Movie prime

ଓଡ଼ିଶାରେ ଗୋଟେ ଦିନରେ ପିଗଲେ ୬୩୫ କୋଟି ମଦ ଦେଖନ୍ତୁ କେମିତି ପଡ଼ିଲା ରାଜନୀତିର ପ୍ରଭାବ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ
ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତି ବିଷୟରେ ଯାହା ଖବର ଆସିଛି ତାହା ଜାଣିପାରିବେ । ଏବେ ମଦ ନିଶାରେ ଉବୁଟୁବୁ ହେଉଛି ଓଡ଼ିଶା । ଏପ୍ରିଲ ମାସରେ ପିଇଗଲେ କୋଟି କୋଟି ଟଙ୍କାର ମଦ ।
Hh
ଏବେ ସବୁଆଡେ ନିର୍ବାଚନର ମାହୋଲ ଚାଲିଛି । ନିର୍ବାଚନ ଚାଲୁଥିବା ବେଳେ ଅନେକ କଥା ସାମ୍ନାକୁ ଆସୁଛି । ଭୋଟ ଦେବାକୁ ହେଲେ ଲୋକମାନେ ମଦ ପିଇଥାନ୍ତି । ଲୋକମାନେ ଏହି ଭୋଟ ପାଇଁ ଏତେ ପରିମାଣର ମଦ ପିଇଛନ୍ତି ନା ଖରା ପାଇଁ ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି ।
ଏହା ରାଜନୀତି ନା ଲୋକଙ୍କୁ ମଦୁଆ କରିବାର ପ୍ରୟାଶ ନା ଲୋକଙ୍କୁ ବିପଦକୁ ଠେଲି ଦେବାର ପ୍ରୟାସ । ସତରେ କଣ ଓଡ଼ିଶା ହେଉଛି ଗରିବ ରାଜ୍ୟ । ଯଦି ଓଡ଼ିଶା ଗରିବ ରାଜ୍ୟ ହୋଇଥାନ୍ତା ତାହେଲେ କଣ ଲୋକମାନେ ଏଭଳି ମଦ ପିଇଥାନ୍ତେ।
ଯେଉଁମାନେ ମଦ ପିଉଛନ୍ତି ସେମାନେ ନିଜ ଟଙ୍କାରେ ପିଉଛନ୍ତି ନା ତାଙ୍କୁ କେହି ମଦ ପିଇବାକୁ ଟଙ୍କା ଦେଉଛି । ମଦ ପିଇବାରେ ଓଡ଼ିଶା ଏବେ ଏକ ନମ୍ବର ହୋଇଗଲାଣି । ଆଉ ଓଡ଼ିଶାର ଲୋକମାନେ ଏବେ ଯେଉଁଭଳି ଭାବରେ ମଦ ପିଉଛନ୍ତି ତାହା ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳୁନାହିଁ ।
Bb
ଏବେ ସବୁ ରାଜ୍ୟ ଠାରୁ ମଦ ପିଇବାରେ ଅଧିକ ହେଉଛି ଓଡ଼ିଶା । ମଦ ପିଇବାରେ ଓଡ଼ିଶା ଏବେ ଏକ ନମ୍ବର ହୋଇଛି । ଓଡ଼ିଶା ସବୁ ରାଜ୍ୟକୁ ଟପି ସାରିଲେଣି । ଓଡ଼ିଶାର ଲୋକମାନେ ଏତେ ଟଙ୍କାର ମଦ ପିଇଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି ।ଓଡ଼ିଶାର ଲୋକମାନେ ୬୩୫ କୋଟି ଟଙ୍କାର ମଦ ପିଇଛନ୍ତି ।
ମହାନଦୀ ଶୁଖି ଯାଇଛି କିନ୍ତୁ ଏବେ ଓଡ଼ିଶାରେ ମଦର ନଦୀ ବହୁଛି । ଯୁବକ ମାନଙ୍କ ଠାରୁ ଆରମ୍ଭ କରି ବୁଢା ସମସ୍ତେ ମଦରେ ଭାସୁଛନ୍ତି । ଓଡ଼ିଶାରେ ମଦ ମୁକ୍ତ ପାଇଁ ଅନେକ ଆନ୍ଦୋଳନ ହେଉଥିବା ବେଳେ ଓଡ଼ିଶାବାସୀଙ୍କ ଉପରେ ଏହାର ତିଳେ ହେଲେ ଫରକ ପଡୁ ନାହିଁ ।ରାଜ୍ୟର ମଦ ନିଗମ ମଧ୍ୟ ସବୁକିଛି ତଥ୍ୟ ଦେଉଛି । ତଥ୍ୟ ମୁତାବକ ଏପ୍ରିଲ ମାସରେ ୬୩୫ କୋଟି ଟଙ୍କାର ମଦ ପିଇଛନ୍ତି।
ସେଥିରୁ ୨୮୩ କୋଟି ଟଙ୍କା ହାର୍ଡ ମଦ ଆଉ ୩୫୨ କୋଟି ଟଙ୍କାର ବିଅର୍ ରହିଛି । ଏବେ ଏହାକୁ ନେଇ ଅନେକ କଥା ଆସୁଛି ।ଏବେ ଏହି କଥାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଖରା ହେଉଛି ବୋଲି ଲୋକମାନେ ମଦ ପିଉଛନ୍ତି କିଏ କହୁଥିବା ବେଳେ ଆଉ କିଏ ଭୋଟ ହାତେଇବା ପାଇଁ ଏଭଳି କରାଯାଉଛି ବୋଲି କହିଛନ୍ତି ।