Movie prime

ମୁଁହ ଖୋଲିଲେ ମୋଦୀ ଦେଖନ୍ତୁ ରାଜ୍ୟ ଏବଂ ସମ୍ପର୍କ ମଧ୍ୟରେ ଥିବା ସନ୍ଦେହକୁ କରିଦେଲେ ଦୂର

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ରାଜନୀତିକୁ ନେଇ ଆସିଥିବା ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଅନେକ ନେତା ମନ୍ତ୍ରୀଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆସିଥିବା ଖବର ସବୁ ପାଇ ପାରୁଛନ୍ତି । 
Gh
ଏବେ ଏହି ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ନେଇ କଣ ସବୁ କହିଛନ୍ତି ତାହା ଆପଣମାନେ ଜାଣିପାରିବେ । ସେ କହିଛନ୍ତି ସେ ତାଙ୍କ ସମ୍ବନ୍ଧକୁ ଭାବିବେ ନା ଓଡ଼ିଶା ବିଷୟରେ ଚିନ୍ତା କରିବେ । ସେ ଏହାପରେ ନିଷ୍ପତ୍ତି ନେଲେ ଯେ ସେ ଓଡ଼ିଶାର ଚିନ୍ତା କରିବେ । ଏଥିପାଇଁ ତାଙ୍କର ସମ୍ବନ୍ଧକୁ ଯଦି ଛାଡ଼ିବାକୁ ପଡ଼ିବ ତାହେଲେ ସେ ତାହା ଛାଡ଼ିଦେବେ । ଆଉ ପରେ ସେହି ସମ୍ବନ୍ଧକୁ ମଧ୍ୟ ସେ ଯାଇ ମନେଇବେ । ସେ କାହା ସହିତ ସମ୍ପର୍କ ଖରାପ କରିବାକୁ ଚାହୁଁ ନାହାନ୍ତି । 
Gv
ଭାରତର ସବୁ ନେତାଙ୍କ ସହିତ ତାଙ୍କର ସମ୍ପର୍କ ବହୁତ ଭଲ ଅଛି ଆଉ ସେ କାହା ସହିତ ଖରାପ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି । ତାଙ୍କର କାହା ସହ ଶତ୍ରୁ ନାହିଁ । ଗଣତନ୍ତ୍ରରେ ସେ କାହା ସହିତ ଖରାପ ସମ୍ପର୍କ ରଖି ନାହାନ୍ତି । ସେ ତାଙ୍କ ସମ୍ବନ୍ଧକୁ ସମ୍ଭାଳିବେ ନା ଓଡ଼ିଶାର ଭାଗ୍ୟ ବିଷୟରେ ଚିନ୍ତା କରିବେ । ଓଡ଼ଶାର ଭଲ ପାଇଁ ଯଦି ସମ୍ପର୍କକୁ ଛାଡ଼ିବାକୁ ପଡ଼ିଥାଏ ତାହେଲେ ସେ ଓଡ଼ିଶାର ମଙ୍ଗଳ ପାଇଁ ସମ୍ପର୍କକୁ ଭୁଲିଯିବେ ବୋଲି କହିଛନ୍ତି । ଆଉ ଏହାପରେ ସେ ସେହି ସମ୍ପର୍କକୁ ମଧ୍ୟ ବୁଝାଇବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମଧ୍ୟ ନରେନ୍ଦ୍ର ମୋଦୀଙ୍କର ଭଲ ସମ୍ପର୍କ ରହିଛି । ଆଉ ଏହି ଯେଉଁ ସବୁ ସମ୍ବନ୍ଧ ଖରାପ ହେବ ତାହାକୁ ସେ ନିର୍ବାଚନ ପରେ ତାଙ୍କୁ ବୁଝେଇବେ ବୋଲି କହିଛନ୍ତି । ୨୫ ବର୍ଷ ଭିତରେ ଓଡ଼ିଶାର କିଛି ବିକାଶ ହୋଇନାହିଁ । ଆଉ ଓଡ଼ିଶାକୁ କିଛି ବାନ୍ଧି ରଖିଛନ୍ତି ଯାହାଦ୍ଵାରା ଓଡ଼ିଶାର କୌଣସି ବିକାଶ ହେଉନାହିଁ ।
ଓଡ଼ିଶା ପାଖରେ ଯାହା ଅଛି ତାହା କାହା ପାଖରେ ନାହିଁ । ଭାରତର ଓଡ଼ିଶାରେ ଗରିବ ଲୋକ ଅନେକ ଅଛନ୍ତି ଆଉ ତାଙ୍କର ବିକାଶ ପାଇଁ ଦଳ ବଦଳାଇବାକୁ ପଡ଼ିବ । ଜୁନ ୪ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜେପି ଦଳରୁ ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।