Movie prime

ଟଙ୍କା ବର୍ଷା କରୁଥିବା ଏହି ଗଛ ଘର ପାଖରେ ଥିଲେ ହେବନି କେବେବି ଟଙ୍କାର କମି

 
Hfd
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅସ୍ତ ଗଛ କୁ ଅନେକ ଲୋକ ଭୟ କରିଥାନ୍ତି। ଏମିତିକି କେହି କେହି କୁହନ୍ତି କି ଅସ୍ତ ଗଛରେ ଭୁତ ପ୍ରେତ ପିଶାଚ ରହିଥାନ୍ତି। ଗଛ ମୂଳକୁ ଯିବା କ୍ଷତି କାରକ ହୋଇଥାଏ। ତ ଆହୁରି ଅନେକ ଲୋକ ଏହି ଗଛକୁ ପୂଜା ମଧ୍ୟ କରିଥାନ୍ତି। ଧୂପ ଦୀପ ଏବଂ ଅସ୍ତ ଗଛର ପରିକ୍ରମା ମଧ୍ୟ କରିଥାନ୍ତି। ଘର ଦୁକାନ ଅଫିସରେ ଏହି ଗଛ ଥିଲେ ଗଛକୁ କାଟିବାକୁ ମଧ୍ୟ ଅନେକ ଭୟ କରିଥାନ୍ତି। ତ କାହିଁକି ଏହି ଗଛ କଟା ଯାଏନାହିଁ। ଏହି ଗଛକୁ କାହିଁକି ପୂଜା କରାଯାଏ। ପୂଜା କରିବାରେ କଣ ଫଳ ମିଳିଥାଏ। 
Vv
ଏହି ଗଛକୁ କେବଳ ଶନିବାର ଦିନ ବ୍ୟତୀତ ଅନ୍ୟ କୌଣସି ବାରରେ ଛୁଇଁବା ଉଚିତ ହୋଇନଥାଏ। ବିଶେଷ କରି ରବିବାର ଦିନ ଆଦୌ ଏହି ଗଛକୁ ଛୁଇଁବା ଅନୁଚିତ ଅଟେ। କାରଣ ଏହି ଗଛରେ ଅଲକ୍ଷ୍ମୀ ବାସ କରିଥାନ୍ତି ଏବଂ ତାଙ୍କର ପ୍ରଭାବ ରବିବାର ଦିନ ଅଧିକ ଥାଏ। ତେଣୁ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଅସ୍ତ ଗଛକୁ ରାତି ସମୟରେ କିମ୍ବା ରବିବାର ଦିନ ଛୁଇଁବା ଅନୁଚିତ ଅଟେ। କାରଣ ଛୁଇଁବା ଦ୍ୱାରା ବହୁତ କ୍ଷତି ହୋଇଥାଏ। 
Vh
ଏଣୁ ପୂର୍ବ ପୁରୁଷ ଏବଂ ପୁରୁଣା ଲୋକମାନେ ଏହି କଥା କହିଥାନ୍ତି ଅସ୍ତ ଗଛ ପାଖକୁ ଯିବା ଠିକ ନୁହେଁ। ଧର୍ମ ଶାସ୍ତ୍ରରେ ଏବଂ ଭଗବତ ଗୀତାରେ ଏହା ବର୍ଣ୍ଣିତ ଅଛି କି ଅସ୍ତ ଗଛ ମୂଳରେ ବ୍ରହ୍ମା, ଦେହରେ ଭଗବାନ ବିଷ୍ଣୁ ଏବଂ ଶାଖା ମାନଙ୍କରେ ଭଗବାନ ଶିବ ବାସ କରିଥାନ୍ତି ଏବଂ ପତ୍ର ମାନଙ୍କରେ ସମସ୍ତ ଦେବା ଦେବୀ ବାସ କରିଥାନ୍ତି। ବିଶେଷ କରି ଶନିବାର ଦିନ ଏହି ଏହି ଗଛରେ ଭଗବାନ ଶନିଦେବ ବାସ କରିଥାନ୍ତି ଏବଂ ଶନିବାର ଦିନ ସୁର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଲକ୍ଷ୍ମୀ ନାରାୟଣ ସାକ୍ଷତ ବାସ କରିଥାନ୍ତି। 
ଏହି ଶନିବାର ଦିନ ଏହି ଗଛକୁ ପୂଜା କରିବାର ଅର୍ଥ ସାକ୍ଷତ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିବା ସହିତ ସମାନ ହୋଇଥାଏ। ପ୍ରତିଦିନ ଅସ୍ତ ଗଛକୁ ପୂଜା କଲେ ସମସ୍ତ ଦେବା ଦେବୀ ମାନଙ୍କର କୃପା ମିଳିଥାଏ। କୁହାଯାଏ କି ଭଗବାନ ବୁଦ୍ଧ ଏହି ଅସ୍ତ ଗଛ ମୂଳରେ ବସି ଧ୍ୟାନ କରିଥିଲେ ଏବଂ ତାଙ୍କୁ ଜ୍ଞାନ ଏବଂ ଦେବତ୍ୱ ପ୍ରାପ୍ତି ହୋଇଥିଲା। ତେଣୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି କି କେବେବି ଅସ୍ତ ଗଛକୁ କାଟିବା ଉଚିତ ନୁହେଁ। ଏହା କଲେ ମହାପାପ ଲାଗିଥାଏ। ସେହି ଲୋକ ଅକାଳ ମୃତ୍ୟୁ ବରଣ କରିଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.