Movie prime

ଶେଷରେ ବର୍ଷାଙ୍କୁ ନେଇ ମୁଁହ ଖୋଲିଲେ ଅନୁଭବ ମହାନ୍ତି !! ଦେଖନ୍ତୁ ଆସିଲା ବଡ଼ ଖବର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣିଥରେ ଆସିଲା ଏକ ବହୁତ ବଡ ଖବର। ସାମ୍ନାସାମ୍ନୀ ହେଇଛନ୍ତି ଆପଣ ମାନଙ୍କର ଅତିପ୍ରିୟ ବର୍ଷା ଅନୁଭବ। ପ୍ରଶ୍ନ ଉଠୁଛି ସେମାନେ ସାମ୍ନା ସମ୍ନୀ ହେଲା ପରେ ସେଠାରେ କଣ ଘଟିଲା।
ତେବେ ଆପଣମାନେ ତ ସମସ୍ତେ ଆପଣ ମାନଙ୍କର ଅତିପ୍ରିୟ ବର୍ଷା ଅନୁଭବଙ୍କ ଯୋଡ଼ିକୁ ବେଶ୍ ଭଲ ଭାବରେ ଜାଣିଥିବେ। ଏଥିସହିତ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ ଆପଣ ମାନେ ଜାଣିଥିବେ। ଆପଣ ମାନେ ତ ଜାଣିଥିବେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିରହିଛି। 
Nn
ତେବେ ଥମୁନି ବର୍ଷା ଅନୁଭବଙ୍କୁ ନେଇ ଚର୍ଚ୍ଚା। ପାରିବାରିକ ବିବାଦ ପରେ ଏବେ ରାଜନୀତିରେ ବି ଚର୍ଚ୍ଚାରେ ବର୍ଷା ଅନୁଭବ। ବିଜେଡି ଛାଡ଼ି ବିଜେପିରେ ମିସିଥିବା ସବୁ ଅଭିନେତାଙ୍କୁ ବିଜେପି ଟିକେଟ ଦେଇ ଖୁସି କରିଥିବା ବେଳେ ଅନୁଭବ କିନ୍ତୁ ଏଥିରୁ ବାଦ ପଡିଛନ୍ତି।
ବନ୍ଧୁଗଣ ବର୍ଷାଙ୍କ ଉପରେ ଘରୋଇ ହିଂସା ନଷ୍ଟ କରିଦେଲା ରାଜନୈତିକ ଜୀବନ।ନାଁ କେନ୍ଦ୍ରାପଡାରୁ ଟିକେଟ ପାଇଲେ ନାଁ କଟକ ବାରବାଟିରୁ ବିଜେପି ଟିକେଟ ଦେଲା। ଟିକେଟ ପାଇବା ଆଶାରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। 
Bb
ବିଜେଡି ଅଣଦେଖା କରିବାରୁ ବିଜେପିରେ ସାମିଲ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି। ହେଲେ ବିଜେପି କୌଣସି ଆସନରୁ ମଧ୍ୟ ସାଂସଦ ଅନୁଭବ ମହାନ୍ତିଙ୍କୁ ଟିକେଟ ଦେଲା ନାହିଁ।
ସେପଟେ ବର୍ଷା ପ୍ରିୟଦର୍ଶିନୀ ଇଲେକସନ୍ ପାଇଁ ଲଢ଼ୁଥିବା ବେଳେ ଏପଟେ ଷ୍ଟାର ପ୍ରଚାରକ ଭାବେ ପ୍ରଚାର କରୁଛନ୍ତି ଆପଣ ମାନଙ୍କ ଅତିପ୍ରିୟ ଅଭିନେତା ଅନୁଭବ ମହାନ୍ତି। ଦୁଇଜଣ ପ୍ରଚାର କରୁଥିବା ସମୟରେ ସାମ୍ନାସାମ୍ନୀ ଭେଟ ହେଇଥିଲେ କିନ୍ତୁ ଦୁହେଁ ଦୁହିଁଙ୍କ ଠାରୁ ମୁହଁ ଫେରାଇ ନେଇଥିଲେ। 
ଉଭୟ କଥା ମଧ୍ୟ ହେଇନଥିଲେ ନିଜ ନିଜ କାମରେ ବ୍ୟସ୍ତ ରହିଥିଲେ। ଦୁହେଁ ଅଛନ୍ତି ବିପରୀତ ପକ୍ଷରେ ସେଥିପାଇଁ ନିଜ ନିଜର ଦଳ ପାଇଁ ସେ ପ୍ରଚାର କରୁଛନ୍ତି। ବର୍ଷା ପ୍ରିୟଦର୍ଶିନୀ ବିଜେଡି ଶଙ୍ଖ ପାଇଁ ପ୍ରଚାର କରୁଥିବା ବେଳେ ଆପଣ ମାନଙ୍କର ଅତିପ୍ରିୟ ଅନୁଭବ ମହାନ୍ତି ବିଜେପି ପଦ୍ମ ଚିହ୍ନ ପାଇଁ ପ୍ରଚାର କରୁଛନ୍ତି। ତେବେ ବନ୍ଧୁଗଣ ବର୍ତମାନ ଏହା ସୋସିଆଲ ମୋଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।