Movie prime

ସମୟ ଆଗରୁ ଯଦି ଏହିସବୁ ଲକ୍ଷଣ ବିଷୟରେ ଆପଣ ଜାଣି ପାରନ୍ତି ତେବେ ଏହାର ଚିକିତ୍ସା ସମ୍ଭବ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କ୍ୟାନସର ରୋଗକୁ ନେଇ କିଛି ଖବର ଆସିଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ଜାଣିପାରିବେ । କ୍ୟାନସର ହୋଇଥିବା ବ୍ୟକ୍ତିଙ୍କ ସହିତ ରହିଲେ, ଶୋଇଲେ, ଖାଇଲେ, ବସିଲେ ଉଠିଲେ ଏହି ରୋଗ ବ୍ୟାପି ନଥାଏ । ଏହି ରୋଗ ଏକ ଭାଇରସ ଦ୍ଵାରା ହୋଇଥାଏ । 
Gh
କିଛି କିଛି ଜଣଙ୍କର ଏହି କ୍ୟାନସର ପିଢ଼ି ପରେ ପିଢ଼ି ହୋଇଥାଏ । ଗର୍ଭବତୀ ମହିଳାଙ୍କୁ କ୍ୟାନସର ହୋଇଥିଲେ ତାଙ୍କୁ କେମୋ ଦିଆଯାଇନଥାଏ । ୧୫ ବର୍ଷରୁ ୨୪ ବର୍ଷ ଭିତରେ ଥିବା ବ୍ୟକ୍ତିଙ୍କର କ୍ୟାନସର ହେଲେ ଏହାର ଡୋଜ ଅନୁଯାୟୀ ଭ୍ୟାକସିନ ଦିଆଯାଇଥାଏ । ଯାହାକୁ କ୍ୟାନସର ହୋଇଥାଏ ତା ବିଷୟରେ ଅନେକ କଥା ରଖାଯାଇଥାଏ । ସେହି ଅନୁସାରେ ଏହି ରୋଗର ଚିକିତ୍ସା କରାଯାଇଥାଏ । ଗର୍ଭବତୀ ସମୟରେ କ୍ୟାନସର ମଧ୍ୟ ରହିଥାଏ ବୋଲି ଜଣାପଡିଛି । ଆଉ ପ୍ରଥମ ତିନିମାସ ପରେ କେମୋ ଦିଆଯାଇଥାଏ । 
Gb
ଯେଉଁ ଗର୍ଭବତୀ ମହିଳାଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଥାଏ ତାଙ୍କ ଛୁଆର ମଧ୍ୟ କ୍ୟାନସର ହୋଇଥାଏ । ଯେଉଁମାନଙ୍କର ଚିକିତ୍ସା କରାଯାଇପାରେ ନାହିଁ ତାଙ୍କୁ କେମୋ ଦିଆଯାଇଥାଏ । ଆଉ ପିଲାଟି ଜନ୍ମ ହେବା ପର୍ଯ୍ୟନ୍ତ ତାର ଧ୍ୟାନ ଦିଆଯାଇଥାଏ । ଆଉ ପିଲାଟି ଜନ୍ମ ହେବା ପରେ ପିଲାଟିକୁ ମାଆ ଠାରୁ କ୍ଷୀର ପିଇବାକୁ ଦିଆଯାଇନଥାଏ । କ୍ୟାନସର ରୋଗୀଙ୍କ ସହିତ ମିଶିଲେ ,ଖାଇଲେ କ୍ୟାନସର ହୋଇଥାଏ ବୋଲି ଅନେକ ଲୋକ ଭାବିଥାନ୍ତି କିନ୍ତୁ ଏହା ବ୍ୟାପି ନଥାଏ । ଏହା ଏକାଠି ରହିଲେ ମଧ୍ୟ ବ୍ୟାପି ନଥାଏ ।
କ୍ୟାନସର ରୋଗ ସଙ୍ଗେ ସଙ୍ଗେ ହେବାର ଜଣାପଡ଼ିଲେ ଏହାର ଚିକିତ୍ସା କରାଯାଇ ଭଲ କରାଯାଇପାରିବ । ସେଥିପାଇଁ ଲୋକମାନେ ତାଙ୍କର ସ୍କାନ କରିବା ଉଚିତ୍ । ମହିଳାମାନଙ୍କ ପାଇଁ ମଧ୍ୟ ଏହା ଚେକ୍ କରାଯାଉଛି । ଅନେକ ପ୍ରକାରର କ୍ୟାନସର ରୋଗ ଅଛି । ଆଉ ଏହି ରୋଗ ବିଷୟରେ ଜାଣିବା ପାଇଁ ଚେକ୍ କରିବାକୁ ପଡ଼ିଥାଏ । ଶୀଘ୍ର ଜାଣିବା ପରେ ରୋଗ ଭଲ ହୋଇଥାଏ । ରୋଗକୁ ଶୀଘ୍ର ଜାଣିଲେ ଆପଣମାନେ ଜିତିପାରିବେ ଆଉ ଏହି ରୋଗ ଭଲ ହୋଇପାରିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି ଜାଣିପାରିବେ ।