Movie prime

IPLରେ ମାତ୍ର ୪୯ ଟଙ୍କା ଲଗାଇ ତିନି କୋଟି ଟଙ୍କା ଜିତିଛନ୍ତି ଗୁରୁଚରଣ

 
Vv
କଥାରେ ଅଛି ଯେତେବେଳେ ଭଗବାନ କାହାକୁ ଦିଅନ୍ତି ତାହେଲେ ଛପର ଫାଡ଼ି କରି ଦିଅନ୍ତି । ଭଗବାନଙ୍କ କୃପା ଦୃଷ୍ଟି ପଡ଼ିଲେ ଜଣେ ଗରିବ ଧନୀ ହୋଇଯିବ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଦିନ ମଜୁରିଆ ଆଜି ତିନିକୋଟି ଟଙ୍କାର ମାଲିକ । ଆଉ ଏହି ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଏବେ ତ ଆଇପିଏଲ ଖେଳ ଚାଲୁଛି ଆଉ ଏହି ଖେଳକୁ ଅନେକ ଲୋକ ଦେଖିଥାନ୍ତି । ଏହି ଖେଳରେ ଏବେ ଟଙ୍କା ଜିତିଛନ୍ତି ।
Gg
ଏହି ଆଇପିଏଲ ଖେଳରେ ମାଇଁ 11 ସର୍କଲ ଏକ ଆପ ଅଛି । ସେହି ଆପ ଦ୍ଵାରା ଆପଣମାନେ ନିଜ ଟିମ୍ ଚୟନ କରିପାରିବେ । ଆଉ ଏହି ଟିମ୍ ସ୍କୋର ଅନୁସାରେ ଆପଣଙ୍କୁ ସ୍କୋର ମିଳିବ ଆଉ ଏହି ସ୍କୋର ଅନୁସାରେ ଆପଣଙ୍କୁ ଉପହାର ମିଳିବ । ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଜଣେ ଦିନ ମଜୁରିଆ ଆଜି କୋଟିପତି ହୋଇ ଯାଇଛନ୍ତି । ରାତାରାତି କୋଟିପତି ହୋଇଗଲେ ଏହି ବ୍ୟକ୍ତି ଜଣକ । କେନ୍ଦୁଝର ଜିଲ୍ଲାର ଚମ୍ପା ଥାନା ଅନ୍ତର୍ଗତ ରେଭେନ୍ସାପୁର ଗାଁର ବ୍ୟକ୍ତି ଜଣକ ଆଜି ଖେଳ ଖେଳି କୋଟିପତି ହୋଇ ଯାଇଛନ୍ତି ।
Gg
ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗୁରୁଚରଣ ଯାବଦା । ଅନଲାଇନ୍ ଖେଳ ଖେଳି ମାତ୍ର ୪୯ ଟଙ୍କା ଲଗାଇ ଗୁରୁଚରଣ ୩ କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଥାର ଗାଡ଼ି ପାଇଛନ୍ତି । ସେ ଏହି ଟଙ୍କା ପାଇବା ପରେ ତାଙ୍କ ପାଖକୁ ଏହି ଅନଲାଇନ୍ ଖେଳର ମ୍ୟାନେଜର କଲ୍ କରିଥିଲେ ଆଉ ତାଙ୍କ ପାଖକୁ ଇ ମେଲ୍ ମଧ୍ଯ କରିଥିଲେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଖବର ପାଇପାରିବେ । 
ଏବେ ଏହି ଟଙ୍କା ଜିତିବା ଖବର ପାଇ ଗୁରୁଚରଣ ଆଉ ତାଙ୍କ ପରିବାର ଏବଂ ଗାଁ ଲୋକମାନେ ବହୁତ ଖୁସି ଅଛନ୍ତି । ଏହି ବ୍ୟକ୍ତି ଜଣକ ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସେ ଏହି ଟଙ୍କା ଆସିଲେ ଗାଁର କାମ କରିବେ । ଆଉ ଗାଁ ପାଇଁ କିଛି କରିବେ ବୋଲି ତାଙ୍କ ପରିବାର କହିଛନ୍ତି । ବ୍ୟାଟିଂ ଆପରେ ୪୯ ଟଙ୍କା ଲଗାଇ ବନିଗଲେ କୋଟିପତି । ଏବେ ଏହି ବ୍ୟକ୍ତି ଜଣଙ୍କୁ ନେଇ ସମସ୍ତେ ଖୁସି ଅଛନ୍ତି । ଆଉ ଏହି ଖବର ପାଇବା ପରେ ଲୋକମାନେ ବହୁତ ଖୁସି ଅଛନ୍ତି ।

Around The Web