Movie prime

ବାପା ଆଗରେ ଝିଅ ସହ କଲେ ଏମିତି କାଣ୍ଡ ସତ ଜାଣିଲେ ଆଖିରୁ ଲୁହ ଆସିଯିବ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ରାତି ୧୦ଟା ବାଜିଲେ ଯୁବତୀଙ୍କ ପାଇଁ କାଳ ରାତି ଆରମ୍ଭ ହୋଇ ଯାଉଥିଲା। 
Bn
ପାଶବିକ ପ୍ରବୃତ୍ତିର ୬ ଜଣ ଯୁବକ ଆସି ୨୨ ବର୍ଷୀୟ ଯୁବତୀଙ୍କୁ ଘରର ଛାତ ଉପରକୁ ନେଇ ରାତି ୨ଟା ଯାଏ ଜଣଙ୍କ ପରେ ଜଣେ ବ-ଳା-ତ୍କା-ର କରୁଥିଲେ। ଯୁବତୀ ମନା କରିବା ପରେ ବି ବ-ଳା-ତ୍କା-ର କରିଚାଲିଥିଲେ। ଯୁବତୀ ଜଣଙ୍କ ଏବେ ୭ ମାସର ଗ-ର୍ଭ-ବ-ତୀ। ଏ ବିଷୟରେ ଖବର ମିଳିବା ପରେ ତାଙ୍କୁ ଉଦ୍ଧାର କରାଯାଇ ସଖା କେନ୍ଦ୍ରରେ ୨ଦିନ ହେଲା ରଖାଯାଇ କାଉନସେଲିଂ କରାଯାଉଛି। 
 B
ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ସଦର ଥାନା ପୋଲିସ ପଚରାଉଚରା କରୁଛି। ଏସପିଙ୍କ ତତ୍ତ୍ୱାବଧାନରେ ଜଣେ ଡିଏସପି ଘଟଣାର ତଦନ୍ତ କରୁଛନ୍ତି। ଯୁବତୀଙ୍କ ବାପା ଘରଜ୍ବାଇଁ ହୋଇ ଶ୍ୱଶୁର ଘରେ ରହୁଥିଲେ। ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟମାନେ ଜମି ଛଡ଼ାଇନେଲେ। ତାଙ୍କ ବାପା ବିଭିନ୍ନ ଚାପରେ ପଡି ମାନସିକ ବିକାରଗ୍ରସ୍ତ ହେବା ପରେ କିଛିବର୍ଷ ହେଲା ବାପ-ଝିଅ ଅଙ୍ଗନବାଡ଼ି କେନ୍ଦ୍ରରେ ରହୁଥିଲେ। 
ଘର କବାଟ ଭିତରୁ ବନ୍ଦ ହେଉନଥିବାରୁ ରାତି ହେଲେ ଗାଁ’ର ଯୁବକମାନେ ଆସି ବ-ଳା-ତ୍କା-ର କରୁଥିଲେ। ଘଟଣା ସମ୍ପର୍କରେ ଗାଁ ଲୋକ କିଛି କିଛି ଜାଣିଥିଲେ ବି ଯୁବତୀଙ୍କୁ ପାଗଳ ବୋଲି କହି ଏଡାଇ ଯାଉଥିବା ଯୁବତୀ ଅଭିଯୋଗ କରିଛନ୍ତି। ଏପରିକି ବଳାତ୍କାର କରୁଥିବା ଯୁବକଙ୍କ ଘରକୁ ଯାଇ ଅଭିଯୋଗ କଲେ ବି କିଛି ଲାଭ ହେଉନଥିଲା। ଖବର ପାଇ ଢେଙ୍କାନାଳ ସଖୀ କେନ୍ଦ୍ର ପକ୍ଷରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ତାଙ୍କର ଡାକ୍ତରୀ ପରୀକ୍ଷା ପରେ ଗ-ର୍ଭ-ବ-ତୀ ଥିବା ଜଣାପଡିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.