Movie prime

ଆଗାମୀ ୨ ଦିନ ଭିତରେ ଓଡ଼ିଶା ରେ ହେବ ନିଆଁ ବର୍ଷା..୬୦°c ଖରା ରେ ସିଝିବ ପୁରା ଓଡ଼ିଶା ..

 
Gh
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ମିଳିବ ଗରମ ରୁ ତ୍ରାହି।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ରାଜ୍ୟରେ କିଭଳି ଭାବେ ଗରମ ଲାଗି ରହିଛି।ଲୋକ ମାନେ ଘରୁ ବାହାରକୁ ଆସିବା ସମ୍ଭବ ହେଉ ନାହି।ଏଭଳି ପରିସ୍ଥିତି ରେ ସମସ୍ତଙ୍କ ପାଇଁ ଏକ ଖୁସି ଖବର ନେଇ କରି ଆସୁଚି ବର୍ଷା।ଆଗାମୀ ପାଞ୍ଚ ଦିନ ରେ ରାଜ୍ୟ ର କିଛି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି।ଏହାକୁ ଶୁଣି ଅନେକ ଲୋକ ଖୁସି ହୋଇ ଯାଇଛନ୍ତି।ରାଜ୍ୟ ରେ ଅନେକ ଦିନ ହେଲାଣି ଖୁବ୍ ଜୋର୍ ରେ ଖରା ହେଉ ଥିଲା।
Hh
ସୂଚନା ଅନୁସାରେ ଲୋକ ମାନେ ଏଥର ଗରମ ରୁ ମୁକ୍ତି ପାଇବେ।କିଛି ସ୍ଥାନ ରେ ପ୍ରଚଣ୍ଡ ଖରା ହେବାର ସମ୍ଭାବନା ରହିଛି।ଗୁଳୁଗୁଳି ଯୋଗୁଁ ସେହି ଅଞ୍ଚଳ ର ଲୋକମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେବେ।ଏହା ଛଡ଼ା କିଛି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି।ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ଵର,ନୂଆପଡ଼ା, ଗଜପତି, ଗଞ୍ଜାମ,ବୌଦ୍ଧ ରେ ପ୍ରବଳ ମାତ୍ରା ରେ ଗୁଳୁଗୁଳି ହେବ।ଏହି ସମୟ ରେ ଲୋକ ମାନେ ଘରୁ ବାହାରକୁ ବାହାରନ୍ତୁ ନାହିଁ।
Gg
ଖରା ଯୋଗୁଁ ବାହାରକୁ ଗଲା ବେଳେ ଓଦା ଗାମୁଛା ପାଣି ନେଇକରି ଯାଆନ୍ତୁ।ଏହି ସବୁ ଜିଲ୍ଲା ମାନଙ୍କ ପାଇଁ ସତର୍କ ସୂଚନା ଜାରି କରା ଯାଇଛି।ତେବେ ଏହା ପରେ ରାଜ୍ୟର କିଛି ସ୍ଥାନ ରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।ତେବେ ଆଗାମୀ ପାଞ୍ଚ ଦିନ ମଧ୍ୟରେ ଉପକୂଳ ଓଡ଼ିଶା ଓ ପଶ୍ଛିମ ଓଡ଼ିଶା ରେ ହିଟ ୱେବ୍ ଓ ଗୁଳୁଗୁଳି ବଢି ଚାଲିବ।ଲୋକ ମାନେ ଏଥିପାଇଁ ବହୁତ ହଇରାଣ ରେ ପଡ଼ି ପାରନ୍ତି।ଶୁଣିବାକୁ ମିଳୁ ଥିଲା କୁ ମୋସୂମି ବାୟୁ ଖୁବ୍ ଶୀଘ୍ର କେରଳ ଛୁଇଁବ।
ତେବେ ଏହା କେବେ ଓଡ଼ିଶା କୁ ଆସୁଛି ତାହା ଦେଖିବାକୁ ବାକି ରହିଲା।ରାଜ୍ୟ ର ଲୋକ ମାନେ ଏବେ ମୌସୁମୀ ବର୍ଷା କୁ ଅପେକ୍ଷା କରି ରହିଛନ୍ତି।ପଶ୍ଚିମ ଓଡ଼ିଶା ରେ ଦିନ ତାପମାତ୍ରା ବଢିବ। ଓ ଉପକୂଳ ଅଞ୍ଚଳ ରେ ଦିନ ତାପମାତ୍ରା କମିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.