Movie prime

BSF ରେ ଚାକିରୀ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ ଦେଖନ୍ତୁ ଦରମା ୧ ଲକ୍ଷ ୧୨ ହଜାର ଟଙ୍କା

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କିଛି
ପଦବୀ ଯାହା ବାହାରିଛି ସେହି ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ BSF କୁ ନେଇ ଆସିଥିବା ସବୁ ପ୍ରକାରର ଅପଡେଟ ଖବର ପାଇପାରିବେ । ଏହି ଭିଡିଓ ଆପଣମାନେ ଦେଖି ଜାଣି ରଖନ୍ତୁ ସବୁ ତଥ୍ୟ ।
Fg
ଅନେକ ଲୋକ BSF ଚାକିରୀ କରିବାକୁ ଚାହୁଁଛନ୍ତି । ଆପଣମାନେ ଯଦି ଏହି ଚାକିରୀ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଆପଣ ଯଦି ITI ଆଉ ଦ୍ଵାଦଶ ପାସ କରିଛନ୍ତି ତାହେଲେ ଆପଣ ଆବେଦନ କରିପାରିବେ ।
ଏହି ପଦବୀର ମାସିକ ଦରମା ହେଉଛି ୧ ଲକ୍ଷ ୧୨ ହଜାର ଟଙ୍କା । ଏହି ପଦବୀ ପାଇଁ ଆବେଦନ କିପରି କରିବେ, ଆବେଦନର ଶେଷ ତାରିଖ, ଏବଂ ସବୁ ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି ଏହି ଭିଡିଓ ଦ୍ଵାରା ଆପଣମାନେ ପାଇପାରିବେ ।
ଆବେଦନ କରିବାର ଶେଷ ତାରିଖ ସରିବା ପୂର୍ବରୁ ଶୀଘ୍ର ଶୀଘ୍ର ଆବେଦନ କରନ୍ତୁ । BSF ଚାକିରୀ କରିବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ଆସିଛି ଖୁସି ଖବର । ଏବେ BSF ରେ ନିଯୁକ୍ତି ହେବା ପାଇଁ ପଦବୀ ବାହାରିଛି ।
Gh
ଅନେକ ଲୋକ ସ୍ବପ୍ନ ଦେଖିଥାନ୍ତି କି ସେମାନେ ଯବାନ ହେବେ ଆଉ ଆମ ଦେଶକୁ ରକ୍ଷା କରିବେ । ଯେଉଁମାନେ ITI ଏବଂ ଦ୍ଵାଦଶ ପାସ କରିଥିବେ ସେମାନେ ଆବେଦନ କରିପାରିବେ । ଏହି BSF ରେ ୧୪୧ ଟି ପୋଷ୍ଟ ବାହାରିଛି । 
ଏହି BSF ରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତି ଜୁନ ୧୬ ତାରିଖ ଭିତରେ ଆବେଦନ କରିପାରିବେ । ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ ଯାଇ ଆବେଦନ କରିପାରିବେ । ଏହି BSF ରେ ଅନେକ ପ୍ରକାରର ପୋଷ୍ଟ ବାହାରିଛି ।
ଆଉ ଏହି ପୋଷ୍ଟ ପାଇଁ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଜ୍ଞପ୍ତି ଅନୁଯାୟୀ ଆବେଦନକାରୀଙ୍କ ବୟସ ରହିବା ଉଚିତ୍ । ଏହି ବିଷୟରେ ଅଧିକ ବିବରଣୀ ଆପଣମାନେ ଏହି ଭିଡିଓ ସହ ଅଫିସିଆଲ୍ ୱେବସାଇଟ ଦ୍ଵାରା ଜାଣିପାରିବେ ।