Movie prime

ମଝି ରାସ୍ତାରେ ଚଳନ୍ତା ଟ୍ରକ୍ ହେଲା ଗୁଣ୍ଡ ଦେଖନ୍ତୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

 
Gghh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଆପଣ ମାନେ ଭିଡିଓଟିରେ ଦେଖୁପାରୁଥିବେ କେମିତି ମଝି ରାସ୍ତାରେ ୧୨ ଚକିଆ ଟ୍ରକଟି ଗୁଣ୍ଡ ହେଇଯାଇଛି। ଘାଟିରେ ଘଟିଥିଲା ଏଭଳି ଅଘଟଣ। 
Gg
ସୂଚନା ଅନୁସାରେ ଭାରସାମ୍ୟ ହରାଇ ୧୨ ଚକିଆ ଲୁହା ପ୍ଲେଟ ବୋଝେଇ ଟ୍ରକଟି ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହେଇଛି। ଟ୍ରକ ଭିତରେ ଚାପି ହେଇ ହେଲ୍ପରଙ୍କର ମୃତ୍ୟୁ ହେଇଥିବା ବେଳେ ଟ୍ରକ୍ ଡ୍ରାଇଭର ଜଣଙ୍କ ଗୁରୁତର ଅବସ୍ଥାରେ ଚାପି ହେଇ ରହିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ଟ୍ରକ୍ ହେଲ୍ଫର୍ ଓ ଡ୍ରାଇଭରଙ୍କୁ ବାହାରକୁ ବାହାର କରିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜିଉଦୟଗିରି ବ୍ଳକ ଅନ୍ତର୍ଗତ କଳିଙ୍ଗା ଛକ ଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ଠାରେ। ସେହି ଘାଟି ଠାରେ ୧୨ ଚକିଆ ଲୁହା ପ୍ଲେଟ ବୋଝେଇ ଟ୍ରକ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହେଇଛି। 
Hg
ତେବେ ଦୁ-ର୍ଘ-ଟ-ଣା ଏତେ ଭୟଙ୍କର ଭାବେ ହେଇଥିଲା ଯେ, ଯାହାଫଳରେ ଘାଟିର ରାସ୍ତା କଡକୁ ଓଲଟି ପଡ଼ିଛି ଟ୍ରକ୍। ଆଉ ଘଟଣାସ୍ଥଳରେ ହେଲ୍ଫରଙ୍କର ମୃ-ତ୍ୟୁ ହେଇଛି। ଡ୍ରାଇଭର ଜଣଙ୍କ ସଂପୂର୍ଣ୍ଣ ଗୁରୁତର ହେଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଶିବରାମ ବିଶ୍ଵାଳ, ସଂଜୀବ, ରାମଚନ୍ଦ୍ର ଗୁଉଡ, ତ୍ରିନାଥ ରେଡି, ସୀତାକାନ୍ତ ସ୍ୱାଇଁ, ଦିବ୍ୟ ରଂଜନ ରାଉତ ପହଞ୍ଚି କଟର ସାହାଯ୍ୟରେ କାଟି ଟ୍ରକ ଭିତରେ ଫସି ରହିଥିବା ଡ୍ରାଇଭରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନନ୍ତରିତ କରିଥିଲେ। 
ଆଉ ତା'ପରେ ଘଟଣାସ୍ଥଳରେ ଜିଉଦୟଗିରି ଥାନା ଏସଆଇ ଅନନ୍ତ କୁମାର ପ୍ରଧାନ ଓ ତାଙ୍କ ଟିମ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଜଣାପଡିଥିଲା ଯେ, ଗାଡିଟି ଭୂଷଣ ଷ୍ଟିଲ ପ୍ଲାଣ୍ଟ ସମ୍ବଲପୁର ଠାରୁ ବାଙ୍ଗାଲୋରକୁ ଲୁହା ପ୍ଲେଟ ନେଇ ଯାଉଥିବା ଜଣାପଡ଼ିଛି। କିନ୍ତୁ ଦୁର୍ଭାଗ୍ୟ ବଶତଃ କଳିଙ୍ଗା ଘାଟିର ପ୍ରଥମ ବୁଲାଣୀରେ ଆଗ ଚକାଟି ଫାଟି ଯିବାରୁ ଗାଡିଟି ନିୟନ୍ତ୍ରଣ ହରାଇ ବସିଥିଲା। ଯାହାଫଳରେ ଏଭଳି ଦୁ-ର୍ଘ-ଟ-ଣା ଘଟିଥିଲା। ତେବେ ଉକ୍ତ ହେଲ୍ଫରଙ୍କ ପରିଚୟ ମିଳିନଥିବା ବେଳେ ଅନ୍ୟ ଜଣେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନନ୍ତରିତ କରାଯାଇଥିବା ସୂଚନା ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.