Movie prime

ଶେଷରେ କେଦାରନାଥଙ୍କୁ ଛାଡିଲେନି ନେଇଗଲେ ୨୨୮ କେଜି ସୁନା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କେଦାରନାଥ ହେଉଛି ଗୋଟିଏ। ଯେଉଁଠିକୁ ହଜାର ହଜାର ଭକ୍ତ ମାନେ ଆସିଥାନ୍ତି। ହଜାର ହଜାର ଫୁଟର ପାହାଡ଼ ଉପରେ ଅବସ୍ଥିତ ରହିଛନ୍ତି ଭଗବାନ କେଦାର। ହେଲେ ଦଲାଲ ମାନେ କେଦାରଙ୍କୁ ବି ଛାଡ଼ିଲେ ନାହିଁ। କୋଟି କୋଟି ଟଙ୍କାର ସୁନା ଘୋଟାଲା କରି ନେଇଗଲେ। ଏମିତ କିଛି ସାଂଘାତିକ ଅଭିଯୋଗ କରିଛନ୍ତି ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ। 
Vg
ଯାହାକୁ ଶୁଣି ପୁରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛି। ଏମିତି ଘଟଣା ଘୋଟାଲା ନେଇ ଅନେକ ବାର ଅଭିଯୋଗ ହୋଇଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ହେଲେ କେହି କିଛି ବି କରିଲେ ନାହିଁ। ଯଦି ଦେଖିବା ଦିଲ୍ଲୀର ବୁରାଡିରେ ଦ୍ୱିତୀୟ କେଦାରନାଥ ମନ୍ଦିର ନିର୍ମାଣକୁ ଘୋର ବିରୋଧ କରିଛନ୍ତି ଅଭିମୁକ୍ତେଶ୍ୱରାନନ୍ଦ। ତାଙ୍କ କହିବା କଥା ଜ୍ୟୋତିର୍ଲିଙ୍ଗର କେବେ ବିକଳ୍ପ ତିଆରି ହୋଇ ପାରିବ ନାହିଁ ଜାହା ଶିବ ପୁରାଣରେ ଲେଖା ରହିଛି। 
Vv
ସେ ଆହୁରି ମଧ୍ୟ କହିଛନ୍ତି କି କେଦାରନାଥରୁ ୨୨୮ କେଜି ସୁନାର ପତା ମିଳୁ ନାହିଁ। ହେଲେ ଆଜି ପର୍ଯ୍ୟନ୍ତି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଘୋଟାଲା କରି ନେଇଗଲେ ୨୨୮ କେଜି ସୁନା। ସେ ସୁନା ଭଗବାନ କେଦାରଙ୍କର ଥିଲା। କିନ୍ତୁ ତାକୁ ଚଳୁକରି ଦିଆଗଲା। ଏହା ପରେ ପୁଣି ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣ କରି ସେଠୁ ମଧ୍ୟ ସୁନା ଲୁଟିବ ବୋଲି କହିଛନ୍ତି ଅଭିମୁକ୍ତେଶ୍ୱରାନନ୍ଦ। 
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପରେ ଶନିବାର ଆୟୋଜିତ ଶୁଭ ଆଶୀର୍ବାଦ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପହଞ୍ଚିଥିଲେ। ସେଠାରେ ଶଙ୍କରାଚାର‌୍ୟ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଅନନ୍ତ ରାଧିକାଙ୍କୁ ଆଶୀର୍ବାଦ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାମୀ ଅଭିମୁକ୍ତେଶ୍ୱରନନ୍ଦଙ୍କ ପାଖକୁ ଯାଇ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.