Movie prime

ରେଳ ଧାରଣାରେ କଟିଲା ମୁଣ୍ଡ ଦେଖନ୍ତୁ ଆସିଲା ବହୁତ୍ ବଡ଼ ହୃଦୟ ବିଦାରକ ଘଟଣା ଅଚାନକ ଚାହୁଁ ଚାହୁଁ ହୋଇଗଲା ଏମିତି

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Hh
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
Gg
ବନ୍ଧୁଗଣ ରେଳ ଧାରଣ ଉପରେ ପଡ଼ିଛି ଜଣେ ଅଜଣା ଯୁବକଙ୍କ ମୃ-ତ-ଦେ-ହ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣପୂର୍ବ ରେଳପଥର ନୂଆ ଗାଁର ରେଳ ଷ୍ଟେସନର ମଧ୍ୟସ୍ଥଳ ଜଳକା ନଦୀର ବ୍ରିଜ ଉପରେ ଯୁବକଙ୍କ ମୃ-ତ-ଦେ-ହ ଉଦ୍ଧାର ହେଇଛି। ରେଳ ଧାରଣା ଉପରେ ଜଣେ ଯୁବକଙ୍କ ମୃ-ତ-ଦେ-ହ ପଡ଼ିଥିବା ଦେଖି କିଛି ସ୍ଥାନୀୟ ଲୋକେ ରେଳବାଇ ପୋଲିସକୁ ଖବର ଦେଇଥିଲେ। 
ଖବର ପାଇ ଗ୍ରାମର କିଛି ଲୋକ ଘଟଣାସ୍ଥଳକୁ ଆସି ମୃ-ତ ଯୁବକଙ୍କୁ ଚିହ୍ନି ପାରିଥିଲେ। ଜଣାପଡିଥିଲା ବାହାଟା ପଞ୍ଚାୟତର ମେଳକ ଗ୍ରାମର ପ୍ରତାପ ନାୟକଙ୍କ ୨୩ ବର୍ଷର ପୁଅ ଦେବାଶିଷ ନାୟକ ଅଟନ୍ତି। ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି। ସେପଟେ ଖବର ପାଇଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।