Movie prime

ପୁଣିଥରେ ପ୍ରେମିକକୁ ନେଇ ମୁଁହ ଖୋଲିଲେ ରାଣୀ ପଣ୍ଡା ଦେଖନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ଼ ଖବର - Exclusive

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Hh
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
Gh
ବନ୍ଧୁଗଣ ରାଣୀପଣ୍ଡା ଗଣମାଧ୍ୟମ ଆଗରେ କହିଛନ୍ତି ଯେ, "ପରିବାର ଖୁସି ପାଇଁ, ତା ନିଜ ଖୁସି ପାଇଁ, ସମାଜର ଖୁସି ପାଇଁ ସେ ମତେ ଛାଡ଼ିକି ଚାଲିଯାଇଛି ତା କଥା ନିଶ୍ଚିତ ଭଗବାନ ବୁଝିବେ"।ଆଜି ବି ବିକ୍ରମଙ୍କୁ ମନେ ମନେ ଝୁରୁଛନ୍ତି ରାଣୀପଣ୍ଡା। ବିକ୍ରମଙ୍କ କଥା ଉଠିଲେ ଓଠରେ ହସ ଥିଲେ ବି ଆଖିରୁ ଲୁହ ଝରି ପଡୁଛି ରାଣୀପଣ୍ଡାଙ୍କର।
ସବୁଦିନ ପାଇଁ ରାଣୀପଣ୍ଡାଙ୍କ ଠାରୁ ଦୂରେଇ ଗଲା ତାଙ୍କ ପ୍ରେମ। ରାଣୀଙ୍କୁ ଏତେ ଭଲ ପାଇବା କେହି ଦେଇନଥିଲେ କିନ୍ତୁ ବିକ୍ରମ ଏତେ ଭଲପାଇବା ଦେଇ ଶେଷରେ ଅଧା ରାସ୍ତାରେ ଛାଡି ଚାଲିଗଲେ। ବିକ୍ରମ ଥିଲା ବେଳେ ରାଣୀଙ୍କ ଜନ୍ମ ଦିନ ବେଶ ଧୁମଧାରେ ପାଳନ ହେଉଥିଲା। ରାଣୀପଣ୍ଡାଙ୍କ ଜନ୍ମଦିନରେ ୪ ଦିନ ଆଗରୁ ବିକ୍ରମ ନିଜ ହାତରେ ସବୁ ପ୍ରସ୍ତୁତି କରୁଥିଲେ।
କୁହନ୍ତି ପ୍ରେମ ଯଦି ସତ ହେଇଥାଏ ତେବେ ଭଗବାନ ଦୁଇ ପ୍ରେମୀଯୁଗଳଙ୍କୁ ମିଶେଇ ଦିଅନ୍ତି। ରାଣୀପଣ୍ଡାଙ୍କ ଜନ୍ମଦିନରେ ତାଙ୍କୁ ସମସ୍ତେ ଚାରିପାଖରେ ଘେରି ରହିଥିଲେ ବି ସେ ନିଜକୁ ଏକା ମନେ କରୁଥିଲେ। ବିକ୍ରମ ତ ଆସିବା ଦୂରର କଥା ରାଣୀପଣ୍ଡାଙ୍କୁ ଗୋଟେ ମେସେଜ କରି ୱିସ୍ ବି କଲେନି। ଆଉ ସେପଟେ ରାଣୀପଣ୍ଡା ପୁରୁଣା ସ୍ମୃତିକୁ ଏବଂ ପୁରୁଣା ଦିନକୁ ମନେ ପକାଉଥିଲେ।