Movie prime

ସରିଲା ଅପେକ୍ଷା ବିବାହ ବନ୍ଧନରେ ବାନ୍ଧି ହେଲେ ବର୍ଷା ଏବଂ ଟୁଙ୍ଗୁରୁ ଭୋଳ !! ଦେଖନ୍ତୁ ସାମ୍ନାକୁ ଆସିଲା ଭିଡିଓ

 
Vg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ କିଛିଦିନର ବ୍ୟବଧାନ ପରେ ପୁଣି ଏକାଠି ହେଲେ ଟୁଙ୍ଗୁରୁ ଏବଂ ବର୍ଷା। କିଛି ଦିନ ତଳେ ଖୁବ ଚର୍ଚ୍ଚାକୁ ଆସିଥିବା ଭାଇରାଲ ଯୋଡ଼ି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। 
Gg
ମୁଣ୍ଡରେ ମୁକୁଟ, ବେକରେ ଫୁଲ ମାଳ ଆଉ ମଥାରେ ସିନ୍ଦୁର। ଭାଇରାଲ ହେଉଛି ଟୁଙ୍ଗୁୁରୁ ଓ ବର୍ଷାଙ୍କ ବିବାହ ପରର ଫଟୋ। ପୁଣି ଚର୍ଚ୍ଚାରେ ଲଭ୍ ଷ୍ଟୋରି। ଯାହା କହିଥିଲେ ତାହା କରି ଦେଖେଇଲେ ବର୍ଷା। ତେବେ ଏହା କେତେ ସତ କେତେ ମିଛ ତାହା ପରର କଥା କିନ୍ତୁ ବର୍ଷା ଆଉ ଟୁଙ୍ଗୁର ଭୋଳଙ୍କ ଏହି ଫଟୋ ଏବେ ଭାଇାରାଲ ହେବାରେ ଲାଗିଛି। ତେବେ କହି ରଖିବୁ ଗତ ୨୦୨୨ ମସିହାରେ ବେସ୍ ଚର୍ଚ୍ଚା ପାଲଟିଥିଲା ଟୁଙ୍ଗୁରୁ ବର୍ଷାଙ୍କ ଲଭ୍ ଷ୍ଟୋରୀ। 
Vv
ଟୁଙ୍ଗୁର ବାପା, ମା’ଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ରହି ଅଟୋ ଚଳାଉଥିଲେ। ଭରତପୁର ଥାନା ଶରଧାପଲ୍ଳୀ ବସ୍ତିର ସୁଜୟନ୍ତି ଦିଗାଲ ଓରଫ ବର୍ଷା ଭୋଳଙ୍କୁ ଅଟୋରେ ନେବା ସମୟରେ ତାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ଜାଣିବା ପରେ ବର୍ଷାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ପଳାଇଥିଲେ। ପରେ ବର୍ଷା ଟୁଙ୍ଗୁରଙ୍କୁ ବିବାହ କରିବାକୁ ଜିଦ ଧରିଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲେ।
ଶେଷରେ ବର୍ଷା ଫୁଲମାଳ, ସିନ୍ଦୂର ଏବଂ ଶଙ୍ଖା ଧରି ଭରତପୁର ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ପରେ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ ହୋଇଥିଲା। ବର୍ଷାଙ୍କ ର ବି ଜିଦ୍ ବାସ୍ ଗୋଟିଏ ଥିଲା ଟୁଙ୍ଗୁରୁ ଭୋଳକୁ ବାହା ହେବେ ଆଉ ଏବେ ୨ବର୍ଷ ପରେ ଦୁହିଁଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.