Movie prime

ଜିତିବା ଖୁସିରେ ଅନ୍ଧ ହୋଇ ଛାଡ଼ିଲେନି ଆମ୍ବୁଲାନ୍ସ ଦେଖନ୍ତୁ ରାସ୍ତା ମଝିରେ କିଛି ହେଲା ଏମିତି

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଆସିଥିବା ଖବର ସବୁ ଜାଣିପାରିବେ । ଚାଲିଛି ଭୋଟ ଗଣତି ଆଉ ସେଥିପାଇଁ ସବୁଆଡେ ଚଳ ଚଞ୍ଚଳ ରହୁଛି ରାଜ୍ୟ । ରାଜ୍ୟରେ ସବୁଆଡେ ଗାଁ ଠୁ ସହର ଚଳ ଚଞ୍ଚଳ ହୋଇପଡିଛି । 
Ggy
ଏହି ଭୋଟରେ ଜିତିବା ପାଇଁ କିଏ ପୂଜା କରିବାକୁ ଯାଉଛି ତ ଆଉ କିଏ ମନ୍ଦିର ଯାଉଛି ତ ଆଉ କିଏ ମିଠା ଆଣିବାକୁ ଯାଉଛି । ଆଉ କିଏ ଫୁଲ ହାର ଆଣିବାକୁ ଯାଉଛି । ବିଭିନ୍ନ ଦଳର କର୍ମୀଙ୍କ ଭିତରେ ଏବେ ଅନେକ ପ୍ରଶ୍ନ ଆସୁଥିବା ବେଳେ ଅନେକ କିଛି ଖବର ଏବେ ସାମନାକୁ ଆସୁଛି । ଆଉ ଏହି ଭିତରେ ଏବେ ରାଜରାସ୍ତାରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଲୋକମାନେ ଭିଡ଼ରେ ରହୁଛନ୍ତି ଆଉ ଏହି ଭିଡ ଭିତରେ ଏବେ ଆମ୍ବୁଲାନ୍ସ ଫସି ଯାଇଛି ଆଉ ଏହି ଖବର ଏବେ ସାମନାକୁ ଆସିଛି ।
Vg
ଏବେ ବିଭିନ୍ନ ଦଳର ଲୋକମାନଙ୍କ ଭିତରେ ଚାଲିଛି ଚର୍ଚ୍ଚା । କିଏ ଜିତିବ ବାଜି କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ । କାହାକୁ ଜିତାଇବେ ଜନତା । କିଛି ଅମାନିଆ ଲୋକଙ୍କ ପାଇଁ ଏବେ ଆମ୍ବୁଲାନ୍ସ ଅଡୁଆରେ ପଡ଼ିଛି ବୋଲି ଖବର ଆସିଛି । ଆମ୍ବୁଲାନ୍ସ ରୋଗୀକୁ ନେଇ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିଲା । ଏହି ଆମ୍ବୁଲାନ୍ସରେ ଥିବା ରୋଗୀକୁ ନେଇକରି ଯାଉଥିବା ସମୟରେ ଆମ୍ବୁଲାନ୍ସ ଫସି ରହିଥିଲା ବ୍ରିଜ ଉପରେ ।
ବ୍ରିଜର ଏପଟ ସେପଟକୁ ଯାଇ ପାରୁ ନଥିଲା ଆମ୍ବୁଲାନ୍ସ । ଶହ ଶହ ଗାଡି ମଟର ଏହି ବ୍ରିଜ ଉପରେ ଅଟକି ରହିଥିଲା । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ଅସ୍ଥିୟା ପୋଲ ଉପରେ । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଭିଡ ଭିତରେ ଏହି ଆମ୍ବୁଲାନ୍ସ ଫସି ରହିଥିଲା । ଆଉ ଏହି କାରଣରୁ ରୋଗୀ ହନ୍ତସନ୍ତ ହେଉଥିଲେ ।
ସମସ୍ତଙ୍କ ମନରେ ଏବେ ରାଜନୀତିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଭଳି ଅବସ୍ଥା ହୋଇଛି ଆମ୍ବୁଲାନ୍ସର । ଏହି ପୋଲ ଭଙ୍ଗା ରୁଜୁରା ହୋଇଥିବ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।