ନେଇ ପ୍ରଶାସନ ଓ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଚିନ୍ତା ଦୁଇ ଗୁନିତ ହେବାରେ ଲାଗିଛି। ଏହି ସମ୍ପର୍କରେ ଶୁଣିବା ପରେ ଏବେ ସମସ୍ତେ ଖୁବ୍ ଚିନ୍ତିତ ମଧ୍ଯ ରହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.