Movie prime

ଆଗାମୀ ୪୮ ଘଣ୍ଟାରେ ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା ଦେଖନ୍ତୁ କେଉଁ କେଉଁ ଜିଲ୍ଲା ରହିବେ ସତର୍କ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ । ଏବେ ଖବର ଆସୁଛି ପାଖେଇ ପାଖେଇ ଆସିଲାଣି ମୌସୁମୀ । ଆଉ ଦିନ ଦ୍ବିପ୍ରହର ସମୟରେ ମୌସୁମୀ ଆସିବ । ଆଉ ଦିନ ୨ଟା ବେଳକୁ ଓଡ଼ିଶା ଛୁଇଁବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ଓଡ଼ିଶାରେ ପହଞ୍ଚିବ ।
Gg
ଏବେ ଲୋକମାନେ ଅସହ୍ୟ ତାତି ଆଉ ଗୁଳୁଗୁଳି ପାଇଁ ପ୍ରବଳ କଷ୍ଟ ଅନୁଭବ କରୁଥିବେ କିନ୍ତୁ ଏହାରି ଭିତରେ ଏବେ ଆସିଛି ଖୁସି ଖବର ଆଉ ଗରମ ହେବ ନାହିଁ । ଦୁଇ ଚାରିଦିନ ମଧ୍ୟରେ ମୌସୁମୀ ଆସି ଓଡ଼ିଶାରେ ପହଞ୍ଚିବ ବୋଲି ସୂଚନା ମିଳିଛି । ପ୍ରଥମେ ଦକ୍ଷିଣ ଓଡ଼ିଶା ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଅଞ୍ଚଳରେ ସ୍ପର୍ଶ କରିବ । ଆସନ୍ତା ୪୮ ଘଣ୍ଟା ଭିତରେ ବର୍ଷା ହେବା ସହ ମୌସୁମୀ ତାର ତାଣ୍ଡବ ଦେଖାଇବ ବୋଲି କଥା ଆସୁଛି । ରାଜ୍ୟକୁ ମୌସୁମୀ ପ୍ରବେଶ କରିବାକୁ ନେଇ ଚାଷୀମାନେ ଖୁସି ଅଛନ୍ତି । 
Bb
ରାଜ୍ୟକୁ ମୌସୁମୀ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି । ମହାରାଷ୍ଟ୍ରର କିଛି ଭାଗ, ତେଲେଙ୍ଗାନା, ଦକ୍ଷିଣ ଛତିଶଗଡ ଆଉ ଓଡ଼ିଶା ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ପାଗ ଅନୁକୂଳ ରହିଛି । ଓଡ଼ିଶାରେ ପଶ୍ଚିମ ବାୟୁ ପ୍ରଭାବରେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ଲୋକମାନେ । ଲୋକମାନେ ଏହି ଖରା ପାଇଁ ହନ୍ତସନ୍ତ ହେଉଛନ୍ତି । ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି । ଦିନରେ ଦୁଇ ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।
ଗ୍ରୀଷ୍ମର ପ୍ରଭାବ ପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଥିବା ନେଇ ଖବର ଆସିଛି । ଆସନ୍ତା ପାଞ୍ଚ ଦିନ ଭିତରେ ବର୍ଷା ହେବ ବୋଲି ଖବର ଆସୁଛି । କାଳବୈଶାଖୀ ପ୍ରଭାବରେ ଅସାନ୍ତ ପାଞ୍ଚ ଦିନରେ ବର୍ଷା ହେବ ବୋଲି ସୂଚନା ମିଳିଥିବା ବେଳେ ଏପଟେ ଖରା ହେବ ବୋଲି ଆସିଛି ଖବର । ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ଖରା ହେବ ବୋଲି ଖବର ଆସିଛି । ଖରା ସହ ଗୁଳୁଗୁଳି ହେବ ବୋଲି ଏବେ ଖବର ଆସିଛି । ଏବେ ଏହି ଖବର ସାମ୍ନାକୁ ଆସିଛି ।