Movie prime

ପ୍ରଦୀପ ମହାରଥୀଙ୍କୁ ରାସ୍ତାରେ ଅଟକାଇ କଲେ ପଥର ମାଡ଼ ଦେଖନ୍ତୁ କାହିଁକି ହେଲା ଏମିତି

 
Hb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତିକୁ ନେଇ ଆସିଥିବା ଖବର ଜାଣିପାରିବେ । ରାଜନୀତିକୁ ନେଇ ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଭୟ ଆସିବ । ପୁଣି ନିର୍ବାଚନରେ ହିଂସା ଦେଖିବାକୁ ମିଳିଛି । ରାତିରେ ବିଧାୟକ ଜଣଙ୍କ ସହିତ ଏଭଳି ଘଟଣା ଘଟିଛି ।
Hh
ବିଧାୟକ ଜଣକ ଗାଡ଼ିରେ ରାତ୍ରି ସମୟରେ ଆସୁଥିଲେ ଆଉ ତାଙ୍କୁ ବିଜେପି କର୍ମୀମାନେ ଘେରିଗଲେ । ଏହି ବିରୋଧୀ ଦଳର ନେତାମାନେ ବିଧାୟକ ଜଣଙ୍କର ଗାଡ଼ି ଉପରେ ପଥର ମାଡ କରିଥିଲେ । ଏହାପରେ ଉଭୟ ବିଜେଡି ଆଉ ବିଜେପି କର୍ମୀଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା । ଯାହାଫଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପିପିଲି ବିଧାୟକ ରୁଦ୍ର ମହାରଥୀ ଗାଁରେ ପଶୁ ପଶୁ ଏଭଳି ଘଟଣା ଘଟି ଯାଇଥିଲା । ଗତକାଲି ବିଧାୟକ ରୁଦ୍ର ମହାରଥୀ ଏବଂ ତାଙ୍କର କିଛି ସମର୍ଥକ ନିର୍ବାଚନ ମଣ୍ଡଳୀକୁ ଯାଉଥିଲେ ।
Hh
ଆଉ ସେମାନେ ଯିବା ବାଟରେ ତେଲୁରିଆ ଗାଁ ନିକଟରେ ତାଙ୍କୁ ଅଟକା ଯାଇଥିଲା । ଆଉ ସେମାନେ ତାଙ୍କ କଥା ଶୁଣି ନଥିଲେ । ଏହାପରେ ଏଭଳି ଉତ୍ତେଜନା ଦେଖା ଯାଇଥିଲା । ତାପରେ ସେଠାରେ ଠେଲା ପେଲା ହୋଇଥିଲା ଆଉ ଏହି ଠେଲାପେଲାରେ ତାଙ୍କ ଗାଡ଼ିରେ ପଥର ବାଜିଛି ବୋଲି ଜଣାପଡିଥିଲା । ଏହାପରେ ଏହି ଘଟଣା ଥାନାକୁ ମଧ୍ୟ ଯାଇଥିଲା । ପିପିଲି ବିଧାୟକ ଥାନାରେ ଅଭିଯୋଗ ଦେବା ପରେ ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ଆଉ ଏହାପରେ ପୋଲିସ ତେରୁଣ୍ଡିଆ ଗାଁର ସରପଞ୍ଚଙ୍କୁ ଉଠାଇ ନେଇ ଯାଇଥିଲା । ଏହାପରେ ଏନେଇ ସେହି ଥାନାରେ ଏବେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଯାଇଥିଲା । ଏବେ ବିଜେପି କର୍ମୀମାନେ ଥାନାରେ ପହଞ୍ଚି ଘେରାଉ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି । ଲୋକମାନେ ଅନେକ କଥା କହୁଛନ୍ତି । ଏହି ଘଟଣାର ତଦନ୍ତ କରାଯାଉଛି । ଆଉ ଏହି ଘଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ମିଳୁ ବୋଲି ଆଉ ଏହାସହ ସରପଞ୍ଚଙ୍କୁ ଛାଡ଼ିବାକୁ ଦାବି କରିଛନ୍ତି ।